ସୁନା ଚେନ ଚୋରି ଅଭିଯୋଗ! ଫଟୋଗ୍ରାଫରକୁ ନିର୍ଦ୍ଧୁମ ମାଡ଼

ଅନୁଗୁଳ: ସୁନା ଚେନ୍ ଚୋରି ଅଭିଯୋଗରେ ଫଟୋଗ୍ରାଫରଙ୍କୁ ମାଡ଼। ଆଖିବୁଜା ମାଡ଼ରେ ଯୁବକ ଲହୁଲୁହାଣ। ଅଭିଯୋଗ ପରେ ତାଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିବା ଅଭିଯୋଗ ହୋଇଛି। ଅଟକ ଯୁବକ ଈଙ୍କରବନ୍ଧ ଅଞ୍ଚଳର ଜଣେ ଫଟୋଗ୍ରାଫର ବୋଲି ସୂଚନା ମିଳିଛି। ପୋଲିସ୍…

Continue Readingସୁନା ଚେନ ଚୋରି ଅଭିଯୋଗ! ଫଟୋଗ୍ରାଫରକୁ ନିର୍ଦ୍ଧୁମ ମାଡ଼

ଅଷ୍ଟ୍ରେଲିଆକୁ ହରାଇ ୫ମ ଥର ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପହଞ୍ଚିଲା ଭାରତ

ଅନୁଗୁଳ: ଦୁବାଇରେ ଚାଲିଥିବା ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଟ୍‌ରେ ଅଷ୍ଟ୍ରେଲିଆକୁ ୪ ୱିକେଟ୍‌ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ଭାରତ ପକ୍ଷରୁ ବିରାଟ କୋହଲି ପୁଣିଥରେ ଚତ୍ମକାର ପ୍ରଦର୍ଶନ ସହ ୮୪ (୯୮) ରନ କରି ଦଳକୁ…

Continue Readingଅଷ୍ଟ୍ରେଲିଆକୁ ହରାଇ ୫ମ ଥର ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପହଞ୍ଚିଲା ଭାରତ

ଜମି ବାଡ଼ି ପାଇଁ ମାରପିଟ: ନାତି ମାଡ଼ରେ ଆଈ ଓ ଖୁଡ଼ି ଗୁରୁତର

ଅନୁଗୁଳ: ଜମି ବାଡ଼ି ବିବାଦ ପାଇଁ ମାରପିଟ। ନାତି ମାଡ଼ରେ ଆଈ ଗୁରୁତର। ଖୁଡ଼ି ବି ବର୍ତ୍ତିନାହାନ୍ତି। ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଡେଉଁରିଆଝରଣ ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। ଏନେଇ ଆଈ ରୀନା ସାହୁଙ୍କ ଅଭିଯୋଗ ଆଧାରରେ ବାଗଡ଼ିଆ ଥାନା ପୋଲିସ…

Continue Readingଜମି ବାଡ଼ି ପାଇଁ ମାରପିଟ: ନାତି ମାଡ଼ରେ ଆଈ ଓ ଖୁଡ଼ି ଗୁରୁତର

ଟ୍ରକ ଧକ୍କାରେ ଭୁଶୁଡ଼ିଲା ଇଲେକ୍ଟ୍ରିକ ଖୁଣ୍ଟ: ଯାତାୟାତ ବାଧାପ୍ରାପ୍ତ, ଅନ୍ଧାର ଯୋଗୁ ଛାତ୍ରଛାତ୍ରୀଙ୍କ ପଢ଼ା ପ୍ରଭାବିତ

ଅନୁଗୁଳ: ଟ୍ରକ ଧକ୍କାରେ ଭୁଶୁଡ଼ି ପଡ଼ିଲା ଇଲେକ୍ଟ୍ରିକ ଖୁଣ୍ଟ। ପୂରା ଅଞ୍ଚଳ ଅନ୍ଧାର। ଅନ୍ଧକାର ଯୋଗୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ବ୍ୟାହତ ହୋଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ବଜାର ତେଲିସିଂହା…

Continue Readingଟ୍ରକ ଧକ୍କାରେ ଭୁଶୁଡ଼ିଲା ଇଲେକ୍ଟ୍ରିକ ଖୁଣ୍ଟ: ଯାତାୟାତ ବାଧାପ୍ରାପ୍ତ, ଅନ୍ଧାର ଯୋଗୁ ଛାତ୍ରଛାତ୍ରୀଙ୍କ ପଢ଼ା ପ୍ରଭାବିତ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି: ଅଭିଯୋଗ ଶୁଣିଲେ ଜିଲ୍ଲାପାଳ, ୨ ଜଣଙ୍କୁ ସହାୟତା ପ୍ରଦାନ

