ପୋକୁଣ୍ଡାରେ ଦନ୍ତାର ମୃତ୍ୟୁ ଘଟଣା: ୫ ଅଟକ, ୩ ଦେଶୀ ବନ୍ଧୁକ ସହ ଗୁଳି ଜବତ
ଅନୁଗୁଳ : ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ ମାଟିଆସାହି ନିକଟରେ ଗତ ରବିବାର ଧାନ ବିଲରୁ ଏକ ଦନ୍ତା ହାତୀର ମୃତ ଦେହ ଠାବ ହେବା ପରେ ବନ ବିଭାଗ ସନ୍ଦେହରେ ୫ ଜଣଙ୍କୁ ଅଟକ ରଖିଛି। ଏମାନଙ୍କ ପାଖରୁ…
ଅନୁଗୁଳ : ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ ମାଟିଆସାହି ନିକଟରେ ଗତ ରବିବାର ଧାନ ବିଲରୁ ଏକ ଦନ୍ତା ହାତୀର ମୃତ ଦେହ ଠାବ ହେବା ପରେ ବନ ବିଭାଗ ସନ୍ଦେହରେ ୫ ଜଣଙ୍କୁ ଅଟକ ରଖିଛି। ଏମାନଙ୍କ ପାଖରୁ…
ଅନୁଗୁଳ: ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ ସମ୍ବଲପୁର ନାକଟିଦେଉଳ ଅଞ୍ଚଳରୁ ପୋଲିସ ଗିରଫ କରିଛି। ଦୁଇ ପିଲାଙ୍କ ବାପା ପ୍ରଫୁଲ ମିର୍ଧା ସହ ପୂର୍ବ ଶତ୍ରୁତାରୁ ଅଭିଯୁକ୍ତ ଏହି ଗୁଳିକାଣ୍ଡ ଭିଆଇଥିବା ଜଣାପଡ଼ିଛି। ପ୍ରଶାନ୍ତ ବିଳମ୍ବିତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ସାନହୁଲା ହାଇସ୍କୁଲରେ ୨ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ଉଦଯାପିତ ହୋଇଛି। ଶିକ୍ଷକ ତ୍ରିଲୋଚନ ଦେହୁରୀ କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ଉଦଯାପନୀ ଦିବସରେ ପ୍ରଧାନ ଶିକ୍ଷକ ବିଶ୍ବନାଥ ପ୍ରଧାନ ସଭାପତିତ୍ୱ କରିଥିଲେ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାମ୍ବାଦିକ ସଂଘର ସଦସ୍ୟ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ସାକ୍ଷାତ କରି ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସାମ୍ବାଦିକମାନେ ଶନିବାର ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂ, ତହସିଲଦାର ରବିନାରାୟଣ ଆଚାର୍ଯ୍ଯ, ଅତିରିକ୍ତ ତହସିଲଦାର ଚିନ୍ମୟୀ…
ଅନୁଗୁଳ: ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳନ ଉପଲକ୍ଷେ କଣିହାଁ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶନିବାର ଏକ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। କଣିହାଁ ଗୋଷ୍ଠୀ ଶିକ୍ଷାଧିକାରୀ ନରୋତ୍ତମ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସିଭିଲ କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ(ଏଡିଜେ) ଭାବେ କାର୍ଯ୍ୟରତ ଲକ୍ଷ୍ମୀନାରାୟଣ ରାୟଚୌଧୁରୀଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ତାଙ୍କର କଟକ ବଦଳି ହୋଇଛି। ଶନିବାର ଆଠମଲ୍ଲିକ ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ…
ଭୁବନେଶ୍ବର: ବଢ଼ିଲା ଦେଶୀ ମଦ ଓ ବିୟର ଦାମ୍। ଆସ୍କା-୪୦ ଓ ବିୟର୍ ଦାମ୍ ୧୦ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବିୟର୍ ଦର ବୋତଲ ପିଛା ୧୦ ଟଙ୍କା ବଢ଼ିଥିବା ବେଳେ ଏବେ ଆସ୍କା-୪୦ର ଦାମ୍ ୬୦ ଟଙ୍କାରୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଖୁଲାମ୍ଖୁଲା ଆତଙ୍କରାଜ ଚଳାଇଛନ୍ତି ଡକାୟତ। ସ୍ଥାନୀୟ ଗୋପାଳପ୍ରସାଦ ଥାନା ନିକଟସ୍ଥ ଜଗାବଳିଆ ପେଟ୍ରୋଲ ପମ୍ପରୁ ଆଜି ୪ ମୁଖାପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଏବଂ ଖଣ୍ଡା ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।…
ଅନୁଗୁଳ: ଅନୁଗୁଳ ପରିବହନ ବିଭାଗ ପକ୍ଷରୁ ଶୁକ୍ରବାର ସଡକ ସୁରକ୍ଷା ମାସ ୨୦୨୫ ପାଳିତ ହୋଇଛି। ଏହି ସଡ଼କ ସୁରକ୍ଷା ମାସ ପୂର୍ବରୁ ଏକ ସପ୍ତାହ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଏକ ମାସ ପାଳନ ପାଇଁ ନିଷ୍ପତ୍ତି…
ବଇଣ୍ଡା: ଅନୁଗୁଳ ଜିଲାର ଚାରିମଲିକ ଅଞ୍ଚଳରେ ଏକ ନୂଆ ବ୍ଲକ୍ ପ୍ରତିଷ୍ଠା କରିବା ଦାବିରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଇକସାହି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ପାଇକସାହି ଗ୍ରାମପଞ୍ଚାୟତର ସରପଞ୍ଚ ନିରୋଜକାନ୍ତ ସାହୁ ଅଧ୍ୟକ୍ଷତା କରିଥିଲେ। ବୈଠକରେ…