ଶ୍ରେଣୀ ଗୃହରୁ ୮ ଫୁଟିଆ ଅଜଗର ଉଦ୍ଧାର, ଜଙ୍ଗଲରେ ସୁରକ୍ଷିତ ଛାଡ଼ିଲେ ସର୍ପମିତ୍ର
ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୀଧରପୁର ପଞ୍ଚାୟତ ଅନ୍ତର୍ଗତ ଶାଳଗାଁ ପ୍ରାଥମିକ ବିଦ୍ୟାଳୟରୁ ବୁଧବାର ଏକ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି। ସୂଚନା ମୁତାବକ, ଆଜି ଅପରାହ୍ନରେ ଶାଳଗାଁ ପ୍ରାଥମିକ ବିଦ୍ୟାଳୟର ଏକ କକ୍ଷରେ ସାପ ଥିବା ଜଣେ ଶିକ୍ଷକ ଦେଖିଥିଲେ।…



