ମାଲବାହୀ ଟ୍ରେନକୁ ଧକ୍କା ଦେଲା ଇଞ୍ଜିନ
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅପର୍ତିପୁର ଗାଁ ପାଖରେ ଆଜି ସକାଳ ୭ ଟା ବେଳେ ଏକ ମାଲବାହୀ ଟ୍ରେନକୁ ଏକ ରେଳ ଇଞ୍ଜିନ ଧକ୍କା ଦେଇଥିଲା। ସୂଚନା ଯେ, ନାଲକୋର ଏକ ଅଲୁମିନା ବୋଝେଇ ଟ୍ରେନ ଦାମନ…
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅପର୍ତିପୁର ଗାଁ ପାଖରେ ଆଜି ସକାଳ ୭ ଟା ବେଳେ ଏକ ମାଲବାହୀ ଟ୍ରେନକୁ ଏକ ରେଳ ଇଞ୍ଜିନ ଧକ୍କା ଦେଇଥିଲା। ସୂଚନା ଯେ, ନାଲକୋର ଏକ ଅଲୁମିନା ବୋଝେଇ ଟ୍ରେନ ଦାମନ…
ଅନୁଗୁଳ: ତାଳଚେର ଗସ୍ତରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର। ଗତକାଲି ଶ୍ରୀ ମହାପାତ୍ର ଏଠାରେ ପହଞ୍ଚି ଏକ ତାରକା ହୋଟେଲରେ ରାତ୍ରିଯାପନ କରିଥିଲେ। ଆଜି ପ୍ରଥମେ ସେ ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ ସାମ୍ବାଦିକଙ୍କୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପଞ୍ଚମହଲା ସ୍ଥିତ ରିମିଟ ମହାବିଦ୍ୟାଳୟ ଠାରେ ବିବିଏ, ବିସିଏ ଓ ଯୁକ୍ତ ତିନ କମ୍ପ୍ୟୁଟର ସାଇନ୍ସ ଛାତ୍ରଛାତ୍ରୀ ମାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରାଣବନ୍ଧୁ ସାହୁ ଦୀପ ପ୍ରଜ୍ବଳନ କରି ସଭା…
ଅନୁଗୁଳ: ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣଙ୍କ ଉଦ୍ଦେଶ୍ୟରେ ଆଜି ଅନୁଗୁଳ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଛି। ଅନୁଗୁଳର ବୈଜ୍ଞାନିକ ଜିତେନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନେ କିଭଳି…
ଅନୁଗୁଳ: ପାଳଲହଡ଼ା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଶୁକ୍ରବାର ଉପଜିଲ୍ଲାପାଳଙ୍କ ବୈଠକ କକ୍ଷରେ ଆୟୋଜିତ ହୋଇଛି। ଏହି ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପଟେଲ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ମହାନ୍ତି ଯୋଗ…
ଅନୁଗୁଳ: ଅନୁଗୁଳରେ ସୌନ୍ଦର୍ଯ୍ୟକରଣ ନାମକୁ ମାତ୍ର ହୋଇଛି। ସରକାର ସହରକୁ ସୁନ୍ଦର କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ରଙ୍ଗ ବେରଙ୍ଗର ଆଲୋକ ଲଗାଇଥିଲେ। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏସବୁ ଆଲୋକ ଏବେ ଖରାପ ହୋଇ ପଡ଼ିଛି। ଡେରଜାଙ୍ଗ ଡ୍ୟାମର…
ଅନୁଗୁଳ: ପିଇବା ପାଣି ପାଇଁ ରାସ୍ତାରୋକ। ଖରାଦିନ ଆରମ୍ଭ ନ ହେଉଣୁ ପାନୀୟ ଜଳ ପାଇଁ ଲୋକେ ରାସ୍ତାରେ ବସିଛନ୍ତି। ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଝାର ବଇଣ୍ଡା ଗ୍ରାମରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ପ୍ରଶାସନର ଅପାରଗତାକୁ ପଦାରେ…
ଅନୁଗୁଳ: ଅବସର ନେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ। ଏ ଅବସରରେ ସ୍କୁଲ ପକ୍ଷରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଓ ଏନଟିପିସି ଥାନା ଅଞ୍ଚଳରେ ବିଭିନ୍ନ ଚୋରିରେ ସମ୍ପୃକ୍ତ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।ସୂଚନା ମୁତାବକ, କଣିହାଁ ପୋଲିସ ୨୦୨୪ ମସିହାରେ ଏକ ବାଇକ ଚୋରିରେ ସମ୍ପୃକ୍ତ ନାଲମ…
ଅନୁଗୁଳ : ଆସନ୍ତାକାଲି ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଶନିବାର ସକାଳେ ସେ ଟ୍ରେନ ଯୋଗେ ସମ୍ବଲପୁରରୁ ଅନୁଗୁଳ ଷ୍ଟେସନରେ ପହଞ୍ଚବା ପରେ ନାଲକୋ ଯିବେ। ସେଠାରେ ଜିଲ୍ଲା ପ୍ରଶାସନ…