୩ ସପ୍ତାହର ସଂଘର୍ଷ ପରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା, ଏବେ ବି ଧରାପଡ଼ିନି ଅଭିଯୁକ୍ତ
ଭୁବନେଶ୍ୱର: ଶନିବାର ପୋଡ଼ିହୋଇଥିଲେ ଆଉ ଶନିବାର ଶେଷ ନିଶ୍ୱାସ ତ୍ୟାଗ କଲେ। ୩ ସପ୍ତାହର ସଂଘର୍ଷ ପରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଜୁଲାଇ ୧୯…





