ନାରାୟଣୀ ଇଂଜିନିୟରିଂ କଲେଜର ବାର୍ଷିକ କ୍ରୀଡ଼ା ମହୋତ୍ସବ ଉଦଯାପିତ, ଯୋଗ ଦେଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳସ୍ଥିତ ନାରାୟଣୀ ଇଂଜିନିୟରିଂ କଲେଜର ବାର୍ଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଛି। ଡିସେମ୍ବର ୧୭ରୁ ୨୦ ତାରିଖ ଯାଏଁ ଏହି କ୍ରୀଡ଼ା ଚାଲିଥିଲା। ମହୋତ୍ସବକୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ତନ୍ମୟ କର, ନିର୍ଦ୍ଦେଶକ ବିଭୁଧେନ୍ଦୁ ବଳ, ଅନୁଷ୍ଠାନର ଅଧ୍ୟକ୍ଷା…
