ଜରପଡ଼ାକୁ ବ୍ଲକ୍ ମାନ୍ୟତା ଦାବି, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ଜରପଡାକୁ ବ୍ଲକ୍ ମାନ୍ୟତା ଦାବିରେ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ଧବଳେଶ୍ୱର ମନ୍ଦିରରେ ଏକ ବୈଠକ ବସିଛି। ବୈଠକରେ ନୂତନ ବ୍ଲକ୍ ଗଠନ ଏବ ଅନ୍ୟାନ୍ୟ ଆନୁଷଙ୍ଗିକ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ,…

Continue Readingଜରପଡ଼ାକୁ ବ୍ଲକ୍ ମାନ୍ୟତା ଦାବି, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି

ବଚପନ୍ ପ୍ଲେ ସ୍କୁଲର ୧୫ ତମ ବାର୍ଷିକ ଉତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ସ୍ଥିତ ବଚପନ୍ ପ୍ଲେ ସ୍କୁଲର ୧୫ ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ) ସଭାପତି ଅଜିତ କୁମାର ଧର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କୁନି…

Continue Readingବଚପନ୍ ପ୍ଲେ ସ୍କୁଲର ୧୫ ତମ ବାର୍ଷିକ ଉତ୍ସବ ଆୟୋଜିତ

ନୂଆ ଚାରମଲ୍ଲିକ ବ୍ଲକ୍‌ ଗଠନ ଦାବି: ସ୍ଥାୟୀ ଆବାହକ କମିଟି ଗଠିତ, ଅନିଲ କୁମାର ପ୍ରଧାନ ହେଲେ ସଭାପତି

ଅନୁଗୁଳ: ଅନୁଗୁଳ ବ୍ଲକ୍‌ ଅନ୍ତର୍ଗତ ଟାଇଁସି ସୀତାରାମ ଆଶ୍ରମରେ ଶୁକ୍ରବାର ନୂଆ ଚାରମଲ୍ଲିକ ବ୍ଲକ୍‌ ଗଠନ ଦାବିରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜେପି ସଭାପତି ଦିଲେଶ୍ବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପୂର୍ବ ବୈଠକର ବିବରଣୀ ପାଠ କରାଯିବା…

Continue Readingନୂଆ ଚାରମଲ୍ଲିକ ବ୍ଲକ୍‌ ଗଠନ ଦାବି: ସ୍ଥାୟୀ ଆବାହକ କମିଟି ଗଠିତ, ଅନିଲ କୁମାର ପ୍ରଧାନ ହେଲେ ସଭାପତି

ସ୍ଥାୟୀ ନିଯୁକ୍ତି ଦାବି: ୧୯ ଦିନରେ ପହଞ୍ଚିଲା ନାଲକୋ ସ୍ପୋନ୍ସର୍ଡ ଏଲ.ଏ.ପିଙ୍କ ଧାରଣା, ଧାରଣାସ୍ଥଳରେ ପାଳିଲେ ସରସ୍ୱତୀ ପୂଜା

ଅନୁଗୁଳ: ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି. ଆଇ.ଟି.ଆଇ.(୧୯୮) ପକ୍ଷରୁ ଗତ ୧୯ ଦିନ ହେବ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଅହୋରାତ୍ର ଧାରଣା ଜାରି ରହିଛି। ଆଜି ଆନ୍ଦୋଳନକାରୀମାନେ ଧାରଣାସ୍ଥଳରେ ସରସ୍ଵତୀ ପୂଜା ପାଳନ କରିବା ସହ ସନ୍ଧ୍ୟାରେ ସଂକୀର୍ତ୍ତନ କରି ଜିଲ୍ଲା…

Continue Readingସ୍ଥାୟୀ ନିଯୁକ୍ତି ଦାବି: ୧୯ ଦିନରେ ପହଞ୍ଚିଲା ନାଲକୋ ସ୍ପୋନ୍ସର୍ଡ ଏଲ.ଏ.ପିଙ୍କ ଧାରଣା, ଧାରଣାସ୍ଥଳରେ ପାଳିଲେ ସରସ୍ୱତୀ ପୂଜା

ଏନଟିପିସି ଟ୍ରେନ ଧାରଣାରୁ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ବିଦ୍ୟୁତ୍ ପ୍ରକଳ୍ପ ପରିସରରେ ଥିବା ଟ୍ରେନ ଧାରଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଣିହାଁ ଥାନା ଦଣ୍ତସିଂହା ଗାଁର ଛବିଳ ପରିଡ଼ା (୪୭)। ସୂଚନା ମୁତାବକ, ଛବିଳ ସିଏଚପି ସାଇଟରେ…

