କଲେଜ କ୍ୱାର୍ଟର୍ସରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଚୋରି ପରେ କବାଟରେ ପକାଇଛି ନିଜସ୍ୱ ତାଲା

ଅନୁଗୁଳ: ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୱାର୍ଟର୍ସ କଲୋନୀରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ମଙ୍ଗଳବାର ରାତିରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଜୁଲୋଜି ବିଭାଗର ଜଣେ ସହାୟକ ନିଜ କ୍ବାର୍ଟର୍ସରେ ତାଲା ପକାଇ ବାହାରକୁ ଯାଇଥିଲେ। ସେ…

Continue Readingକଲେଜ କ୍ୱାର୍ଟର୍ସରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଚୋରି ପରେ କବାଟରେ ପକାଇଛି ନିଜସ୍ୱ ତାଲା

ଯୁକ୍ତ ଦୁଇ ପରୀକ୍ଷାରେ ଅନୁଗୁଳରେ ପାସ୍ ହାର ୮୧.୩୪%, ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୨୭୮୧ ବିଦ୍ୟାର୍ଥୀ

ଅନୁଗୁଳ: ପ୍ରକାଶ ପାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ଆଜି ଏକାସାଙ୍ଗରେ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି। ଯୁକ୍ତ ୨ରେ ଅନୁଗୁଳ ଜିଲ୍ଲ‌ାରେ ୮୧.୩୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌…

Continue Readingଯୁକ୍ତ ଦୁଇ ପରୀକ୍ଷାରେ ଅନୁଗୁଳରେ ପାସ୍ ହାର ୮୧.୩୪%, ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୨୭୮୧ ବିଦ୍ୟାର୍ଥୀ

ଆସନ୍ତା ୨୩ରେ ତାଳଚେରରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ, ବିଜେପିର ବ୍ୟାପକ ପ୍ରସ୍ତୁତି

ଅନୁଗୁଳ: ଆସନ୍ତା ୨୩ରେ ତାଳଚେରରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ତାଳଚେର ପୁରୁଣା ଯୁବରାଜ ହାଇସ୍କୁଲରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିବା ସହ ତାଳଚେର କଲେଜରେ ଅସ୍ଥାୟୀ କ୍ୟାମ୍ପସର…

Continue Readingଆସନ୍ତା ୨୩ରେ ତାଳଚେରରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ, ବିଜେପିର ବ୍ୟାପକ ପ୍ରସ୍ତୁତି

ସ୍କୁଟିରେ ଫୁଲବାଣୀରୁ ଭଦ୍ରକ ଚାଲାଣ କରୁଥିଲେ ଗଞ୍ଜେଇ, ବନ୍ଧା ହେଲେ ଦମ୍ପତି

ଅନୁଗୁଳ:  ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗକୁ ବଡ଼ ସଫଳତା। ଗଞ୍ଜେଇ ଜବତ କରିବା ସହ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରାଯାଇଛି। ଗିରଫ ଦମ୍ପତି ହେଲେ ଭଦ୍ରକ ଜିଲ୍ଲା ଧୋଷରି ଥାନା ବାମକୁରା ଗ୍ରାମର ସନ୍ତୋଷ କୁମାର ଚାନ୍ଦ ଓ ତାଙ୍କ ପତ୍ନୀ…

Continue Readingସ୍କୁଟିରେ ଫୁଲବାଣୀରୁ ଭଦ୍ରକ ଚାଲାଣ କରୁଥିଲେ ଗଞ୍ଜେଇ, ବନ୍ଧା ହେଲେ ଦମ୍ପତି

ଓକିଲ ସଂଘ କାର୍ଯ୍ୟାଳୟ ବୁଲିଲେ ବିଧାୟକ, ଥଣ୍ଡା ପାନୀୟ ଜଳ ମେସିନ୍‌ ଲଗାଇବାକୁ ବିଭାଗକୁ ନିର୍ଦ୍ଦେଶ

ଅନୁଗୁଳ: ଆଜି ଅନୁଗୁଳ ଓକିଲ ସଂଘ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ସେ ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଥିଲେ। ଓକିଲ ସଂଘ ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ଅନୁରୋଧ କ୍ରମେ ବିଧାୟକ ଓକିଲ ସଂଘ କାର୍ଯ୍ୟାଳୟର…

Continue Readingଓକିଲ ସଂଘ କାର୍ଯ୍ୟାଳୟ ବୁଲିଲେ ବିଧାୟକ, ଥଣ୍ଡା ପାନୀୟ ଜଳ ମେସିନ୍‌ ଲଗାଇବାକୁ ବିଭାଗକୁ ନିର୍ଦ୍ଦେଶ

