ଘର ଭିତରୁ ପରିବାରର ତିନି ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ଢେଙ୍କାନାଳ : ବନ୍ଦ ଘର ଭିତରୁ ଗୋଟିଏ ପରିବାରର ତିନି ମୃତଦେହ ଉଦ୍ଧାର। ବେକରେ ଫାଶୀ ଲଗାଇ ଏକା ସଙ୍ଗେ ଝୁଲିପଡିଲେ ପରିବାରର ବାପା ଓ ୪୦ ବର୍ଷୀୟ ଝିଅ ଓ ୧୬ ବର୍ଷୀୟ ନାତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ…
ଢେଙ୍କାନାଳ : ବନ୍ଦ ଘର ଭିତରୁ ଗୋଟିଏ ପରିବାରର ତିନି ମୃତଦେହ ଉଦ୍ଧାର। ବେକରେ ଫାଶୀ ଲଗାଇ ଏକା ସଙ୍ଗେ ଝୁଲିପଡିଲେ ପରିବାରର ବାପା ଓ ୪୦ ବର୍ଷୀୟ ଝିଅ ଓ ୧୬ ବର୍ଷୀୟ ନାତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଏକ ସ୍କ୍ରାପ୍ ବୋଝେଇ ପିକଅପ ଭ୍ୟାନ୍ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦ୍ୱୟ ହେଲେ ଉତ୍ତରପ୍ରଦେଶ ବାରଣାସୀର ଆର୍ଯ୍ୟନ ସ ଓ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁରେ ଅଗ୍ନିକାଣ୍ଡରେ ଜଣଙ୍କ ଘର ଜଳିଯାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି। ସୂଚନା ମୁତାବକ, ଶନିବାର ପୂର୍ବାହ୍ନରେ ତଳଗଡ଼ ଗାଁ ପ୍ରଧାନସାହିର ବାସିନ୍ଦା ଅଭୟ ପ୍ରଧାନ କାମକୁ ଯାଇଥିଲା ବେଳେ ତାଙ୍କ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ପଞ୍ଚାୟତ ପାଟଣା ସାହିରେ ଏକ ଭଡ଼ା ଘରୁ ଜଣେ ମହିଳା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ସୁବ୍ରତ ସାମଲଙ୍କ ସ୍ତ୍ରୀ ପାୟଲ ସାମଲ।…
ଅନୁଗୁଳ : ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଏବଂ ଅର୍ନ୍ତଭୁକ୍ତ ଶିକ୍ଷା ଦିଗରେ ପଦକ୍ଷେପ ପାଇଁ ଅନୁଗୁଳରେ ଅବସ୍ଥିତ ଓ.ପି ଜିନ୍ଦଲ ସ୍କୁଲକୁ ଏଜୁକେସନ ଏକ୍ସସେଲେନ୍ସ ଏମ୍ପାୱାରିଂ ଇଣ୍ଡିଆ ଆୱାର୍ଡ (ଶିକ୍ଷା ଉତ୍କର୍ଷତା ସଶକ୍ତିକରଣ ଭାରତ ପୁରସ୍କାର)ରେ ପୁରସ୍କୃତ କରାଯାଇଛି ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡ ଉପରେ ଉଡ଼ିଲା ହେଲିକପ୍ଟର। ଏହି ସ୍ଥାନ ନିଷିଦ୍ଧାଞ୍ଚଳ ଘୋଷଣା ସତ୍ତ୍ୱେ କିଏ ଓ କାହିଁକି ଗଣ୍ଡ ଉପରେ ହେଲିକପ୍ଟର ଉଡାଇଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ ଗୁରୁବାର ଅପରାହ୍ନ…
ଅନୁଗୁଳ: ପୁଲୱାମାରେ ପ୍ରାଣ ହରାଇଥିବା ସହିଦ୍ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନୁଗୁଳ ବ୍ଲକ ଅନ୍ତର୍ଗତ ଶାବଳ ଭଙ୍ଗା ଗ୍ରାମବାସୀ। ଶୁକ୍ରବାର ସନ୍ଧ୍ୟାରେ ଗାଁର ଯୁବକ, ସ୍କୁଲ ଛାତ୍ର ଏବଂ କିଛି ସ୍ବେଚ୍ଛାସେବୀ ଏକ ବିରାଟ ରାଲି କରି ଗ୍ରାମ ପରିକ୍ରମା…
ଅନୁଗୁଳ: ସରକାରୀ ନିୟମକୁ ଖୁଲାମଖୁଲା ଉଲ୍ଲଂଘନ କରୁଛନ୍ତି ସରକାରୀ ବାବୁ। ଲୁଚାଛପାରେ ନୁହେଁ, ବରଂ ଆଖିରେ ଆଙ୍ଗୁଠି ଗେଞ୍ଜି ଉଡାଉଛନ୍ତି ନିୟମର ଧଜିଆ। ନିଜେ ସରକାରୀ କର୍ମଚାରୀ ନିୟମ ମାନୁନଥିବାରୁ ବିରୋଧ କରିବାକୁ ବି ନାହିଁ କାହାର ଜୁ'। ଏଭଳି ନିୟମ…
ଅନୁଗୁଳ: ଆଗାମୀ ଦଶମ ବୋର୍ଡ ପରୀକ୍ଷା-୨୦୨୫ର ସୁପରିଚାଳନା ନିମନ୍ତେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ସୁପରିଟେଣ୍ଡେଣ୍ଟ (ପରିଚାଳକ) ମାନଙ୍କର ଏକ କର୍ମଶାଳା ଆୟୋଜିତ ହୋଇଛି। କର୍ମଶାଳାରେ ଜିଲ୍ଲାର ମୋଟ…
ଅନୁଗୁଳ: ୨୬ ଦଫା ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏ.ଆଇ.ୟୁ.ଟି.ୟୁ.ସି. ସର୍ବଭାରତୀୟ କମିଟି ଆହ୍ଵାନରେ ୧୧ରୁ ୧୭ ତାରିଖ ଯାଏଁ ଦାବି ସପ୍ତାହ ପାଳିତ ହେଉଛି। ଏହି ଉପଲକ୍ଷେ ଆଜି ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଶ୍ରମିକମାନେ ଧାରଣା ଦେଇଥିଲେ।ଏ.ଆଇ.ୟୁ.ଟି.ୟୁ.ସି. ଅନୁଗୁଳ…