ଶ୍ରମ କୋଡ୍ ବାତିଲ୍ ଦାବିରେ ବିଶାଳ ଶ୍ରମିକ ସମାବେଶ, ୧ରୁ ଦେଶବ୍ୟାପୀ ପ୍ରତିବାଦ

ଅନୁଗୁଳ: ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ (ଏନଟିପିସି) ଆହ୍ବାନରେ ବୁଧବାର ବିଜିଗୋଳ ରାମମନ୍ଦିର ପଡ଼ିଆରେ ଏକ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଛି। ଏଥିରେ ଶ୍ରମିକଙ୍କ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା। ଦାବିଗୁଡ଼ିକ ହେଉଛି, ଶ୍ରମିକ କର୍ମଚାରୀ ବିରୋଧୀ ୪ଟି…

Continue Readingଶ୍ରମ କୋଡ୍ ବାତିଲ୍ ଦାବିରେ ବିଶାଳ ଶ୍ରମିକ ସମାବେଶ, ୧ରୁ ଦେଶବ୍ୟାପୀ ପ୍ରତିବାଦ

ତାଳଚେରରେ ଡଃ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଏବଂ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର ଏକାଧିକ ମନ୍ତ୍ରୀ

ଅନୁଗୁଳ: ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡଃ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେପିର ବହୁ ବଡ଼ ନେତା। ଆଜି ସନ୍ଧ୍ୟାରେ କେନ୍ଦ୍ର ରେଳ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମଧ୍ୟ ପ୍ରଦେଶ ଶକ୍ତି ମନ୍ତ୍ରୀ ରାକେଶ ଶୁକ୍ଳା, ଉତ୍ତର ପ୍ରଦେଶ ସାମାଜିକ ସୁରକ୍ଷା…

Continue Readingତାଳଚେରରେ ଡଃ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଏବଂ ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର ଏକାଧିକ ମନ୍ତ୍ରୀ

ଅନୁଗୁଳରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, କେହି ମୃତାହତ ହୋଇନଥିବା

ଅନୁଗୁଳ: ଅନୁଗୁଳରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ।ଆଜି ଅପରାହ୍ନ ପ୍ରାୟ ୪ ଟାରେ ସ୍ଥାନୀୟ ବୁଢ଼ାପଙ୍କ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ଟ୍ରେନଟି ଯଖପୁରାରୁ ମେରାମଣ୍ଡଳୀ ଟାଟା ଷ୍ଟିଲକୁ କୋଇଲା…

Continue Readingଅନୁଗୁଳରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, କେହି ମୃତାହତ ହୋଇନଥିବା

ଟିକରପଡ଼ା ଯୁଆଡ଼େ, ଅନୁଗୁଳ ସିଆଡ଼େ ! ଭ୍ରମିତ କରୁଛି ପୂର୍ତ୍ତ ବିଭାଗର ସୂଚନା ଫଳକ

ଅନୁଗୁଳ: ଅନୁଗୁଳରେ ଲାଗିଛି ବିଚିତ୍ର ସୂଚନା ଫଳକ। ପୂର୍ତ୍ତ ବିଭାଗର ଏହି ଫଳକରେ ଟିକରପଡ଼ା ଯୁଆଡ଼େ ଅନୁଗୁଳ ବି ସିଆଡ଼େ ଲେଖାଯାଇଛି। ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଥଚାରୀ। ଏହି ସୂଚନା ଫଳକ ପଢ଼ି କିଛି ଲୋକ ଭୁଲ ବାଟରେ ଯାଇଥିବା ଅଭିଯୋଗ…

Continue Readingଟିକରପଡ଼ା ଯୁଆଡ଼େ, ଅନୁଗୁଳ ସିଆଡ଼େ ! ଭ୍ରମିତ କରୁଛି ପୂର୍ତ୍ତ ବିଭାଗର ସୂଚନା ଫଳକ

‘ଶ୍ରଦ୍ଧା ଓ ଜୀବନର ସଫଳତା’ ନେଇ ସଂସ୍କୃତ ବିଭାଗରେ କର୍ମଶାଳା, ଶ୍ରୀମଦ୍ ଭଗବତ ଗୀତାର ଆବଶ୍ୟକତା ବୁଝିଲେ ଛାତ୍ରଛାତ୍ରୀ

ଅନୁଗୁଳ: ଆଜି ଅନୁଗୁଳ ସରକାରୀ ମହାବିଦ୍ୟାଳୟର ସ୍ନାତକ - ସ୍ନାତକୋତ୍ତର ସଂସ୍କୃତ ବିଭାଗ ଓ ଜାତୀୟ ସେବା ଯୋଜନା ତରଫରୁ ଶ୍ରଦ୍ଧା ଓ ଜୀବନର ସଫଳତା ଶୀର୍ଷକ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଛି। ମୁଖ୍ୟ ଅତିଥିଭାବେ ଆଚାର୍ଯ୍ୟା ସ୍ଵାମିନୀ ଆତ୍ମିକାନନ୍ଦ…

