ତାଳଚେର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ: ସନ୍ତୋଷ ସାହୁ ସଭାପତି, ସମ୍ପାଦକ ମାନସ ବାଇ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଛି। ସଭାପତି ଭାବେ ସନ୍ତୋଷ ସାହୁ, ଉପସଭାପତି ଭାବେ ପ୍ରମୋଦ ପ୍ରଧାନ, ସାଧାରଣ ସମ୍ପାଦକ ମାନସ ବାଇ ନିର୍ବାଚିତ ହୋଇଛନ୍ତି। ଅଡିଟର ଭାବେ ଜଳନ୍ଧର ବେହେରା, ସାଂସ୍କୃତିକ…



