୧୨ ଫୁଟର ଅହିରାଜ ଉଦ୍ଧାର
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ହିଡିସିଂ ଗାଁରୁ ମଙ୍ଗଳବାର ଏକ ବିଶାଳକାୟ ୧୨ଫୁଟର ଅହିରାଜ ସାପ ଉଦ୍ଧାର କରାଯାଇଛି। ହିଡିସିଂ ଗାଁର ଗନ୍ଧର୍ବ ଦେହୁରୀଙ୍କ ପାଇଖାନା ଘରେ ଏକ ଅହିରାଜ ସାପ ପଶି ଯାଇଥିବା ସେ ଦେଖିବାକୁ ପାଇଥିଲେ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ହିଡିସିଂ ଗାଁରୁ ମଙ୍ଗଳବାର ଏକ ବିଶାଳକାୟ ୧୨ଫୁଟର ଅହିରାଜ ସାପ ଉଦ୍ଧାର କରାଯାଇଛି। ହିଡିସିଂ ଗାଁର ଗନ୍ଧର୍ବ ଦେହୁରୀଙ୍କ ପାଇଖାନା ଘରେ ଏକ ଅହିରାଜ ସାପ ପଶି ଯାଇଥିବା ସେ ଦେଖିବାକୁ ପାଇଥିଲେ।…
ଅନୁଗୁଳ: ଟ୍ରଲର ଦୁର୍ଘଟଣା ଯୋଗୁ ଜାମ୍ ହେଲା ରାସ୍ତା। ବିରୋଧ କଲା କଂଗ୍ରେସ। ଆଜି ଅନୁଗୁଳ ହନୁମାନ ବଜାରରେ ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ସୂଚନା ମୁତାବକ, ଆଇରନ୍ କୋଏଲ ନେଇ ଏକ ଟ୍ରଲର କର୍ଣ୍ଣାଟକ ଅଞ୍ଚଳକୁ ଯାଉଥିଲା। ଗତ…
ଅନୁଗୁଳ: ରବିବାର ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ ଉଦଘାଟିତ ହୋଇଛି ପାଳଲହଡ଼ା ମହୋତ୍ସବ। ୭ଟି ଶୈବ ପୀଠରୁ ଆସିଥିବା ମଶାଲକୁ ସ୍ଥାନୀୟ ବଳଦେବଜୀଉ ମନ୍ଦିରରୁ ପାଳଲହଡ଼ା ଷ୍ଟାଡିୟମକୁ ଅଣାଯାଇଥିଲା ଓ ଆନୁଷ୍ଠାନିକ ଭାବେ ମାଲ୍ୟାଗିରି ମହୋତ୍ସବ ଉଦଘାଟିତ ହୋଇଥିଲା। ପ୍ରଥମ ସନ୍ଧ୍ୟାରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡ଼କନ୍ତକୁଳ ପଞ୍ଚାୟତ ଅନ୍ତର୍ଗତ କଂଜା ଗ୍ରାମରେ ମାତିଛି ପାଗଳ କୁକୁର। ଯାହାକୁ ଦେଖୁଛି ଗୋଡ଼େଇ ଗୋଡ଼େଇ କାମୁଡୁଛି। ଏଥିରେ ଗୁରୁତର ହୋଇଛନ୍ତି ୭ ଜଣ। ଗୁରୁତରଙ୍କୁ ପ୍ରଥମେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ…
ଅନୁଗୁଳ: ଶିଶୁର ସଲିଳ ସମାଧି। ଅନୁଗୁଳ ବ୍ଲକ ଶାବଳ ଭଙ୍ଗା ଗ୍ରାମରେ ରବିବାର ଅପରାହ୍ନରେ ପାଣିରେ ବୁଡ଼ି ଏକ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ମୃତକ ହେଲେ ଶାବଳ ଭଙ୍ଗା ଗ୍ରାମର ବିଭୂତି ସେଠୀଙ୍କ ପୁଅ ବାଦଲ ସେଠୀ (୬)। ସୂଚନା…
ଅନୁଗୁଳ: ନାବାଳିକାଙ୍କୁ ଘରୁ ଉଠାଇ ନେଇ ବିବାହ କରିବା ଅଭିଯୋଗରେ ହେମସୁରପଡ଼ାର ଜଣେ ଯୁବକଙ୍କୁ ଗିରଫ କରିଛି ଅନୁଗୁଳ ପୁଲିସ। ଗିରଫ ଯୁବକ ହେଲେ ସୋମନାଥ ବାରିକ(୨୧)। ସୂଚନା ଅନୁସାରେ, ତୁରଙ୍ଗ ଅଞ୍ଚଳର ୧୬ ବର୍ଷୀୟା ଜଣେ ନାବାଳିକା ତାଙ୍କ ବଡ଼…
ଅନୁଗୁଳ: ମାଲିକ ଅଗ୍ରୀମ ଟଙ୍କା ନ ଦେବାରୁ କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ। ହୋଟେଲରେ କଲେ ଭଙ୍ଗାରୁଜା। ଆଜି ଅନୁଗୁଳ ଜିଲ୍ଲା ଅମଲାପଡ଼ାରେ ଏଭଳି ଘଟଣା ସାମ୍ନାକୁ ଆସିଛି। ପୁଲିସ ପହଞ୍ଚି ଉକ୍ତ କର୍ମଚାରୀଙ୍କୁ ଉଠାଇ ନେଇଛି। ସୂଚନା ଅନୁସାରେ, ଅମଲାପଡ଼ାରେ ଥିବା…
ଅନୁଗୁଳ: ନାଲକୋରେ କାମ କରିବା ପରେ ଅସୁସ୍ଥ ହୋଇଥିବା କର୍ମଚାରୀଙ୍କ ହସ୍ପିଟାଲରେ ମୃତ୍ୟୁ। ମୃତକ ହେଲେ ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ହଟିଙ୍ଗର ନଦିଆଁ ବେସ୍ରା (୫୮)। ଆଜି କ୍ଷତିପୂରଣ ଦାବିରେ ପରିବାର ଲୋକ ନାଲକୋ ସ୍ମେଲଟର ଫାଟକ …
ଅନୁଗୁଳ: ଅନୁଗୁଳ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ଜିଲ୍ଲାପାଳ ଅବଦଲ ଏମ୍ ଅଖତରଙ୍କ ଉପସ୍ଥିତିରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ/ମନୋନୀତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରାଯାଇଛି। ଶିବିରରେ ୮୯ ଜଣ ଆବେଦନକାରୀଙ୍କୁ ୮,୩୪,୨୦୦ ଟଙ୍କା ଶିକ୍ଷା…
ଅନୁଗୁଳ: ଆଜି ଠାରୁ ପାଳଲହଡ଼ା ମହୋତ୍ସବ। ଏଥି ପାଇଁ ଶନିବାର ୭ ଟି ପ୍ରସିଦ୍ଧ ଶୈବ ପୀଠରୁ ମଶାଲ ଶୋଭାଯାତ୍ରାରେ ଆସିଥିଲା। ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଲୁଡ଼ି ଶିବମନ୍ଦିର, ପବିତ୍ରପୁର ଶିବମନ୍ଦିର, ରଜଡଙ୍ଗ ଶିବମନ୍ଦିର, ମଗରମୁହାଣ ଶିବମନ୍ଦିର ମାଲ୍ୟଗିରି ପାହାଡ଼…