ସ୍କୁଲ ବସ୍ ସହ ବାଇକ ଧକ୍କା, ଜଣେ ଆରୋହୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଝରାବେରେଣୀ ନିକଟରେ ଶନିବାର ଦିନ ଏକ ସ୍କୁଲ ବସ୍ ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଅନ୍ୟପଟେ ସ୍କୁଲ ବସ୍ ଚାଳକ ଓ ହେଲପର ସାମାନ୍ୟ…

Continue Readingସ୍କୁଲ ବସ୍ ସହ ବାଇକ ଧକ୍କା, ଜଣେ ଆରୋହୀ ଗୁରୁତର

୨୬ ରୁ ୨୮ ଯାଏଁ ଚାଲିବ ଅନୁଗୁଳ ଜିଲ୍ଲା ମହୋତ୍ସବ, ୨୨ ରେ ମଶାଲ ଶୋଭାଯାତ୍ରା

ଅନୁଗୁଳ: ଚଳିତ ମାସ ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଗୁଳ ଷ୍ଟାଡିୟମ ଠାରେ ଜିଲ୍ଲା ମହୋତ୍ସବ ଆୟୋଜନ ହେବ। ମହୋତ୍ସବ ପୂର୍ବରୁ ମଶାଲ ଶୋଭାଯାତ୍ରା ୨୨ ତାରିଖରେ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଶୋଭାଯାତ୍ରାରେ…

Continue Reading୨୬ ରୁ ୨୮ ଯାଏଁ ଚାଲିବ ଅନୁଗୁଳ ଜିଲ୍ଲା ମହୋତ୍ସବ, ୨୨ ରେ ମଶାଲ ଶୋଭାଯାତ୍ରା

୩ ଦିନ ହେଲା ଅନ୍ଧାରରେ ୪ ଗାଁ: ଆସୁନାହାନ୍ତି ବିଦ୍ୟୁତ କର୍ମଚାରୀ, ରାସ୍ତାରେ ବସିଲେ ଶତାଧିକ ସ୍ଥାନୀୟବାସୀ

ଅନୁଗୁଳ: ୩ ଦିନ ହେଲା ଅନ୍ଧାରରେ ଶାବଳଭଙ୍ଗା ଏବଂ ଏହାର ଆଖପାଖ ୪ ଗାଁ। ଖବର ଦେଲେ ବି ଆସୁନାହାନ୍ତି ବିଦ୍ୟୁତ କର୍ମଚାରୀ। ଏଣୁ ଇଲେକ୍ଟ୍ରିକ ସଂଯୋଗ ଦାବିରେ ଆଜି ସନ୍ଧ୍ୟାରେ ଶାବଳଭଙ୍ଗା ଗାଁର ଶହଶହ ଲୋକେ ରାସ୍ତାରେ ଏକାଠି ହୋଇଥିଲେ।…

Continue Reading୩ ଦିନ ହେଲା ଅନ୍ଧାରରେ ୪ ଗାଁ: ଆସୁନାହାନ୍ତି ବିଦ୍ୟୁତ କର୍ମଚାରୀ, ରାସ୍ତାରେ ବସିଲେ ଶତାଧିକ ସ୍ଥାନୀୟବାସୀ

ଆସନ୍ତା ୪ରେ ଚାପ ଖେଳିବେ ମଦନମୋହନ, ଡେରଙ୍ଗ ଗ୍ରାମରେ ଚନ୍ଦନ ଯାତ୍ରା ପ୍ରସ୍ତୁତି ବୈଠକ

ଅନୁଗୁଳ: ଚନ୍ଦନ ଯାତ୍ରା ପାଇଁ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଡେରଙ୍ଗ ଗ୍ରାମ ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଗ୍ରାମ ସଭାପତି ପ୍ରଶ୍ନ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଚନ୍ଦନ ଯାତ୍ରାକୁ ସୁରୁଖୁରୁରେ ପରିଚାଳନା ପାଇଁ ନିଷ୍ପତ୍ତି…

Continue Readingଆସନ୍ତା ୪ରେ ଚାପ ଖେଳିବେ ମଦନମୋହନ, ଡେରଙ୍ଗ ଗ୍ରାମରେ ଚନ୍ଦନ ଯାତ୍ରା ପ୍ରସ୍ତୁତି ବୈଠକ

