ନୂଆମୌଜା ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ: ବିଡିଓଙ୍କ ଦୃଷ୍ଟି ଆକର୍ଷଣ କଲେ ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ନୂଆମୌଜା ପଞ୍ଚାୟତରେ ବିଡିଓଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଅନୁଗୁଳ ବିଡିଓ ଡଃ ବିଶ୍ୱଭୂଷଣ ସମସ୍ତ ପଞ୍ଚାୟତବାସୀଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯ୍ୟାଳୟରେ ଜନଶୁଣାଣି କରି ସମସ୍ତ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏ ଅବସରରେ…

Continue Readingନୂଆମୌଜା ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ: ବିଡିଓଙ୍କ ଦୃଷ୍ଟି ଆକର୍ଷଣ କଲେ ଅଞ୍ଚଳବାସୀ

ଶିକ୍ଷଣ ଶିକ୍ଷା ଦାନ ସାମଗ୍ରୀ ପ୍ରସ୍ତୁତି ନେଇ କର୍ମଶାଳା,  ଯୋଗ ଦେଲେ ୨୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ

ଅନୁଗୁଳ: ଅନୁଗୁଳ ବ୍ଲକ ମାଟିଆସାହି କ୍ଲଷ୍ଟର ଅନ୍ତର୍ଗତ ପୁରୁଣାଗଡ଼ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ ଶିକ୍ଷା ଦାନ ସାମଗ୍ରୀ ପ୍ରସ୍ତୁତି ନେଇ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାଏକ କର୍ମଶାଳା ଉଦଘାଟନ କରିଥିଲେ। ସିଆରସିସି ବିନୟ…

Continue Readingଶିକ୍ଷଣ ଶିକ୍ଷା ଦାନ ସାମଗ୍ରୀ ପ୍ରସ୍ତୁତି ନେଇ କର୍ମଶାଳା,  ଯୋଗ ଦେଲେ ୨୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ

ବସରେ ଚଢ଼ିଲେ କିନ୍ତୁ ଭଡ଼ା ଦେଲା ବେଳକୁ ଅବକାରୀ କର୍ମଚାରୀ କହି ଧମକାଇଲେ, କଣ୍ଡକ୍ଟରଙ୍କୁ କହିଲେ- ‘ମୁଁ ସରକାରୀ ଚାକିରିଆ, ପଇସା ଦେବିନି’

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗର ଜଣେ ଅଧିକାରୀ ଜଣେ ବସ କଣ୍ଡକ୍ଟରଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିବା ନେଇ ଅଭିଯୋଗ ଆସିଛି।  ବସ କଣ୍ଡକ୍ଟର ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି। ସୂଚନା…

Continue Readingବସରେ ଚଢ଼ିଲେ କିନ୍ତୁ ଭଡ଼ା ଦେଲା ବେଳକୁ ଅବକାରୀ କର୍ମଚାରୀ କହି ଧମକାଇଲେ, କଣ୍ଡକ୍ଟରଙ୍କୁ କହିଲେ- ‘ମୁଁ ସରକାରୀ ଚାକିରିଆ, ପଇସା ଦେବିନି’

ବିଜୁ ବାବୁଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ନ ପାଳିବାକୁ ବିଜେପିର ନିଷ୍ପତ୍ତିକୁ ତାଳଚେର ବିଜେଡିର ତୀବ୍ର ବିରୋଧ

ଅନୁଗୁଳ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ ନ କରିବା ପାଇଁ ବିଜେପି ସରକାରର ନିଷ୍ପତ୍ତିକୁ ତାଳଚେର ବିଜୁ ଜନତା ଦଳ ବିରୋଧ କରିଛି। ଏହି ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ଯକ୍ରମରେ ତାଳଚେର…

Continue Readingବିଜୁ ବାବୁଙ୍କ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ଭାବେ ନ ପାଳିବାକୁ ବିଜେପିର ନିଷ୍ପତ୍ତିକୁ ତାଳଚେର ବିଜେଡିର ତୀବ୍ର ବିରୋଧ

ଅନୁଗୁଳରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା: ୧୦୩ ଜଣଙ୍କୁ ତାଲିମ ପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆଜିପୂର୍ବାହ୍ନରେ ସ୍ଥାନୀୟ ବିଜୁ ମଇଦାନ ଠାରେ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସଭାରେ ଅନୁଗୁଳ…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା: ୧୦୩ ଜଣଙ୍କୁ ତାଲିମ ପତ୍ର ପ୍ରଦାନ

