ପରକୀୟା ପ୍ରୀତି ସନ୍ଦେହ! ନବବିବାହିତ ସ୍ତ୍ରୀକୁ ହାଣିଲା ସ୍ୱାମୀ
ଅନୁଗୁଳ: ପତ୍ନୀଙ୍କୁ ହାଣି ମାରିଲା ସ୍ୱାମୀ। ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଏକ ଧାରୁଆ ଅସ୍ତ୍ରରେ ଅତି ବୀଭତ୍ସ ଭାବେ ହାଣି ହତ୍ୟା କରିଥିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ବିବାହର ମାତ୍ର ୬ ମାସ ଭିତରେ ସ୍ବାମୀ…
ଅନୁଗୁଳ: ପତ୍ନୀଙ୍କୁ ହାଣି ମାରିଲା ସ୍ୱାମୀ। ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଏକ ଧାରୁଆ ଅସ୍ତ୍ରରେ ଅତି ବୀଭତ୍ସ ଭାବେ ହାଣି ହତ୍ୟା କରିଥିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ବିବାହର ମାତ୍ର ୬ ମାସ ଭିତରେ ସ୍ବାମୀ…
ଅନୁଗୁଳ: ପୁଲିସ ବେଶରେ ଲୋକଙ୍କଠୁ ଟଙ୍କା ଆଦାୟ କରୁଥିବା ୨ ଜଣଙ୍କୁ ଉଠାଇ ନେଇଛି ଅନୁଗୁଳ ସଦର ପୁଲିସ। ରବିବାର ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡ଼ା ନିକଟରେ ଦୁଇ ଜଣ ବ୍ୟକ୍ତି ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ଗାଡ଼ିର କାଗଜପତ୍ର…
ଅନୁଗୁଳ: ଶନିବାର ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ସଭାଘରଠାରେ ବିଭାଗୀୟ ସମୀକ୍ଷା ବୈଠକ ପଞ୍ଚାୟତରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି। ବୈଠକରେ ମନ୍ତ୍ରୀ ବ୍ଲକର ବିଭିନ୍ନ ଅଧିକାରୀଙ୍କୁ ବ୍ଲକର ବିଭିନ୍ନ ସମସ୍ୟାର…
ଅନୁଗୁଳ: ଅନୁଗୁଳ ଓକିଲ ସଂଘ ପକ୍ଷରୁ ଆଜି ଜିଲ୍ଲା କୋର୍ଟସ୍ଥିତ ଓକିଲଙ୍କ ସଭାଗୃହରେ ପୋର୍ଟଫୋଲିଓ ଜଷ୍ଟିସ ଭି. ନରସିଂହାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମଞ୍ଚରେ ଓକିଲ ସଂଘର ସଭାପତି ହିମାଂଶୁ ଭୂଷଣ ସାମଲ ଉପସ୍ଥିତ ଥିବା ଅତିଥି ଜଷ୍ଟିସ ଭି. ନରସିଂହାଙ୍କୁ ପୁଷ୍ପଗୁଚ୍ଛ…
ଅନୁଗୁଳ: ଅନୁଗୁଳ ଟାଉନର ଜଣେ ମହିଳାଙ୍କୁ ଯୌତୁକ ନିର୍ଯତନାନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ୍ ସୂଚନା ଅନୁଯାୟୀ, ନିର୍ଯାତନାର ଶିକାର ହୋଇଥିବା ମହିଳା ହେଲେ ବଜାର ଛକର ଅନୁରାଧା…
ଅନୁଗୁଳ: ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ଅନୁବନ୍ଧିତ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ (ଏଡିୟୁଜେ) ପକ୍ଷରୁ କଣିହାଁ ଅଞ୍ଚଳର ସୁଭଦ୍ରା ପଦିଲୀଙ୍କ ପରିବାରଙ୍କୁ ନ୍ୟାୟ ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କୁ ଦାବି କରିଛନ୍ତି।…
ଅନୁଗୁଳ: ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ତଥା ସ୍ୱତନ୍ତ୍ର କୋର୍ଟ ପୋକସୋ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ଶୁକ୍ରବାର ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ, ୨୦୧୫ ମାର୍ଚ୍ଚ ୧୩ ଦିନ ସକାଳେ ଅନୁଗୁଳ ଥାନା ଅଂଚଳର…
ଅନୁଗୁଳ: ୮ ଦଫା ଦାବିରେ କଣିହାଁ କୋଇଲା ଖଣିର ଜରଡ଼ା ମୁଖ୍ୟ ଫାଟକ ସାମ୍ନାରେ ପୁଣି ଆନ୍ଦୋଳନ କରିଛନ୍ତି କ୍ଷତିଗ୍ରସ୍ତ ପ୍ରଜା। ଆନ୍ଦୋଳନ ପାଇଁ କୋଇଲା ଖନନ ଓ ପରିବହନ ବାଧାପ୍ରାପ୍ତ ହୋଇଛି। ପଥରମୁଣ୍ଡା ରକବାର ଉପରେ ଜରଡ଼ାବାସୀଙ୍କୁ ଜମି ଯୋଗାଇବା,…
ଅନୁଗୁଳ: ସୁଭଦ୍ରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। ରାଜ୍ୟ ବାହାରୁ ଅଭିଯୁକ୍ତ ଧରାପଡିଛି। ଅନୁଗୁଳ ପୁଲିସର ଏକ ଟିମ୍ ତାକୁ ମହାରାଷ୍ଟ୍ରରୁ ଉଠାଇ ଆଣିଛି। କଣିହାଁ ଅଞ୍ଚଳର ଯୁବତୀ ସୁଭଦ୍ରା ପଦୀଲିଙ୍କୁ ତାଳଚେର ଷ୍ଟେସନରୁ ତାଳଚେର ରୋଡ୍ ଷ୍ଟେସନ୍କୁ…
ଅନୁଗୁଳ: ଲାଭ ଆଶାରେ ସଞ୍ଚିତ ଧନ ହରାଇଲେ ଯୁବକ।ସାଇବର ଠକ ନେଇଗଲା ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା। ଏନେଇ ଠକେଇର ଶିକାର ଯୁବକ ଅନୁଗୁଳ ସାଇବର ଥାନାରେ ଅଭିଯୋଗ କରିଛନ୍ତି।ସୂଚନା ଅନୁସାରେ, ନାଲ୍କୋ କେନାଲ ରୋଡ୍ରେ ରହୁଥିବା ଜଣେ ଯୁବକଙ୍କ ପାଖରୁ…