ବାର୍ହା ପାଇଁ ବିଛାଯାଇଥିଲା ବିଦ୍ୟୁତ୍ ଫାଶ, ଗଲା ଦନ୍ତାହାତୀ ଜୀବନ; ୩ ଶିକାରୀ ଗିରଫ
ଅନୁଗୋଳ: ବାର୍ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ଅନୁଗୋଳ ଜିଲ୍ଲା ହଣ୍ଡପା ବନାଞ୍ଚଳ ଅନ୍ତର୍ଗତ ଝିଲ୍ଲୀମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ସୋମବାର ରାତିରେ ଏହି ଘଟଣା ଘଟିଛି। ମୃତ ହାତୀର ବୟସ ପ୍ରାୟ ୧୦…