Continue Readingଏନଟିପିସି ଟ୍ରେନ ଧାରଣାରୁ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ମଦ ବିକ୍ରି ଉପରେ ରୋକ୍ ଲଗାଇବାକୁ ଅଣ୍ଟା ଭିଡ଼ିଲେ ମହିଳା, ମଦ ବିରୋଧୀ ଅଭିଯାନରେ ହେଲେ ସାମିଲ

ଅନୁଗୁଳ: ମଦ ବିକ୍ରି ଉପରେ ରୋକ ଲଗାଇବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ମହିଳା। ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ଗ୍ରାମର ଶତାଧିକ ମହିଳା ଶନିବାର ମଦ ବିରୋଧୀ ଅଭିଯାନରେ ସାମିଲ ହୋଇଛନ୍ତି। ମହିଳାମାନେ କହିଛନ୍ତି, ମଦ ପାଇଁ ଗାଁର ଯୁବକ ଓ…

Continue Readingମଦ ବିକ୍ରି ଉପରେ ରୋକ୍ ଲଗାଇବାକୁ ଅଣ୍ଟା ଭିଡ଼ିଲେ ମହିଳା, ମଦ ବିରୋଧୀ ଅଭିଯାନରେ ହେଲେ ସାମିଲ

ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ଠିକା ଶ୍ରମିକଙ୍କ ମୃତ୍ୟୁ, ଶବ ରଖି ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଲେ ପରିବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ତପନ କୁମାର ଦେହୁରୀଙ୍କର ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଣୁ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ପ୍ଲାଣ୍ଟ ସମ୍ମୁଖରେ ଶବ ରଖି ଧାରଣା ଦେଇଛନ୍ତି।…

Continue Readingନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ଠିକା ଶ୍ରମିକଙ୍କ ମୃତ୍ୟୁ, ଶବ ରଖି ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଲେ ପରିବାର

କାମ ସରିଲାଣି କିନ୍ତୁ ପୈଠ ହେଉନି ବିଲ୍, ୨ ଲକ୍ଷ ଟଙ୍କାରେ ୪୦ ହଜାର ଟଙ୍କା ପିସି ମାଗୁଛନ୍ତି ବ୍ଲକ ପ୍ରଶାସନ ଅଧିକାରୀ; ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଗାଁ ବଇଣ୍ଡା ଅଞ୍ଚଳରେ ଥିବା ଶନି ମନ୍ଦିର ଗୋଷ୍ଠୀ କେନ୍ଦ୍ର ନିର୍ମାଣର ବିଲ୍ ପୈଠ କରାଯାଉନଥିବା ଯୋଗୁଁ ଅସନ୍ତୋଷ ଦେଖା ଦେଇଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଶୋରନଗର…

Continue Readingକାମ ସରିଲାଣି କିନ୍ତୁ ପୈଠ ହେଉନି ବିଲ୍, ୨ ଲକ୍ଷ ଟଙ୍କାରେ ୪୦ ହଜାର ଟଙ୍କା ପିସି ମାଗୁଛନ୍ତି ବ୍ଲକ ପ୍ରଶାସନ ଅଧିକାରୀ; ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

ବଜେଟରେ ବଡ଼ ଘୋଷଣା, ଆୟକର ଛାଡସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ୨୦୨୫-୨୬ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରୁଛନ୍ତି। ବଜେଟରେ ଇନକମ୍ ଟ୍ୟାକ୍ସକୁ ନେଇ ଅର୍ଥମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ…

Continue Readingବଜେଟରେ ବଡ଼ ଘୋଷଣା, ଆୟକର ଛାଡସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି

ରାଷ୍ଟ୍ରପତିଙ୍କ ଭାଷଣ ଉପରେ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିନ୍ଦା

ଅନୁଗୁଳ: ରାଷ୍ଟ୍ରପତିଙ୍କ ଭାଷଣ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସୋନିଆ ଗାନ୍ଧୀ ଦେଇଥିବା ବିବୃତି ଅତ୍ୟନ୍ତ ନିନ୍ଦନୀୟ। ଏହି…

Continue Readingରାଷ୍ଟ୍ରପତିଙ୍କ ଭାଷଣ ଉପରେ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିନ୍ଦା