ଶିକ୍ଷକ ନାହାନ୍ତି, ହୋଇପାରୁନି ପାଠପଢ଼ା; ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ
ଅନୁଗୁଳ: ଶିକ୍ଷକ ନାହାନ୍ତି, ହୋଇପାରୁନି ପାଠପଢ଼ା। ଅଭିଯୋଗ କଲେ ଶୁଣୁ ନାହାନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଏଭଳି ଅଭିଯୋଗ ନେଇ ମଙ୍ଗଳବାର ଅନୁଗୁଳ ବ୍ଲକ ପୋକତୁଙ୍ଗା ପଞ୍ଚାୟତ ପୋକତୁଙ୍ଗା ନୋଡ଼ାଲ ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ ମୁଖ୍ୟ ଫାଟକରେ ତାଲା…





