ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆଦ୍ଦିଶ୍ରୀଙ୍କୁ ସମ୍ବର୍ଦ୍ଧନା
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଆଦ୍ଦିଶ୍ରୀ ଆରାଧ୍ୟା ସାହୁ ଆଠମଲ୍ଲିକ ଶିକ୍ଷା ଜିଲ୍ଲାରେ ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି (ମେରିଟ ସ୍କୋଲାରସିପ)ପରୀକ୍ଷା ୨୦୨୪-୨୫ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆଦ୍ଦିଶ୍ରୀଙ୍କ ଏହି ସଫଳ କୃତିତ୍ୱ…



