ଓଡ଼ିଶା ଉଚ୍ଚ ନ୍ୟାୟିକ ସେବା ପରୀକ୍ଷାରେ ନୈରାଶ୍ୟଜନକ ଫଳାଫଳ; କେହି ଜଣେ ବି ହୋଇ ପାରିଲେନି ପାସ୍

ଭୁବନେଶ୍ୱର: ଚଳିତବର୍ଷ ଓଡ଼ିଶା ଉଚ୍ଚ ନ୍ୟାୟିକ ସେବା ପରୀକ୍ଷାରେ ନୈରାଶ୍ୟଜନକ ଫଳାଫଳ ଆସିଛି। ପରୀକ୍ଷାରେ କେହି ଜଣେ ବି ଉତ୍ତୀର୍ଣ୍ଣ ହୋଇନାହାନ୍ତି। ଫଳରେ ସାରା ରାଜ୍ୟରେ ୪୫ ଟି ଜିଲ୍ଲା ଜଜ ପଦବୀ ଖାଲି ରହିଛି। ବିଚାରପତି ଏବଂ ଓକିଲ ନିଯୁକ୍ତି…

Continue Readingଓଡ଼ିଶା ଉଚ୍ଚ ନ୍ୟାୟିକ ସେବା ପରୀକ୍ଷାରେ ନୈରାଶ୍ୟଜନକ ଫଳାଫଳ; କେହି ଜଣେ ବି ହୋଇ ପାରିଲେନି ପାସ୍

ମହିଳାଙ୍କୁ ଗଣଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା ଘଟଣା: ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁରର ତନାଘନା, ୨ ଅଟକ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଶିଗଡ଼ ପଞ୍ଚାୟତ ଅନ୍ତର୍ଗତ ନନ୍ଦିନୀପାଲି ଗାଁରେ ଗଣଦୁଷ୍କର୍ମ ପରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଦ୍ବୟ ହେଲେ ଗ୍ରାମର ଅଜୟ ନାୟକ ଏବଂ…

Continue Readingମହିଳାଙ୍କୁ ଗଣଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା ଘଟଣା: ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁରର ତନାଘନା, ୨ ଅଟକ

ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ଦୁଇ ଦୁର୍ବୃତ୍ତ ସହ ମୋଟ ୭ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆ ବୋଲ ଅଞ୍ଚଳରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଦୁଇ ଦୁର୍ବୃତ୍ତଙ୍କୁ ଗିରଫ କରିଛି ତାଳଚେର ପୋଲିସ। ଅଭିଯୁକ୍ତ ଦ୍ବୟ ହେଲେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମର…

Continue Readingମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ଦୁଇ ଦୁର୍ବୃତ୍ତ ସହ ମୋଟ ୭ ଗିରଫ

ପରୀକ୍ଷା ଅପେକ୍ଷା ଚିନ୍ତା ବଢ଼ାଉଛି ସେଣ୍ଟର! ପେପର ଦେବାକୁ ୪୦ କିଲୋମିଟର ଯାତ୍ରା କରୁଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ

ଅନୁଗୁଳ: ଆରମ୍ଭ ହୋଇଛି ଦଶମ ଶ୍ରେଣୀର ମାଟ୍ରିକ ପରୀକ୍ଷା। ଏନେଇ ଅନୁଗୁଳ ଜିଲ୍ଲାର ୮ଟି ବ୍ଲକରେ ୯୨ଟି ପରୀକ୍ଷା କେନ୍ଦ୍ର ନିର୍ମାଣ କରାଯାଇଛି। ସଠିକ ସମୟରେ ସୁରକ୍ଷିତ ଭାବେ ପରୀକ୍ଷାର୍ଥୀ ମାନେ କିପରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ସେ ନେଇ ପ୍ରତି…

Continue Readingପରୀକ୍ଷା ଅପେକ୍ଷା ଚିନ୍ତା ବଢ଼ାଉଛି ସେଣ୍ଟର! ପେପର ଦେବାକୁ ୪୦ କିଲୋମିଟର ଯାତ୍ରା କରୁଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ

ସାତକୋଶିଆରେ ହେଲିକପ୍ଟର ଉଡ଼ିବା ଘଟଣା : ସୂଚନା ଦେବା ବଦଳରେ ଓଲଟା ବନ ବିଭାଗକୁ ତଥ୍ୟ ମାଗିଲା ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ

ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ଡ ଉପରେ ହେଲିକପ୍ଟର ଉଡିବା ଘଟଣାକୁ ସପ୍ତାହେ ବିତିଥିଲେ ବି ଏବେ ଯାଏଁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଇତି ମଧ୍ୟରେ ସାତକୋଶିଆ ବନଖଣ୍ଡ ପକ୍ଷରୁ ଭୁବନେଶ୍ୱର ଓ ଝାରସୁଗୁଡା ଦୁଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଉଡାଣ ନେଇ…

Continue Readingସାତକୋଶିଆରେ ହେଲିକପ୍ଟର ଉଡ଼ିବା ଘଟଣା : ସୂଚନା ଦେବା ବଦଳରେ ଓଲଟା ବନ ବିଭାଗକୁ ତଥ୍ୟ ମାଗିଲା ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଡ଼ ଯୋରଡାସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ମିଶ୍ର ଓ ନୀଳକଣ୍ଠେଶ୍ଵର ମହାବିଦ୍ୟାଳୟର ଅଧ୍ୟାପକ ଡଃ ଦୀପକ କୁମାର ପ୍ରଧାନ…

Continue Readingସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଅର୍ଦ୍ଧ ନିର୍ମିତ ଅଙ୍ଗନବାଡିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ଅନ୍ତଃବୁଜୁଳା କାଢ଼ି ଦେଇଛନ୍ତି ନରରାକ୍ଷସ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ନନ୍ଦିନୀପାଲୀ ଗ୍ରାମସ୍ଥିତ ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ଗୃହରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ନଗ୍ନ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ହେଲେ ଗାଁର ରମ୍ଭା ନାୟକ। ତେବେ ଗଣଦୁଷ୍କର୍ମ ପରେ ତାଙ୍କୁ…

Continue Readingଅର୍ଦ୍ଧ ନିର୍ମିତ ଅଙ୍ଗନବାଡିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ଅନ୍ତଃବୁଜୁଳା କାଢ଼ି ଦେଇଛନ୍ତି ନରରାକ୍ଷସ

୩୮ ଦିନରେ ନାଲକୋ ଜମିହରା ପ୍ରଜାଙ୍କ ଧାରଣା: ଦିନ ରାତି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବସି ମାଗୁଛନ୍ତି ନ୍ୟାୟ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଚାଲିଥିବା ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି., ଆଇ.ଟି.ଆଇ.(୧୯୮)ଙ୍କ ଧାରଣା ୩୮ ଦିନରେ ପହଞ୍ଚିଛି। ଜାନୁୟାରୀ ୧୫ ଠାରୁ ଆରମ୍ଭ ହୋଇଥିବା ଏହି ଧାରଣାରେ ଆନ୍ଦୋଳନକାରୀ ଅହୋରାତ୍ର ଧାରଣା ବସିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ…

Continue Reading୩୮ ଦିନରେ ନାଲକୋ ଜମିହରା ପ୍ରଜାଙ୍କ ଧାରଣା: ଦିନ ରାତି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବସି ମାଗୁଛନ୍ତି ନ୍ୟାୟ

ବନ୍ତଳା ଗୁଳିକାଣ୍ଡ ଘଟଣା: ୫ ଅଭିଯୁକ୍ତ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବନ୍ତଳା ଥାନା ତଳଗଡ଼ର ନୂଆଭୂଇଁସାହିର ପଦ୍ମଲୋଚନ ଦେହୁରୀ(୧୯), ଓମ୍‌ ପ୍ରକାଶ ସିଂହ, ତାଳସାହିର ବିଶ୍ବଜିତ…

Continue Readingବନ୍ତଳା ଗୁଳିକାଣ୍ଡ ଘଟଣା: ୫ ଅଭିଯୁକ୍ତ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଆସନ୍ତାକାଲିଠୁ ଦୁଇ ଦିନିଆ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : ଦୁଇ ଦିନ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଆସନ୍ତା ଫେବ୍ରୁଆରୀ ୨୨ ତାରିଖ ରାତିରେ ଅନୁଗୁଳ ଠାରେ ପହଞ୍ଚି ରାତ୍ର ଯାପନ କରିବେ। ଫେବ୍ରୁଆରୀ ୨୩ ସକାଳ…

Continue Readingଆସନ୍ତାକାଲିଠୁ ଦୁଇ ଦିନିଆ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