ନବକୃଷ୍ଣ ଚୌଧୁରୀ ମହାବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ ଉଦଯାପିତ, ସାର୍ଥକ ମଣିଷ ହେବା ପାଇଁ ଆହ୍ୱାନ

ଅନୁଗୁଳ: ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ମହାବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ ମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଛି। ଅଧ୍ୟକ୍ଷା ଡକ୍ଟର ଦ୍ରୌପଦୀ ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଗାନ୍ଧିବାଦୀ ସମାଜସେବୀ କୃଷ୍ଣା ମହାନ୍ତି ଯୋଗଦାନ କରି…

Continue Readingନବକୃଷ୍ଣ ଚୌଧୁରୀ ମହାବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ ଉଦଯାପିତ, ସାର୍ଥକ ମଣିଷ ହେବା ପାଇଁ ଆହ୍ୱାନ

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ! ନିଆଁ ଲାଗି ଜଳିଗଲା ମୋବାଇଲ ଦୋକାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ସ୍ଥିତ ପୌରପରିଷଦ ମାର୍କେଟର ମୋବାଇଲ୍ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଆଜି ମଧ୍ୟାହ୍ନରେ ଦୁଇ ମହଲା ବିଶିଷ୍ଟ…

Continue Readingସର୍ଟ ସର୍କିଟରୁ ଅଗ୍ନିକାଣ୍ଡ! ନିଆଁ ଲାଗି ଜଳିଗଲା ମୋବାଇଲ ଦୋକାନ

ସମ୍ପତ୍ତି ପାଇଁ ଭାଇକୁ ହାଣିଲା: ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ଓ ଭାଇ ବୋହୂ ଗୁରୁତର

ଅନୁଗୁଳ: ଜମିବାଡ଼ି ବିବାଦରୁ ଖଣ୍ଡଯୁଦ୍ଧ। ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ଓ ଭାଇବୋହୂ ଗୁରୁତର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର ପଞ୍ଚାୟତ ଖାଲଗାଁ ଉପର ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ, ଶୁକ୍ରବାର…

Continue Readingସମ୍ପତ୍ତି ପାଇଁ ଭାଇକୁ ହାଣିଲା: ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ଓ ଭାଇ ବୋହୂ ଗୁରୁତର

ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ଅନୁଗୁଳ: ଗୁରୁବାର ଅତିରିକ୍ତ ଜିଲ୍ଲା ଓ ସେସନ୍‌ ଜଜ୍‌ ଫାଷ୍ଟ ଟ୍ରାକ୍‌ କୋର୍ଟ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ସୂଚନା ମୁତାବକ, ୭. ୧. ୨୦୨୪ ଦିନ ଚାରିଟାରେ ଜଣେ ୩ ବର୍ଷର ଭିନ୍ନକ୍ଷମ ନାବାଳିକା ନିଜ…

Continue Readingଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ସାଙ୍ଗ ଜନ୍ମ ଦିନ ପାଳିବାକୁ ଆସିଥିଲେ, ଡ୍ୟାମ୍‌ରେ ବୁଡ଼ି ଯୁବକ ମୃତ

ଅନୁଗୁଳ: ସ୍ଥାନୀୟ ଡେରେଜାଙ୍ଗ ଡ୍ୟାମ୍‌ରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ଗ୍ରାମର ରଞ୍ଜନ ପ୍ରଧାନଙ୍କ ପୁଅ ସିତମ୍ ପ୍ରଧାନ (୨୧)। ସୂଚନା ମୁତାବକ, ସିତମ୍ ପ୍ରଧାନ ହାଇଦ୍ରାବାଦରେ କ୍ୟାନସର୍ ଟେକ୍ନିସିଆନ ପାଠ…

Continue Readingସାଙ୍ଗ ଜନ୍ମ ଦିନ ପାଳିବାକୁ ଆସିଥିଲେ, ଡ୍ୟାମ୍‌ରେ ବୁଡ଼ି ଯୁବକ ମୃତ

ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ଲାଟିନମ ଉତ୍ସବ ଉଦଘାଟିତ, ଯୋଗ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଅନୁଗୁଳ: ଅନୁଗୁଳସ୍ଥିତ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଦୁଇଦିନିଆ ପ୍ଲାଟିନମ୍ ଜୁବୁଲି ଉତ୍ସବ ଆଜି ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ରୂପେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ…

Continue Readingନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ଲାଟିନମ ଉତ୍ସବ ଉଦଘାଟିତ, ଯୋଗ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