ବର୍ଷା ପବନରେ ଭାଙ୍ଗିଲା ଗଣେଶ ପୂଜା ଟେଣ୍ଟ, ଚାପି ହୋଇ ୪ ଗୁରୁତର

ପାଳଲହଡ଼ା: ଶନିବାର ସନ୍ଧ୍ୟାରେ ପାଳଲହଡ଼ା ଅଞ୍ଚଳରେ ପ୍ରବଳ ଝଡ଼ ବର୍ଷା ହୋଇଛି। ବର୍ଷା ପବନରେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ପାଳଲହଡ଼ା ଷ୍ଟାଡିୟମରେ ଭସାଣି ଉତ୍ସବ ପାଇଁ ଲଗାଯାଇଥିବା ଟେଣ୍ଟଟି ଭାଙ୍ଗିଯାଇଥିଲା। ଫଳରେ ଟେଣ୍ଟ ତଳେ ଚାପି ହୋଇ ୪…

Continue Readingବର୍ଷା ପବନରେ ଭାଙ୍ଗିଲା ଗଣେଶ ପୂଜା ଟେଣ୍ଟ, ଚାପି ହୋଇ ୪ ଗୁରୁତର

ବ୍ରିଜ ତଳୁ ଯୁବକର କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ: ସ୍ଥାନୀୟ ଖମାର ନିକଟରେ ନିର୍ମାଣାଧୀନ ଓଭର ବ୍ରିଜ ତଳୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଛେଳିଆପଡ଼ା ଗାଁର ଵୁବୁ ଭଞ୍ଜ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଶନିବାର ଦିନ ୨ ଟା…

Continue Readingବ୍ରିଜ ତଳୁ ଯୁବକର କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୨୮୧୧ ଟି ବିଚାରାଧୀନ ମାମଲାର ହେଲା ସମାଧାନ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ୧୩ ଟି ପ୍ରାକ ମକଦ୍ଦମା ଜନିତ ମାମଲାର ଫଇସଲା କରାଯାଇ ୩୮ ଲକ୍ଷ ୩୪ ହଜାର ୮୦୬ ଟଙ୍କାର…

Continue Readingଅନୁଗୁଳରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୨୮୧୧ ଟି ବିଚାରାଧୀନ ମାମଲାର ହେଲା ସମାଧାନ

ବରପାଲି ଗ୍ରାମକୁ ଏମସିଏଲ ଅଧିଗ୍ରହଣ କରିବାକୁ ଦାବି, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ସ୍ଥାନୀୟ ଲୋକେ

ତାଳଚେର : ତାଳଚେର ବ୍ଲକ ପଦ୍ମାବତୀପୁର ପଞ୍ଚାୟତ ଅନ୍ତର୍ଗତ ବରପାଲି ଗ୍ରାମକୁ ଏମସିଏଲ ଅଧିଗ୍ରହଣ କରିବାକୁ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଅଞ୍ଚଳବାସୀ l ସୂଚନା ମୁତାବକ, ବରପାଲି ଗ୍ରାମରେ ୮୦ ପରିବାର ବାସ କରୁଛନ୍ତି l ଏମସିଏଲ ଭରତପୁର…

Continue Readingବରପାଲି ଗ୍ରାମକୁ ଏମସିଏଲ ଅଧିଗ୍ରହଣ କରିବାକୁ ଦାବି, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ସ୍ଥାନୀୟ ଲୋକେ

ଲକ୍ଷ୍ମୀ ବଜାରରେ ଲିଟିଲ୍ ଷ୍ଟାର ଡ୍ୟାନ୍‌ସ ପ୍ରତିଯୋଗିତା

ଅନୁଗୁଳ: ଏଟିଭି ଓ କଳିଙ୍ଗ ଯୁବ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ଲକ୍ଷ୍ମୀ ବଜାର ଠାରେ ଲିଟିଲ୍ ଷ୍ଟାର ଡ୍ୟାନସ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ସମାଜସେବୀ ଚିନ୍ମୟୀ ଦାସ,ପବନ କୁମାର ମାଣ୍ଡୋଠିଆ ଅତିଥି ରୂପେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ବିଭିନ୍ନ…

