ବନାଗ୍ନି ସଚେତନତା କାର୍ଯ୍ୟକ୍ରମ: ଜଙ୍ଗଲ ନିଆଁର ଭୟାବହତା ବୁଝିଲେ ଅଞ୍ଚଳବାସୀ

ଅନୁଗୁଳ: ଆଜି କିଶୋରନଗର ବ୍ଲକ୍ ଅନ୍ତର୍ଗତ ଆଠମଲ୍ଲିକ ବନଖଣ୍ଡର ମାଧପୁର୍ ବନାଞ୍ଚଳ ଦେକୁରୁଡ଼ ସେକ୍ସନର ଗୁସୁରାଖୋଲ ବନ ସୁରକ୍ଷା ସମିତି ଠାରେ ବନାଗ୍ନି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମାଧପୁର୍ କ୍ଷେତ୍ର ସଂଯୋଜକ ଦେବା ନନ୍ଦ ନାୟକ, କ୍ଷେତ୍ର ସଂଯୋଜିକ ତନୁଶ୍ରୀ ବଘାର,…

Continue Readingବନାଗ୍ନି ସଚେତନତା କାର୍ଯ୍ୟକ୍ରମ: ଜଙ୍ଗଲ ନିଆଁର ଭୟାବହତା ବୁଝିଲେ ଅଞ୍ଚଳବାସୀ

ନାରୀ ନିର୍ଯାତନାକୁ କଂଗ୍ରେସର ବିରୋଧ: ମହିଳାଙ୍କ ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରିଲା ଅନୁଗୁଳ ଜିଲ୍ଲା କଂଗ୍ରେସ

ଅନୁଗୁଳ: ନାରୀ ନିର୍ଯାତନାକୁ ବିରୋଧ କରିବା ସହ ମହିଳାଙ୍କ ସୁରକ୍ଷା ଦାବିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନ କ୍ରମେ ଅନୁଗୁଳ ଜିଲ୍ଲା କଂଗ୍ରେସ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛି। ଅନୁଗୁଳ କଂଗ୍ରେସ ଜିଲ୍ଲା ସଭାପତି ଅମ୍ବିକା…

Continue Readingନାରୀ ନିର୍ଯାତନାକୁ କଂଗ୍ରେସର ବିରୋଧ: ମହିଳାଙ୍କ ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ ଅଫିସ ଘେରିଲା ଅନୁଗୁଳ ଜିଲ୍ଲା କଂଗ୍ରେସ

ମୁଗ ଓ ବିରି କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କଲେ ଅନୁଗୁଳ ଜିଲ୍ଲାପାଳ

ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ଗୁରୁଜାଙ୍ଗୁଳି ପଞ୍ଚାୟତର ଖୋଲୁଆ ଗ୍ରାମର ମୁଗ ଓ ବିରି କ୍ଷେତ୍ର ପରିଦର୍ଶନ କରିଛନ୍ତି ଅନୁଗୁଳ ଜିଲ୍ଲାପାଳ। ଗାଁରେ ସିଆରଏଫଏମ୍ ସ୍କିମରେ ଏଏଫସି ଏନଜିଓ ଓ କୃଷି ବିଭାଗର ମିଳିତ ସହଯୋଗରେ ୧୧୮ ଜଣ ଚାଷୀ ମୁଗ…

Continue Readingମୁଗ ଓ ବିରି କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କଲେ ଅନୁଗୁଳ ଜିଲ୍ଲାପାଳ

ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର୍ ପକ୍ଷରୁ ନବୀନ ଜିନ୍ଦଲଙ୍କ ଜନ୍ମଦିନ ପାଳିତ, ମିନି ମାରାଥନ ଆୟୋଜିତ

ଅନୁଗୁଳ : ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର (ଜେଏସପି) ପକ୍ଷରୁ ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମଦିନ ପାଳିତ ହୋଇଛି। ଏ ଅବସରରେ ସାମାଜିକ ତଥା ସୁସ୍ଥ ସ୍ୱାସ୍ଥ୍ୟଗଠନ ସମ୍ପର୍କିତ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ପ୍ରଥମେ ଦେବଭୂମି ସ୍ଥିତ ଜିନ୍ଦଲ ମନ୍ଦିରରେ ଏକ…

Continue Readingଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର୍ ପକ୍ଷରୁ ନବୀନ ଜିନ୍ଦଲଙ୍କ ଜନ୍ମଦିନ ପାଳିତ, ମିନି ମାରାଥନ ଆୟୋଜିତ

