ମଣ୍ଡି ଉଦଘାଟନ ହେଲା ହେଲେ ଉଠିଲାନି ଧାନ, ଟେଣ୍ଟ ତଳେ ପଡ଼ିଛି ୬୩୪ କ୍ବିଣ୍ଟାଲ ଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ରଣିଆକଟା ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ସୁଲୋଚନା ପ୍ରଧାନ, ସମିତି ସଭାପତି ଅଜିତ ପ୍ରଧାନ ଯୋଗଦେଇ ଧାନ ମଣ୍ଡିକୁ ଉଦଘାଟନ କରିଛନ୍ତି। ହେଲେ ଧାନ କିଣିବାକୁ ଆସିଥିବା ମାହେଶ୍ବରୀ ମିଲର…

Continue Readingମଣ୍ଡି ଉଦଘାଟନ ହେଲା ହେଲେ ଉଠିଲାନି ଧାନ, ଟେଣ୍ଟ ତଳେ ପଡ଼ିଛି ୬୩୪ କ୍ବିଣ୍ଟାଲ ଧାନ

ସମଲ ଥାନାରେ ନୂଆ ଆଇଆଇସି ଭାବେ ଯୋଗ ଦେଲେ ଅରୁଣ କୁମାର ଖିଲାର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନାରେ ନୂଆ ଆଇଆଇସି ଭାବେ ଅରୁଣ କୁମାର ଖିଲାର ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଅନୁଗୁଳ ଜିଲ୍ଲା କିଆକଟା ଥାନାରେ କାର୍ଯ୍ୟରତ ଥିଲେ। ଶ୍ରୀ ଖିଲାର ସମଲ ଥାନାରେ ଯୋଗଦାନ କରିବା…

Continue Readingସମଲ ଥାନାରେ ନୂଆ ଆଇଆଇସି ଭାବେ ଯୋଗ ଦେଲେ ଅରୁଣ କୁମାର ଖିଲାର

ଭାଗବତ ଶାନ୍ତିଧାମରେ ମକର ଉତ୍ସବ ପାଳିତ, କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୀଧରପୁରରେ ଥିବା ଭାଗବତ ପାହାଡ଼ ତଥା ପୁରାତନ ଅନନ୍ତମୁଖୀ ଯଜ୍ଞପୀଠ "ଭାଗବତ ଶାନ୍ତିଧାମ"ରେ ମକର ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ନାମ ସଂକୀର୍ତ୍ତନ କରିଥିଲେ। ମୁଖ୍ୟ ସନାତନ ମଠର ମହନ୍ତ କାଳନ୍ଦୀ…

Continue Readingଭାଗବତ ଶାନ୍ତିଧାମରେ ମକର ଉତ୍ସବ ପାଳିତ, କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ

କାହିଁକି ପାଳିତ ହୁଏ ମକର ସଂକ୍ରାନ୍ତି, ମକର ବୁଡ଼ର ମାହାତ୍ମ୍ୟ

ଅନୁଗୁଳ: ଆଜି ମକର ସଂକ୍ରାନ୍ତି। ହିନ୍ଦୁମାନଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ପର୍ବ ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ନାମରେ ପାଳିତ ହୋଇଥାଏ। କର୍ଣ୍ଣାଟକର ସଂକ୍ରାନ୍ତି, ତାମିଲନାଡୁ ଓ କେରଳରେ ପୋଙ୍ଗଲ, ହରିୟାଣାରେ ମାଘି, ଗୁଜରାଟ ଏବଂ ରାଜସ୍ଥାନରେ ଉତ୍ତରାୟଣ, ଉତ୍ତରାଖଣ୍ଡର ଉତ୍ତରାୟଣି, ଉତ୍ତରପ୍ରଦେଶ…

Continue Readingକାହିଁକି ପାଳିତ ହୁଏ ମକର ସଂକ୍ରାନ୍ତି, ମକର ବୁଡ଼ର ମାହାତ୍ମ୍ୟ

ମନ ଇଚ୍ଛା ରାସନ କାର୍ଡରୁ ୨ କିଲୋ ଚାଉଳ କାଟି ଦେଉଛନ୍ତି ଡିଲର, ଅଭିଯୋଗ ଆଣିଲେ ହିତାଧିକାରୀ

ଅନୁଗୁଳ: ମନ ଇଚ୍ଛା ରାସନ କାର୍ଡରୁ ଚାଉଳ କାଟି ଦେଉଛନ୍ତି ଡିଲର। ବାରଣ କଲେ ଅନ୍ୟତ୍ର କାର୍ଡ ବଦଳାଇଦେବାକୁ ଦେଉଛନ୍ତି ଧମକ। ଡିଲରଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା ପଞ୍ଚାୟତ ଗୁରିଆମୁଣ୍ଡା…