ଅପରେସନ୍ ସିନ୍ଦୂରର ସଫଳତା ପାଇଁ ମହିଳା ମୋର୍ଚ୍ଚାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ପରସ୍ପରକୁ ସିନ୍ଦୂର ଲଗାଇ ଜଣାଇଲେ ଅଭିନନ୍ଦନ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅପରେସନ୍ ସିନ୍ଦୂରର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ସେନାଙ୍କ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ…

Continue Readingଅପରେସନ୍ ସିନ୍ଦୂରର ସଫଳତା ପାଇଁ ମହିଳା ମୋର୍ଚ୍ଚାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ପରସ୍ପରକୁ ସିନ୍ଦୂର ଲଗାଇ ଜଣାଇଲେ ଅଭିନନ୍ଦନ

୨ୟ ଦିନରେ NTPC କଣିହାଁର ହାଉସ୍ କିପିଂ ଠିକାଶ୍ରମିକଙ୍କ ଧାରଣା, ଆଇନ୍ ଅନୁସାରେ ପ୍ରାପ୍ଯ ଦେବାକୁ ଦାବି

ଅନୁଗୁଳ: ଏନ୍.ଟି.ପି.ସି କଣିହାଁର ହାଉସ୍ କିପିଙ୍ଗ୍ ଠିକାଶ୍ରମିକଙ୍କ ପକ୍ଷରୁ ଚାଲିଥିବା ଧାରଣା ଦ୍ଵିତୀୟ ଦିନରେ ପହଞ୍ଚିଛି। ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ସଭାପତି ଜୟସେନ ମେହେର ଓ ସାଧାରଣ ସମ୍ପାଦକ ପ୍ରହ୍ଲାଦଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଚାଲିଥିବା ଏହି ଧାରଣାରେ ସମସ୍ତ…

Continue Reading୨ୟ ଦିନରେ NTPC କଣିହାଁର ହାଉସ୍ କିପିଂ ଠିକାଶ୍ରମିକଙ୍କ ଧାରଣା, ଆଇନ୍ ଅନୁସାରେ ପ୍ରାପ୍ଯ ଦେବାକୁ ଦାବି

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି, ଆଲର୍ଟ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ

ଅନୁଗୁଳ: ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ…

Continue Readingପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି, ଆଲର୍ଟ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ

ଟ୍ରକରେ ସର୍ଟସର୍କିଟ୍ ହୋଇ ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ଅନୁଗୁଳ: ସର୍ଟସର୍କିଟ୍ ଯୋଗୁ ଜଳିଗଲା ଅନୁଗୁଳ ଜିଲ୍ଲା ପାଳଲହଡ଼ା ସଦରମହକୁମା ନିକଟସ୍ଥ ଫପଣ୍ଡ ଗାଁ ଛକରେ ଥିବା ପପୁ ଢାବା। ଟ୍ରକର ବୈଦ୍ୟୁତିକ ଉପକରଣ ମରାମତି ସମୟରେ ସର୍ଟସର୍କିଟ ଘଟି ନିଆଁ ଲାଗିବାରୁ ଟ୍ରକର ଡିଜେଲ ଟାଙ୍କି ଫାଟି ନିକଟରେ ଥିବା…

Continue Readingଟ୍ରକରେ ସର୍ଟସର୍କିଟ୍ ହୋଇ ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ବଇଣ୍ଡାରେ ଚନନ୍ଦ ଯାତ୍ରା ଅନୁଷ୍ଠିତ

ବଇଣ୍ଡା: ଅନୁଗୁଳ ଜିଲ୍ଲା ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ରବିବାର ଦିନ ଅନୁଷ୍ଠିତ ହୋଇଛି। ୪୮ ବର୍ଷରେ ଏହି ଯାତ୍ରା ପହଞ୍ଚିଥ‌ିବା ବେଳେ ଚଳିତ ବର୍ଷ ଧୁମଧାମରେ ପାଳିତ ହୋଇଛି । ସନ୍ଧ୍ୟା ୬ଟାରେ ରାଧାକୃଷ୍ଣ ମନ୍ଦିରରୁ ପ୍ରଭୁଙ୍କୁ ବିମାନରେ ବସାଇ…

Continue Readingବଇଣ୍ଡାରେ ଚନନ୍ଦ ଯାତ୍ରା ଅନୁଷ୍ଠିତ