ଅନୁଗୁଳ ଜଗନ୍ନାଥ ମନ୍ଦିରରୁ ଚୋରିର ସିନ ରିକ୍ରିଏସନ କଲା ଅଭିଯୁକ୍ତ: ଭାଙ୍ଗିଲା ହୁଣ୍ଡି, ଉଠାଇଲା ଶ୍ରୀଜିଉଙ୍କ ମଥାମଣି

ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଚୋର ପଶୁଛି ଆଉ ଗର୍ଭ ଗୃହକୁ ଯାଇ ଠାକୁରଙ୍କ ଗହଣା ଲୁଟି ନେଉଛି। ଆଉ ତା ପରେ ହୁଣ୍ଡି ଭାଙ୍ଗି ବୁଲାଉଛି କଳା କନା। ଆଜି ମନ୍ଦିରରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ।…

Continue Readingଅନୁଗୁଳ ଜଗନ୍ନାଥ ମନ୍ଦିରରୁ ଚୋରିର ସିନ ରିକ୍ରିଏସନ କଲା ଅଭିଯୁକ୍ତ: ଭାଙ୍ଗିଲା ହୁଣ୍ଡି, ଉଠାଇଲା ଶ୍ରୀଜିଉଙ୍କ ମଥାମଣି

କୂଅରେ ପଡ଼ି ଜଣେ ମୃତ, ୨ ଦିନ ହେଲା ଥିଲେ ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗ୍ରାମରେ କୂଅରେ ପଡ଼ି ଜଣଙ୍କର ଜୀବନ ଯାଇଛି। ମୃତକ ହେଲେ ପ୍ରଶାନ୍ତ ସାହୁ। ସୂଚନା ଅନୁସାରେ, ପ୍ରଶାନ୍ତ ଦୁଇ ଦିନ ହେଲା ନିଖୋଜ ଥିଲେ। ପରିବାର ଲୋକ ଏବଂ ଗ୍ରାମବାସୀ ବହୁ…

Continue Readingକୂଅରେ ପଡ଼ି ଜଣେ ମୃତ, ୨ ଦିନ ହେଲା ଥିଲେ ନିଖୋଜ

ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଚୋରି ଘଟଣା: ୪ ଗିରଫ,୧୩ କେଜି କପର ତାର ଜବତ

ଅନୁଗୁଳ: ଅନୁଗୁଳ ସଂୟଶାସିତ ମହାବିଦ୍ୟାଳୟରୁ ଏସି କପର ପାଇପ୍ କାଟି ନେବା ଅଭିଯୋଗରେ ଟାଉନ ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୁଳ ସହର ହାକିମପଡ଼ାର ସୌମ୍ୟ ଓଝା(୨୬), ନରସିଂହ ଗୋଛାୟତ(୨୦), ବାରଣାସିର ମୁକେଶ ଗୁପ୍ତା(୩୦) ଓ…

Continue Readingଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଚୋରି ଘଟଣା: ୪ ଗିରଫ,୧୩ କେଜି କପର ତାର ଜବତ

ବନ୍ଦ ଘରୁ ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର, ୩-୪ ଦିନ ତଳୁ ମୃତ୍ୟୁ ଘଟିଥିବା ସନ୍ଦେହ

ଅନୁଗୁଳ: ନିଜ ଘରୁ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବନ୍ତଳା ଥାନା ମାଣପୁର ଗାଁର ଅଭୟ ନାଏକ। ୩ ରୁ ୪ ଦିନ ତଳୁ ମ୍ୟାନେଜରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ୍ୟୁର କାରଣ…

Continue Readingବନ୍ଦ ଘରୁ ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର, ୩-୪ ଦିନ ତଳୁ ମୃତ୍ୟୁ ଘଟିଥିବା ସନ୍ଦେହ

ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପ୍ରକ୍ରିୟାକରଣ ନେଇ ମହିଳାଙ୍କୁ ତାଲିମ

ଅନୁଗୁଳ: ସ୍ବେଚ୍ଛାସେବୀ ସଂଗଠନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ୍ ଏବଂ ଜାତୀୟ ତାପଜ ବିଦ୍ୟୁତ୍ ସଂସ୍ଥା ଏନ୍‌ଟିପିସି କଣିହାଁ ତରଫରୁ ମାଣ୍ଡିଆରୁ ପ୍ରସ୍ତୁତ ବ୍ୟଞ୍ଜନ ଉପରେ ୧୫ ଦିନିଆ ତାଲିମ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମଲ୍ଟି ସ୍କିଲ ତାଲିମ୍ ଗୃହ ଠାରେ ଆୟୋଜିତ…

Continue Readingମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପ୍ରକ୍ରିୟାକରଣ ନେଇ ମହିଳାଙ୍କୁ ତାଲିମ