ଏକାଧିକ ଆଇସିସି ଟ୍ରଫି ଜିତିବାରେ ଦ୍ୱିତୀୟ ଭାରତୀୟ ଅଧିନାୟକ ହେଲେ ରୋହିତ ଶର୍ମା

ଅନୁଗୁଳ: ରବିବାର ଚାମ୍ପିୟନ୍ସ ଟ୍ରଫି-୨୦୨୫ରେ ନ୍ୟୁଜିଲାଣ୍ଡକୁ ହରାଇବା ସହ ରୋହିତ ଶର୍ମା ଏକାଧିକ ଆଇସିସି ଟ୍ରଫି ଜିତିବାରେ ଦ୍ୱିତୀୟ ଭାରତୀୟଅଧିନାୟକ ହୋଇଛନ୍ତି। ଏହି ଟ୍ରଫି ବ୍ୟତୀତ ରୋହିତଙ୍କ ନେତୃତ୍ବରେ ଭାରତ ୨୦୨୪ ଟି-୨୦ ବିଶ୍ବକପ ଜିତିଥିଲା । ଅନ୍ୟପଟେ ମହେନ୍ଦ୍ର ସିଂହ…

Continue Readingଏକାଧିକ ଆଇସିସି ଟ୍ରଫି ଜିତିବାରେ ଦ୍ୱିତୀୟ ଭାରତୀୟ ଅଧିନାୟକ ହେଲେ ରୋହିତ ଶର୍ମା

ବାଇକକୁ ଚାପି ହେଲା ଟ୍ରକ, ଦମ୍ପତି ମୃତ

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ଗଲା ଦମ୍ପତିଙ୍କ ଜୀବନ। ରବିବାର ଅନୁଗୁଳ ଜିଲ୍ଲା ତାଳଚେର ସହର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର କଣ୍ଡାଳ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ଚାପାରେ ବାଇକରେ ଯାଉଥିବା ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ…

Continue Readingବାଇକକୁ ଚାପି ହେଲା ଟ୍ରକ, ଦମ୍ପତି ମୃତ

ସରିଲା ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ: ଅମରେଶ ସଭାପତି, ରଜତ ସାଧାରଣ ସମ୍ପାଦକ, ଗୌତମ କୋଷାଧ୍ୟକ୍ଷ ନିର୍ବାଚିତ

ଅନୁଗୁଳ: ସରିଲା ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ। ସଭାପତି ଭାବେ ଅମରେଶ ଚନ୍ଦ୍ର ସ୍ୱାଇଁ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ବିଭୂତି ପ୍ରସାଦ ଦାସଙ୍କ ଠାରୁ ୫୨ ଖଣ୍ଡ ଭୋଟରେ ଜିତିଛନ୍ତି। ସାଧାରଣ ସମ୍ପାଦକ…

Continue Readingସରିଲା ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ: ଅମରେଶ ସଭାପତି, ରଜତ ସାଧାରଣ ସମ୍ପାଦକ, ଗୌତମ କୋଷାଧ୍ୟକ୍ଷ ନିର୍ବାଚିତ

ଅନ୍ତର୍ଜାତୀୟ ମହିଳା ଦିବସ : ବାଲ୍ୟ ବିବାହ ନିଷେଧ ନେଇ ସଚେତନତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡ଼ା ସ୍ଥିତ ତୋଫାନ ଯୁବକ ସଂଘ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି। ଏ ଅବସରରେ ବାଲ୍ୟ ବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ବାଲ୍ୟ ବିବାହ…

Continue Readingଅନ୍ତର୍ଜାତୀୟ ମହିଳା ଦିବସ : ବାଲ୍ୟ ବିବାହ ନିଷେଧ ନେଇ ସଚେତନତା

୫ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ, ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଓ ବାଗଡ଼ିଆ ଥାନା ପୋଲିସ ବେଆଇନ ବାଲି ଚାଲାଣ ବେଳେ ଚଢ଼ଉ କରି ୫ଟି ଟ୍ରାକ୍ଟର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ଛେଣ୍ଡିପଦା ବ୍ଲକରେ ଥିବା…

Continue Reading୫ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ, ୫ ଗିରଫ

ଫେବ୍ରୁଆରୀ ମାସର ଦରମା ପାଇନାହାନ୍ତି ଶିକ୍ଷକ, ଜାହିର କଲେ ଅସନ୍ତୋଷ

ଅନୁଗୁଳ: ଫେବ୍ରୁଆରୀ ମାସର ଦରମା ପାଇନାହାନ୍ତି ଶିକ୍ଷକ। ଏଣୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକରେ କାର୍ଯ୍ୟରତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢାଉଥିବା ଶିକ୍ଷକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିକ୍ଷକଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ମାସର ଶେଷ ତାରିଖ ସମସ୍ତ…

Continue Readingଫେବ୍ରୁଆରୀ ମାସର ଦରମା ପାଇନାହାନ୍ତି ଶିକ୍ଷକ, ଜାହିର କଲେ ଅସନ୍ତୋଷ