ପଛୁଆବର୍ଗଙ୍କ ପାଇଁ ଥିବା ସରକାରୀ ଯୋଜନାର ବିବରଣୀ ପ୍ରଦାନ କରିବାକୁ ପୂର୍ବତନ ସାଂସଦଙ୍କ ଦାବି
ଅନୁଗୁଳ: ସରକାରୀ ଯୋଜନା ନେଇ ସୂଚନା ଦେବାକୁ ସାଂସଦ ମହେଶ ସାହୁ ଅନୁଗୁଳ ଓ ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅନୁରୋଧ କରିଛନ୍ତି। ଦଳିତ, ଅବହେଳିତ, ଅନୁସୂଚିତ ଜାତି ଓ ଜନଜାତି ଲୋକମାନଙ୍କ ସାମାଜିକ ବିକାଶ ପାଇଁ ଉଭୟ ରାଜ୍ୟ…