Continue Readingଲକ୍ଷ୍ମୀ ବଜାରରେ ଲିଟିଲ୍ ଷ୍ଟାର ଡ୍ୟାନ୍‌ସ ପ୍ରତିଯୋଗିତା

ନିଶାରେ ଟଳମଳ ହୋଇ ବାଇକରେ ଯିବା ବେଳେ ସ୍କୁଲ ପିଲାଙ୍କୁ ଧକ୍କା ଦେଲେ ପୋଲିସ ବାବୁ, ଏକାଧିକ ଛାତ୍ରଛାତ୍ରୀ ଗୁରୁତର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡା ଗ୍ରାମ ଠାରେ ପୋଲିସ ବାଇକ୍ ଧକ୍କାରେ ଜଣେ ଛାତ୍ରୀ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଆଜି ଅପରାହ୍ନରେ ଅନୁଗୁଳ ରିଜର୍ଭରେ କାର୍ଯ୍ୟ କରୁଥିବା ଚନ୍ଦନ ନାଏକ…

Continue Readingନିଶାରେ ଟଳମଳ ହୋଇ ବାଇକରେ ଯିବା ବେଳେ ସ୍କୁଲ ପିଲାଙ୍କୁ ଧକ୍କା ଦେଲେ ପୋଲିସ ବାବୁ, ଏକାଧିକ ଛାତ୍ରଛାତ୍ରୀ ଗୁରୁତର

ନୂଆ ଘର ତିଆରି ବେଳେ ଅଘଟଣ! ପାଇଖାନା ଟାଙ୍କିରେ ଅଣନିଃଶ୍ଵାସୀ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ: ପାଇଖାନା ଟାଙ୍କିରେ ଅଣନିଃଶ୍ଵାସୀ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ଶକ୍ତି ନଗର କଲୋନୀରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଶ୍ରମିକ ଦ୍ୱୟ ହେଲେ ମୟୂରଭଞ୍ଜ ଜିଲ୍ଲାର ଶିବଚରଣ ହାଁସଦାଙ୍କ ପୁଅ…

Continue Readingନୂଆ ଘର ତିଆରି ବେଳେ ଅଘଟଣ! ପାଇଖାନା ଟାଙ୍କିରେ ଅଣନିଃଶ୍ଵାସୀ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ

ଘରେ କପଡ଼ା ଲଗାଇ ଫ୍ୟାନରେ ଝୁଲି ପଡ଼ିଲେ ଯୁବକ, ଘରୋଇ କଳହ ଆଶଙ୍କା

ଅନୁଗୁଳ: ଘରୋଇ କଳହ ପାଇଁ ଜୀବନ ହାରିଲେ ଯୁବକ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ମଝିକା ଗ୍ରାମର ଅନିଲ କୁମାର ସିଂହ (୩୪) ଗୁରୁବାର ଆତ୍ମହତ୍ଯା କରିଛନ୍ତି। ସୂଚନା ମୁତାବକ,ଅନିଲଙ୍କ ଘର ମଝିକା ଗାଁ ମଧ୍ୟରେ ହୋଇଥିବା ବେଳେ ସେ ଛକରେ…

Continue Readingଘରେ କପଡ଼ା ଲଗାଇ ଫ୍ୟାନରେ ଝୁଲି ପଡ଼ିଲେ ଯୁବକ, ଘରୋଇ କଳହ ଆଶଙ୍କା

କାରକୁ ପଛରୁ ପିଟିଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: କାରକୁ ପଛ ଆଡ଼ୁ ପିଟିଲା ବାଇକ୍। ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୂଷାପାପୁଲି ବୃନ୍ଦାବନ ଢାବା ସମ୍ମୁଖରେ…

Continue Readingକାରକୁ ପଛରୁ ପିଟିଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

ଶିକ୍ଷକଙ୍କ ମନମୁଖୀ ଆଚରଣ ନେଇ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ପାଳଲହଡ଼ା: ସ୍କୁଲର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ପେଚାମୁଣ୍ଡି ପଞ୍ଚାୟତ ଜୋକପାଣି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ଏଥିସହ…

Continue Readingଶିକ୍ଷକଙ୍କ ମନମୁଖୀ ଆଚରଣ ନେଇ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