ଅନୁଗୁଳ ଜିଲ୍ଲା ପୂର୍ବ ସୈନିକ ସଂଘ ପକ୍ଷରୁ ସହିଦ ଦିବସ ପାଳିତ, ସହିଦଙ୍କ ପରିବାରକୁ ସମ୍ମାନିତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ପୂର୍ବ ସୈନିକ ସଂଘର ଶତାଧିକ ଅବସରପ୍ରାପ୍ତ ସୈନିକଙ୍କ ପକ୍ଷରୁ ତାଳଚେର ଦେଉଳବେଡ଼ା ଗ୍ରୀନ୍ ଗ୍ରାସ ଷ୍ଟାଡିୟମ୍ ନିକଟସ୍ଥ ଡିସିଆଇ କ୍ଲବ ଠାରେ ସହିଦ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର ଉପଖଣ୍ଡର ଉପଜିଲ୍ଲାପାଳ…



