ବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ, ଜଣେ ମୃତ, ରାସ୍ତା ଅବରୋଧ
ଅନୁଗୁଳ: ଗତ ରାତିରେ ଅନୁଗୁଳ ସଦର ଥାନା କୁମଣ୍ଡ ସାହୁ ପଡା ଛକ ନିକଟରେ ବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ। ଜଣେ ମୃତ। ମୃତକ ହେଲେ ବଡ଼ବେରେଣା ଗାଁର ମିତୁ ଭୋଇ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ…
ଅନୁଗୁଳ: ଗତ ରାତିରେ ଅନୁଗୁଳ ସଦର ଥାନା କୁମଣ୍ଡ ସାହୁ ପଡା ଛକ ନିକଟରେ ବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ। ଜଣେ ମୃତ। ମୃତକ ହେଲେ ବଡ଼ବେରେଣା ଗାଁର ମିତୁ ଭୋଇ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ…
ଅନୁଗୁଳ: ଅନୁଗୁଳ ସହରରେ ଗତ ସୋମବାର ଜିମରୁ ଫେରିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଆକ୍ରମଣ ପୂର୍ବ ଶତ୍ରୁତାରୁ ହୋଇଥିବା ନେଇ ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ମାମଲାର ତଦନ୍ତ କରି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପୋଲିସକୁ ବଡ଼ ସଫଳତା ମିଳିଛି। ଗତ ବର୍ଷ ଡିସେମ୍ବର ମାସରୁ ବନ୍ତଳା ଅଞ୍ଚଳରୁ ଚୋରି ହୋଇଥିବା ବାଇକକୁ ଖୋଜି ବାହାର କରିବା ସହ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ପୋଲିସ। ଜାନୁଆରୀ ୨୬ ତାରିଖରେ ପୋଲିସ…
ଅନୁଗୁଳ: ସିମ୍ଫୋନି ଲିମିଟେଡ୍ ପକ୍ଷରୁ ସହଯୋଗୀ ବ୍ୟବସାୟୀଙ୍କ ପାଇଁ ଅନୁଗୁଳରେ ଡିଲର୍ ମିଟ୍ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ସିମ୍ଫୋନି ଲିମିଟେଡ୍ର ଏଜିଏମ୍ ରତୀଶ ଶ୍ରୀବାସ୍ତବ, ବ୍ରାଞ୍ଚ ହେଡ୍ (ରାଉରକେଲା) ବୀରେନ୍ଦ୍ର ଯାଦବ, ଏଏସଏମ୍ ସାଗର ମହାନ୍ତି, ପଙ୍କଜ ଏଣ୍ଟରପ୍ରାଇଜେସର ସଂଯୁକ୍ତ ଅଧିକାରୀ…
ଅନୁଗୁଳ: କେନାଲରେ ଘାଇ ସୃଷ୍ଟି ହୋଇ ଜଳମଗ୍ନ ହୋଇଛି ଏକର ଏକର ପରିବା ଚାଷ ଓ ଧାନ ଜମି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆଉଁଳି ମୁଖ୍ୟ କେନାଲର କର୍ଣ୍ଣପାଳ ଗାଁ ନିକଟରେ ମୁଖ୍ୟ କେନାଲ ଭୁଶୁଡ଼ି ପଡିଛି। ୨୦ ଫୁଟର ଘାଇ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣାରେ ପୋଲିସ ଛାନଭିନ ଚଳାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାରେ ସମ୍ପୃକ୍ତ ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା…
ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୪୧ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ସଭାପତି ଡ଼ା.ସୁଧାକର ପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ ଉତ୍ସବରେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ। ଗାଁର ପାଖାପାଖି ୧୦ଟି ପରିବାରର ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଗୋଡ଼ିବନ୍ଧ ଡାକ୍ତରଖାନାରେ ପାଞ୍ଚରୁ ସାତଜଣ ରୋଗୀ ପହଞ୍ଚିଛନ୍ତି। ଗାଁରେ ଚାରିଜଣିଆ ଡାକ୍ତରୀ ଟିମ୍…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜିଗୋଳ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ପଞ୍ଚମ ବାର୍ଷିକ ଉତ୍ସବ "ଗୁଞ୍ଜ" ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଉତ୍କଳ ୟୁନିଭରସିଟିର ମ୍ୟାଥ ଏଚଓଡ଼ି ତଥା କଣ୍ଠଶିଳ୍ପୀ ଅନସୂୟା ନାଥ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି…
ଅନୁଗୁଳ: ସାର ନିୟମିତ ଆସୁ ନ ଥିବାରୁ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଅନ୍ତର୍ଗତ କରଡ଼ାପାଳ ପଞ୍ଚାୟତ ମୁନିପାଳପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଆଜି ଏଭଳି ଘଟଣା ଘଟିଛି। ଏଠାରେ ପ୍ରଥମରୁ ପଞ୍ଚମ…