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୩୦ ବଖରା ଘର, ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଲୁହାସିଙ୍ଗା ପଞ୍ଚାୟତ ତେନ୍ତୁଲି ପଦର ଗ୍ରାମରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ। ଆଜି ଅପରାହ୍ନ ପ୍ରାୟ ୪ ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ୯ ଟି ପରିବାର ସର୍ବସ୍ବାନ୍ତ ହୋଇଥିବାବେଳେ  ୩୦ ବଖରା ଧ୍ଵଂସ…

Continue Readingଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୩୦ ବଖରା ଘର, ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ

ସୁଭଦ୍ରା ସମ୍ପର୍କରେ ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା

ଅନୁଗୁଳ: ସୁଭଦ୍ରା ଯୋଜନା ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରା ସହ ପଥପ୍ରାନ୍ତ ସଭା ବଇଣ୍ଡା କଲ୍ୟାଣ ମଣ୍ଡପ ନିକଟରେ ଆୟୋଜିତ ହୋଇଛି। ଏ ଅବସରରେ ଶୋଭାଯାତ୍ରା ମାଧ୍ୟମରେ ନଗର ପରିକ୍ରମା କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସରପଞ୍ଚ ଦୀପ୍ତିମୟୀ ସାହୁ…

Continue Readingସୁଭଦ୍ରା ସମ୍ପର୍କରେ ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା

ନାକ ଟିମ୍ ପରିଦର୍ଶନ ପୂର୍ବରୁ ଅନୁଗୁଳ କଲେଜର ଉନ୍ନତିମୂଳକ କାର୍ଯ୍ୟ କରିବାକୁ ବିଧାୟକ ଓ ଜିଲ୍ଲାପାଳଙ୍କୁ ଦାବି

ଅନୁଗୁଳ: ଅନୁଗୁଳ ସରକାରୀ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଏକ ପ୍ରତିନିଧି ଦଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଜିଲ୍ଲାପାଳ ଅବଦୁଲ ମହମଦ ଅଖତାରଙ୍କ ସହ ଆଲୋଚନା କରିଛନ୍ତି। ନାକ ଟିମ୍ ଅନୁଗୁଳ ସରକାରୀ ମହାବିଦ୍ୟାଳୟ ପରିଦର୍ଶନ କରିବାକୁ ଆସିବ।…

Continue Readingନାକ ଟିମ୍ ପରିଦର୍ଶନ ପୂର୍ବରୁ ଅନୁଗୁଳ କଲେଜର ଉନ୍ନତିମୂଳକ କାର୍ଯ୍ୟ କରିବାକୁ ବିଧାୟକ ଓ ଜିଲ୍ଲାପାଳଙ୍କୁ ଦାବି

ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ, ୧୩ରୁ କମ ଓ ୭୦ରୁ ଅଧ‌ିକ ବୟସ୍କଙ୍କ ସହ ଗର୍ଭବତୀଙ୍କୁ ମିଳିବନି ଅନୁମତି

ଅନୁଗୁଳ: ଅମରନାଥ ଯାତ୍ରା କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର। ଚଳିତବର୍ଷ ଅମରନାଥ ଯାତ୍ରା ପାଇଁ ସରକାର ତାରିଖ ଘୋଷଣା କରିଛନ୍ତି। ମାତା ବୈଷ୍ଣୌଦେବୀ ଶ୍ରୀଇନ ବୋର୍ଡ କମିଟି ବୈଠକର ନିଷ୍ପତ୍ତି ମୁତାବକ ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ…

Continue Readingଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ, ୧୩ରୁ କମ ଓ ୭୦ରୁ ଅଧ‌ିକ ବୟସ୍କଙ୍କ ସହ ଗର୍ଭବତୀଙ୍କୁ ମିଳିବନି ଅନୁମତି

ଦୀର୍ଘଦିନର ବିବାଦ ମାଗଣାରେ ତୁଟାଇବାକୁ ସୁବର୍ଣ୍ଣ ସୁଯୋଗ: ଆସନ୍ତା ୮ରେ ଅନୁଗୁଳରେ ହେବ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ଅନୁଗୁଳ: ଅନୁଗୁଳ, ତାଳଚେର, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳ ସ୍ଥିତ ଅଦାଲତ ପରିସରରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ଅଦାଲତ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସବୁ ପ୍ରକାରର ବିଚାରାଧୀନ ମାମଲାର ଶୁଣାଣି ହୋଇପାରିବ।…

Continue Readingଦୀର୍ଘଦିନର ବିବାଦ ମାଗଣାରେ ତୁଟାଇବାକୁ ସୁବର୍ଣ୍ଣ ସୁଯୋଗ: ଆସନ୍ତା ୮ରେ ଅନୁଗୁଳରେ ହେବ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