ରାସନ କାର୍ଡ ପାଇଁ ବ୍ଲକରେ ହଜାରେ ଲୋକଙ୍କ ଭିଡ଼, ଜଣେ କର୍ମଚାରୀ ଥିବାରୁ ଉତ୍ତେଜନା
ଅନୁଗୁଳ: ନୂଆ ରାସନ କାର୍ଡ କରିବାକୁ ଏବେ ଲୋକମାନେ ବ୍ଲକ ଅଫିସକୁ ଧାଉଁଛନ୍ତି। ଏଭଳି ସ୍ଥିତିରେ ଅନୁଗୁଳରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଗତ ଦୁଇ ତିନିଦିନ ହେବ ଅନୁଗୁଳ ବ୍ଲକ ପରିସରରେ ସକାଳୁ ସଞ୍ଜ ଯାଏ ଅସମ୍ଭାଳ ଭିଡ଼…



