ସଡ଼କ ସୁରକ୍ଷା ମାସ ପାଳନ ଉଦଯାପିତ: ଜନସଚେତନତା ମାଧ୍ୟମରେ ଦୁର୍ଘଟଣା ରୋକିବାକୁ ଆହ୍ୱାନ

ଅନୁଗୁଳ : ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ସଡକ ସୁରକ୍ଷାମାସ ପାଳନର ଉଦଯାପନୀ ଉତ୍ସବ ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।…

Continue Readingସଡ଼କ ସୁରକ୍ଷା ମାସ ପାଳନ ଉଦଯାପିତ: ଜନସଚେତନତା ମାଧ୍ୟମରେ ଦୁର୍ଘଟଣା ରୋକିବାକୁ ଆହ୍ୱାନ

ବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ, ଜଣେ ମୃତ, ରାସ୍ତା ଅବରୋଧ

ଅନୁଗୁଳ: ଗତ ରାତିରେ  ଅନୁଗୁଳ ସଦର ଥାନା କୁମଣ୍ଡ ସାହୁ ପଡା ଛକ ନିକଟରେ ବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ। ଜଣେ ମୃତ। ମୃତକ ହେଲେ ବଡ଼ବେରେଣା ଗାଁର ମିତୁ ଭୋଇ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ…

Continue Readingବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ, ଜଣେ ମୃତ, ରାସ୍ତା ଅବରୋଧ

ଜିମରୁ ଫେରିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ, ୧୦ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଅନୁଗୁଳ: ଅନୁଗୁଳ ସହରରେ ଗତ ସୋମବାର ଜିମରୁ ଫେରିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଆକ୍ରମଣ ପୂର୍ବ ଶତ୍ରୁତାରୁ ହୋଇଥିବା ନେଇ ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ମାମଲାର ତଦନ୍ତ କରି…

Continue Readingଜିମରୁ ଫେରିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ, ୧୦ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବନ୍ତଳା ପୋଲିସକୁ ବଡ଼ ସଫଳତା: ପଶ୍ଚିମବଙ୍ଗରୁ ବୁଲେଟ ଚୋରକୁ କଲେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପୋଲିସକୁ ବଡ଼ ସଫଳତା ମିଳିଛି। ଗତ ବର୍ଷ ଡିସେମ୍ବର ମାସରୁ ବନ୍ତଳା ଅଞ୍ଚଳରୁ ଚୋରି ହୋଇଥିବା ବାଇକକୁ ଖୋଜି ବାହାର କରିବା ସହ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ପୋଲିସ। ଜାନୁଆରୀ ୨୬ ତାରିଖରେ ପୋଲିସ…

Continue Readingବନ୍ତଳା ପୋଲିସକୁ ବଡ଼ ସଫଳତା: ପଶ୍ଚିମବଙ୍ଗରୁ ବୁଲେଟ ଚୋରକୁ କଲେ ଗିରଫ

ସିମ୍ଫୋନି ପକ୍ଷରୁ ଅନୁଗୁଳରେ ଡିଲର୍ ମିଟ୍, ଲଞ୍ଚ କଲେ ୧୭ ଟି ପ୍ରଡକ୍ଟ

ଅନୁଗୁଳ: ସିମ୍ଫୋନି ଲିମିଟେଡ୍ ପକ୍ଷରୁ ସହଯୋଗୀ ବ୍ୟବସାୟୀଙ୍କ ପାଇଁ ଅନୁଗୁଳରେ ଡିଲର୍ ମିଟ୍ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ସିମ୍ଫୋନି ଲିମିଟେଡ୍‌ର ଏଜିଏମ୍ ରତୀଶ ଶ୍ରୀବାସ୍ତବ, ବ୍ରାଞ୍ଚ ହେଡ୍ (ରାଉରକେଲା) ବୀରେନ୍ଦ୍ର ଯାଦବ, ଏଏସଏମ୍ ସାଗର ମହାନ୍ତି, ପଙ୍କଜ ଏଣ୍ଟରପ୍ରାଇଜେସର ସଂଯୁକ୍ତ ଅଧିକାରୀ…

