ୟୁନାଇଟେଡ଼ ୟୁଥ କ୍ଲବ ପ୍ରାଙ୍ଗଣରେ ସାଧାରଣତନ୍ତ୍ର ଦିବସ ପାଳିତ
ଅନୁଗୁଳ: ସ୍ଥାନୀୟ ୟୁନାଇଟେଡ଼ ୟୁଥ କ୍ଲବ ପ୍ରାଙ୍ଗଣରେ ୭୬ ତମ ସାଧାରଣତନ୍ତ୍ର ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଛି। ଆଜି ସକାଳେ ବିଶିଷ୍ଟ ଶିକ୍ଷାବିତ ଅଭିମନ୍ୟୁ ସ୍ୱାଇଁ କ୍ଲବ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବରିଷ୍ଠ ବ୍ୟବସାୟୀ ସତ୍ୟାନନ୍ଦ ଦଳବେହେରା, ଶିକ୍ଷାବିତ୍…