ଅନୁଗୁଳ: ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ। ସମୁଦାୟ ୨୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ୨୪ଟି…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି: ଅଭିଯୋଗ ଶୁଣିଲେ ଜିଲ୍ଲାପାଳ, ୨ ଜଣଙ୍କୁ ସହାୟତା ପ୍ରଦାନ

୬ରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା: ଆଜି ଗଡ଼ିଲା ସଚେତନତା ରଥ

ଅନୁଗୁଳ: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆସନ୍ତା ୬ ତାରିଖରେ ସ୍ଥାନୀୟ ବିଜୁ ମଇଦାନରେ ଆୟୋଜିତ ହେବ ନିଯୁକ୍ତି ମେଳା। ଏ ନେଇ ଆଜି ଜିଲ୍ଲାରେ…

Continue Reading୬ରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା: ଆଜି ଗଡ଼ିଲା ସଚେତନତା ରଥ

ତାଳଚେର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ, ୧୨ ଡକାୟତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆଜି ୧୨ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୦ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ସହ ଚୋରିରେ ବ୍ୟବହୃତ ଏକ ୬ ଚକିଆ ଟାଟା ଟ୍ରକ…

Continue Readingତାଳଚେର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ, ୧୨ ଡକାୟତ ଗିରଫ

ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟ୍ ଘଟଣା: ୭ ଜଣ ଗିରଫ, ୫ ଲକ୍ଷ ଟଙ୍କା ଜବତ

ଅନୁଗୁଳ: ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପ ମ୍ୟାଜେନରଙ୍କ ପାଖରୁ ୧୦ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଅନୁଗୁଳ ପୋଲିସ ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ପ୍ରାୟ ୫ ଲକ୍ଷ ଟଙ୍କା ଜବତ କରିଛି। ଏଥିସହ ଡକାୟତିରେ ବ୍ୟବହୃତ…

Continue Readingବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟ୍ ଘଟଣା: ୭ ଜଣ ଗିରଫ, ୫ ଲକ୍ଷ ଟଙ୍କା ଜବତ

ଡ୍ରୋନ ସର୍ଭେ କରିବାକୁ ଆସିଥିବା କର୍ମଚାରୀଙ୍କୁ ଅଟକ ରଖିଲେ ଗାଁ ଲୋକ, ଥାନାରେ ମାମଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାଲୁଇଖମଣ ଗାଁ ନିକଟରେ ଜିଏମଡିସି କମ୍ପାନୀ ପକ୍ଷରୁ ସର୍ଭେ ଚାଲିଥିବା ବେଳେ ସ୍ଥାନୀୟ ଲୋକେ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ଏ ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଜିଏମଡିସି କମ୍ପାନୀର ସହକାରୀ…

Continue Readingଡ୍ରୋନ ସର୍ଭେ କରିବାକୁ ଆସିଥିବା କର୍ମଚାରୀଙ୍କୁ ଅଟକ ରଖିଲେ ଗାଁ ଲୋକ, ଥାନାରେ ମାମଲା

ରୁଙ୍ଗଟା କମ୍ପାନୀ ଓ ଏମସିଏଲକୁ କଙ୍କିଳି ଗ୍ରାମବାସୀଙ୍କ ତୀବ୍ର ବିରୋଧ: ଇଞ୍ଚେ ହେଲେ ଜମି ଦେବେନି ବୋଲି ନିଷ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଙ୍କିଳି ପଞ୍ଚାୟତର ୧୧ ଟି ଗାଁ ଲୋକ ରୁଙ୍ଗଟା ଓ ଏମସିଏଲକୁ ତୀବ୍ର ବିରୋଧ କରିଛନ୍ତି। ଏହି ଦୁଇ କମ୍ପାନୀକୁ କୋଇଲା ଖନନ ପାଇଁ ଇଞ୍ଚେ ଜାଗା ନ ଛାଡ଼ିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା…

Continue Readingରୁଙ୍ଗଟା କମ୍ପାନୀ ଓ ଏମସିଏଲକୁ କଙ୍କିଳି ଗ୍ରାମବାସୀଙ୍କ ତୀବ୍ର ବିରୋଧ: ଇଞ୍ଚେ ହେଲେ ଜମି ଦେବେନି ବୋଲି ନିଷ୍ପତ୍ତି