Continue Reading‘ଶ୍ରଦ୍ଧା ଓ ଜୀବନର ସଫଳତା’ ନେଇ ସଂସ୍କୃତ ବିଭାଗରେ କର୍ମଶାଳା, ଶ୍ରୀମଦ୍ ଭଗବତ ଗୀତାର ଆବଶ୍ୟକତା ବୁଝିଲେ ଛାତ୍ରଛାତ୍ରୀ

ଡ. ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ସମ୍ମାନ, ତାଳଚେର ଆସି ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ସମଗ୍ର ଦେଶର ନେତା

ଅନୁଗୁଳ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡଃ. ଦେବେନ୍ଦ୍ର ପ୍ରଧାନଙ୍କର ବିୟୋଗରେ ତାଳଚେରରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଛି। ସମଗ୍ର ଦେଶରୁ ବିଭିନ୍ନ ଅଞ୍ଚଳରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, ପ୍ରାକ୍ତନ ମନ୍ତ୍ରୀ, ବିଧାୟକ, ସାଂସଦ, ବିଜେପି ସାଙ୍ଗଠନିକ ନେତୃତ୍ୱ, ବିଭିନ୍ନ ରାଜନୈତିକ ଦଳର…

Continue Readingଡ. ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ସମ୍ମାନ, ତାଳଚେର ଆସି ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ସମଗ୍ର ଦେଶର ନେତା

ଦିବଂଗତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ବିଜେପି ଯୁବମୋର୍ଚ୍ଚାର ଦୀପଦାନ

ଅନୁଗୁଳ: ଅନୁଗୁଳ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା ଓ ପୁରାତନ ଛାତ୍ର ସଂସଦ ପକ୍ଷରୁ ଦିବଂଗତ ନେତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଦୀପ ଜାଳିବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ବିଜେପି ଯୁବମୋର୍ଚ୍ଚାର…

Continue Readingଦିବଂଗତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ବିଜେପି ଯୁବମୋର୍ଚ୍ଚାର ଦୀପଦାନ

ଅନୁଗୁଳ ଆଲୁମିନିୟମ ପାର୍କର ଦକ୍ଷତା ବିକାଶ କେନ୍ଦ୍ରରେ ହେବ ସମ୍ପ୍ରସାରଣ କେନ୍ଦ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଆଲୁମିନିୟମ ପାର୍କର ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରତିଷ୍ଠା ହେବ ସମ୍ପ୍ରସାରଣ କେନ୍ଦ୍ର। ଆଜି ଅନୁଗୁଳର ଡିଆଇସିର ସମ୍ମିଳନୀ ହଲ୍‌ରେ ଏ ନେଇ ଏକ ଅଂଶୀଦାରଙ୍କ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। “ଭାରତରେ ପ୍ରଯୁକ୍ତିବିଦ୍ୟା / ସଂପ୍ରସାରଣ କେନ୍ଦ୍ର…

Continue Readingଅନୁଗୁଳ ଆଲୁମିନିୟମ ପାର୍କର ଦକ୍ଷତା ବିକାଶ କେନ୍ଦ୍ରରେ ହେବ ସମ୍ପ୍ରସାରଣ କେନ୍ଦ୍ର

କୋଇଲା ଖଣିରେ ଡିନାମାଇଟ ବିସ୍ଫୋରଣ: ଭାଙ୍ଗିଲା ଘର ଓ ପାଚେରୀ, ତାତିଲେ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଲିଙ୍ଗରାଜ କୋଇଲା ଖଣିରେ ବ୍ୟବହୃତ ହେଉଥିବା ବିସ୍ଫୋରକ ଡିନାମାଇଟ୍‌ରେ ପ୍ରଭାବ ଘର ଓ ପାଚେରୀ ଭାଙ୍ଗିଛି। ଏ ନେଇ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ମୁତାବକ, ସୋମବାର ଅପରାହ୍ନରେ ବିସ୍ଫୋରଣରେ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ…

Continue Readingକୋଇଲା ଖଣିରେ ଡିନାମାଇଟ ବିସ୍ଫୋରଣ: ଭାଙ୍ଗିଲା ଘର ଓ ପାଚେରୀ, ତାତିଲେ ଲୋକେ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୪ଟି ଅଭିଯୋଗର ହେଲା ତୁରନ୍ତ ଫଇସଲା

ଅନୁଗୁଳ: ସୋମବାର ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡ଼ା ବ୍ଲକ୍ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୬୦ଟି ଅଭିଯୋଗ ଗ୍ରହଣକରାଯାଇଥିଲା। ସେଥିରୁ ୪୮ଟି ବ୍ୟକ୍ତିଗତ ଓ ୧୨ଟି ଗ୍ରାମ୍ୟଭିତ୍ତିକ ଅଭିଯୋଗର ଶୁଣାଣି ହୋଇଥ‌ିବା…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୪ଟି ଅଭିଯୋଗର ହେଲା ତୁରନ୍ତ ଫଇସଲା