ପି.ଏମ୍.କିଷାନ୍ ୨୩ତମ କିସ୍ତି ବିତରଣ: ୧.୨୫ ଲକ୍ଷ ଚାଷୀ ଉପକୃତ
ଅନୁଗୋଳ: ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଆଜି ପି.ଏମ୍.କିଷାନ୍ ଯୋଜନାର ୨୩ତମ କିସ୍ତି ବିତରଣ ସମାରୋହ ଅନୁଷ୍ଠିତ ହୋଇଛି। କଲିକତାର ହୁଗୁଳିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କିସ୍ତିର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ…