Continue Readingମନ ଇଚ୍ଛା ରାସନ କାର୍ଡରୁ ୨ କିଲୋ ଚାଉଳ କାଟି ଦେଉଛନ୍ତି ଡିଲର, ଅଭିଯୋଗ ଆଣିଲେ ହିତାଧିକାରୀ

ମକର ସଂକ୍ରାନ୍ତିରେ ହେବେ ମାଲାମାଲ୍‌: ୩୦ ବର୍ଷ ପରେ ପଡ଼ୁଛି ଦୁର୍ଲ୍ଲଭ ସଂଯୋଗ

ଅନୁଗୁଳ: ଆଜି ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରି ଥାନ୍ତି। ଆଜିଠୁ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟର ଆରମ୍ଭ ହୋଇଥାଏ। ତେବେ ଦୀର୍ଘ ୩୦ ବର୍ଷ ପରେ ଚଳିତ ବର୍ଷ ମକର ସଂକ୍ରାନ୍ତିରେ ଦୁର୍ଲ୍ଲଭ ସଂଯୋଗ ପଡ଼ିଛି।…

Continue Readingମକର ସଂକ୍ରାନ୍ତିରେ ହେବେ ମାଲାମାଲ୍‌: ୩୦ ବର୍ଷ ପରେ ପଡ଼ୁଛି ଦୁର୍ଲ୍ଲଭ ସଂଯୋଗ

ଅନନ୍ତ ଡିଏଭିରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ, ରକ୍ତଦାନ ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ମହାନଦୀ କୋଲ୍ ଫିଲ୍ଡ଼, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ବିହାର ଡିଏଭି ପବ୍ଲିକ୍ ସ୍କୁଲ ପରିସରରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ ହୋଇଛି। ଉତ୍ସବରେ ଅନନ୍ତ ଡିଏଭିର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ମୁଖ୍ୟ ଅତିଥି ଭାବେ…

Continue Readingଅନନ୍ତ ଡିଏଭିରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ, ରକ୍ତଦାନ ଶିବିର ଆୟୋଜିତ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ, ୪ଟି ଅଭିଯୋଗର ହେଲା ତୁରନ୍ତ ଫଇସଲା

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ତାଳଚେର ବ୍ଲକ୍ କାର୍ଯ୍ୟାଳୟ ଠାରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ। ଜନଶୁଣାଣି ଶିବିରରେ ସମୁଦାୟ ୨୭ଟି ଅଭିଯୋଗ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ, ୪ଟି ଅଭିଯୋଗର ହେଲା ତୁରନ୍ତ ଫଇସଲା

ଜୟ ଜଗନ୍ନାଥ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ, ସଭାପତି ହେଲେ ଅନନ୍ତ ନାରାୟଣ ବାରିକ

ଅନୁଗୁଳ: ସ୍ଥାନୀ କାଣ୍ଡସର ସ୍ଥିତ ଶିବ ମନ୍ଦିର ନିକଟସ୍ଥ ଆମ୍ବ ତୋଟାରେ ଜୟ ଜଗନ୍ନାଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂଗଠନର ଉନ୍ନତି, ସେବା, ସାହାଯ୍ୟ, ସହଯୋଗ କ୍ଷେତ୍ରରେ ଏକତ୍ରିତ…

Continue Readingଜୟ ଜଗନ୍ନାଥ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ, ସଭାପତି ହେଲେ ଅନନ୍ତ ନାରାୟଣ ବାରିକ

ଧଉରାପାଲ୍ଲୀ ସମିତିରେ ଧାନମଣ୍ଡି ଉଦଘାଟିତ, ଯୋଗ ଦେଲେ ଶତାଧିକ ଚାଷୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଧଉରାପାଲ୍ଲୀ ସେବା ସମବାୟ ସମିତିରେ ଆଜି ଧାନମଣ୍ଡି ଉଦଘାଟିତ ହୋଇଛି। ଏଥିରେ ସମିତିର ସଭାପତି ଇନ୍ଦ୍ରମଣି ପ୍ରଧାନ, ଧଉରାପାଲ୍ଲୀ ସରପଞ୍ଚ ସଞ୍ଜିତ କୁମାର ସାହୁ, ଜଏରାଟ ସରପଞ୍ଚ ବିଜୟ ରଥ, ଯୋଗାଣ ଅଧିକାରୀ ରୁଷଭ…

Continue Readingଧଉରାପାଲ୍ଲୀ ସମିତିରେ ଧାନମଣ୍ଡି ଉଦଘାଟିତ, ଯୋଗ ଦେଲେ ଶତାଧିକ ଚାଷୀ