ମାନସିକ ବିକୃତଙ୍କ ଉନ୍ମତ କାଣ୍ଡ, ଲୋକଙ୍କୁ ଟେକା ଫିଙ୍ଗିବା ସହ କଲା ଆକ୍ରମଣ

ଅନୁଗୁଳ: ମାନସିକ ବିକୃତ ବ୍ୟକ୍ତିଙ୍କ ଉନ୍ମତ୍ତକାଣ୍ଡ। ଆଜି ଅନୁଗୁଳ ଶିଶୁଉଦ୍ୟାନରୁ ସରକାରୀ କଲେଜ ଯିବା ରାସ୍ତାରେ ଜଣେ ମାନସିକ ବିକୃତ ବ୍ୟକ୍ତି ଲୋକଙ୍କୁ ଟେକା ପଥର ମାରିଥିଲା। କେବଳ ଏତିକିରେ ଅଟକି ନଥିଲା ଉତ୍ପାତ। ଉକ୍ତ ଯୁବକ ଫଳ ଦୋକାନ କରିଥିବା…

Continue Readingମାନସିକ ବିକୃତଙ୍କ ଉନ୍ମତ କାଣ୍ଡ, ଲୋକଙ୍କୁ ଟେକା ଫିଙ୍ଗିବା ସହ କଲା ଆକ୍ରମଣ

ସାଇକେଲ୍ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ୍‌, ଡାହାଣ ହାତ ସମ୍ପୂର୍ଣ୍ଣ ନଷ୍ଟ

ଅନୁଗୁଳ: ସାଇକେଲ୍ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ୍‌। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ଗୁରୁତର ଯୁବକ ହେଲେ ଅନୁଗୁଳ ଜିଲ୍ଲା କୁମଣ୍ଡ ଦେଉଳପଡ଼ା ଛକର ସଦେଇ ସ୍ୱାଇଁ(୪୫)। ସୂଚନା ମୁତାବକ, ଦିନ ମଜୁରିଆ ଭାବେ କାମ କରୁଥିବା ସଦେଇ ଆଜି ସାଇକେଲ୍‌ରେ…

Continue Readingସାଇକେଲ୍ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ୍‌, ଡାହାଣ ହାତ ସମ୍ପୂର୍ଣ୍ଣ ନଷ୍ଟ

ପ୍ରକୃତି ରକ୍ଷା ପାଇଁ ସୁମିତ୍ରା ସୁରକ୍ଷା ମଞ୍ଚ ଗଠିତ, ସ୍ୱାଧୀନ ସଭାପତି ଓ ପ୍ରଦ୍ୟୁମ୍ନ ଉପସଭାପତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ସବୁଠାରୁ ବଡ଼ ଆୟତନ ବିଶିଷ୍ଟ ତଥା ଉଚ୍ଚତମ ସୁମିତ୍ରା ପର୍ବତ ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଏହା ସାତକୋଶିଆ ଅଭୟାରଣ୍ୟ ସୀମାରେ ଥିବାରୁ ଏଠାରେ ଜୈବ ପରିସଂସ୍ଥାର ବିବିଧତା ମଧ୍ୟ ବେଶ ଗୁରୁତ୍ୱ ରଖେ।…

Continue Readingପ୍ରକୃତି ରକ୍ଷା ପାଇଁ ସୁମିତ୍ରା ସୁରକ୍ଷା ମଞ୍ଚ ଗଠିତ, ସ୍ୱାଧୀନ ସଭାପତି ଓ ପ୍ରଦ୍ୟୁମ୍ନ ଉପସଭାପତି

ବଜ୍ରପାତ ହେଲା କାଳ! ପ୍ରଥମେ ନଡ଼ିଆ ଗଛକୁ ଜାଳିଲା, ନିଆଁ ଉଡ଼ି ପାଳ ଗଦା ପାଉଁଶ

ଅନୁଗୁଳ: ବଜ୍ରପାତ ହେଲା କାଳ। ପ୍ରଥମେ ନଡ଼ିଆ ଗଛକୁ ଜାଳିଲା ଆଉ ପରେ ନିଆଁ ଉଡ଼ି ପାଳ ଗଦା ଓ କାଠ ପାଉଁଶ ହୋଇଛି। କାଳବୈଶାଖୀ ପରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାଗଡ଼ିଆ ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ସୂଚନା…

Continue Readingବଜ୍ରପାତ ହେଲା କାଳ! ପ୍ରଥମେ ନଡ଼ିଆ ଗଛକୁ ଜାଳିଲା, ନିଆଁ ଉଡ଼ି ପାଳ ଗଦା ପାଉଁଶ

ସାତକୋଶିଆରେ ଘଡ଼ିଆଳଙ୍କ ଅଣ୍ଡାଦାନ! ମହାନଦୀ ପଠାରେ ଜମିଛି କୁମ୍ଭୀର ଯୋଡ଼ାଙ୍କ ଗହଳି

ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ଡରେ ପୁଣି ଥରେ ଅଣ୍ଡା ଦେଇଛନ୍ତି କୁମ୍ଭୀର। ଏଠାରେ ମାଈ ଘଡ଼ିଆଳ ଅଣ୍ଡାଦାନ କରିଥିବା ସୂଚନା ମିଳିଛି। ବନବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇନାହିଁ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କିଛି ଦିନ ହେବ ଅଣ୍ଡିରା…

Continue Readingସାତକୋଶିଆରେ ଘଡ଼ିଆଳଙ୍କ ଅଣ୍ଡାଦାନ! ମହାନଦୀ ପଠାରେ ଜମିଛି କୁମ୍ଭୀର ଯୋଡ଼ାଙ୍କ ଗହଳି