ସରକାର ପରିବର୍ତ୍ତନ ପରେ ବି କମୁନି ବିଜେଡି ନେତାଙ୍କ ତାଉ! ହସ୍ପିଟାଲରେ ପୁନଃନିଯୁକ୍ତି ପାଇଁ ଠିକା କର୍ମଚାରୀଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ
ଅନୁଗୁଳ: ସରକାର ବଦଳିବା ପରେ ବି କମୁନି ବିଜେଡି କର୍ମୀଙ୍କ ଦବଦବା। ଚାକିରି ନବୀକରଣ ନାଁରେ ଏବେ ବି ନିରୀହ ଲୋକଙ୍କୁ ବିଜେଡି ନେତା ଲୁଟୁଛନ୍ତି। ଏଭଳି ସଂଗୀନ ଅଭିଯୋଗ ଆଣିଛି ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟ ଠିକା କର୍ମଚାରୀ…