Continue Readingସିମ୍ଫୋନି ପକ୍ଷରୁ ଅନୁଗୁଳରେ ଡିଲର୍ ମିଟ୍, ଲଞ୍ଚ କଲେ ୧୭ ଟି ପ୍ରଡକ୍ଟ

ଭାଙ୍ଗିଲା ଆଉଁଳି ମୁଖ୍ୟ କେନାଲ ବନ୍ଧ: କର୍ଣ୍ଣପାଳ ଗାଁରେ ପଶିଲା ପାଣି, ଚାଷ ପ୍ରଭାବିତ

ଅନୁଗୁଳ: କେନାଲରେ ଘାଇ ସୃଷ୍ଟି ହୋଇ ଜଳମଗ୍ନ ହୋଇଛି ଏକର ଏକର ପରିବା ଚାଷ  ଓ ଧାନ ଜମି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆଉଁଳି ମୁଖ୍ୟ କେନାଲର କର୍ଣ୍ଣପାଳ ଗାଁ ନିକଟରେ ମୁଖ୍ୟ କେନାଲ ଭୁଶୁଡ଼ି ପଡିଛି। ୨୦ ଫୁଟର ଘାଇ…

Continue Readingଭାଙ୍ଗିଲା ଆଉଁଳି ମୁଖ୍ୟ କେନାଲ ବନ୍ଧ: କର୍ଣ୍ଣପାଳ ଗାଁରେ ପଶିଲା ପାଣି, ଚାଷ ପ୍ରଭାବିତ

ବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣା: ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣାରେ ପୋଲିସ ଛାନଭିନ ଚଳାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାରେ ସମ୍ପୃକ୍ତ ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା…

Continue Readingବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣା: ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୧ ତମ ବାର୍ଷିକ ଉତ୍ସବ ଆୟୋଜିତ

ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୪୧ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ସଭାପତି ଡ଼ା.ସୁଧାକର ପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ ଉତ୍ସବରେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି…

Continue Readingଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୧ ତମ ବାର୍ଷିକ ଉତ୍ସବ ଆୟୋଜିତ

ସିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ: ୧୦ଟି ପରିବାରର ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ। ଗାଁର ପାଖାପାଖି ୧୦ଟି ପରିବାରର ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଗୋଡ଼ିବନ୍ଧ ଡାକ୍ତରଖାନାରେ ପାଞ୍ଚରୁ ସାତଜଣ ରୋଗୀ ପହଞ୍ଚିଛନ୍ତି। ଗାଁରେ ଚାରିଜଣିଆ ଡାକ୍ତରୀ ଟିମ୍…

Continue Readingସିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ: ୧୦ଟି ପରିବାରର ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ପଞ୍ଚମ ବାର୍ଷିକ ଉତ୍ସବ “ଗୁଞ୍ଜ” ଆୟୋଜିତ, ନାଚିଲେ-ଗାଇଲେ-ଝୁମିଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜିଗୋଳ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ପଞ୍ଚମ ବାର୍ଷିକ ଉତ୍ସବ "ଗୁଞ୍ଜ" ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଉତ୍କଳ ୟୁନିଭରସିଟିର ମ୍ୟାଥ ଏଚଓଡ଼ି ତଥା କଣ୍ଠଶିଳ୍ପୀ ଅନସୂୟା ନାଥ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି…

Continue Readingସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ପଞ୍ଚମ ବାର୍ଷିକ ଉତ୍ସବ “ଗୁଞ୍ଜ” ଆୟୋଜିତ, ନାଚିଲେ-ଗାଇଲେ-ଝୁମିଲେ ଛାତ୍ରଛାତ୍ରୀ