ବର୍ଷ ଶେଷ ସୁଦ୍ଧା ଗଡ଼ିବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍, ମିଳିବ ଏସବୁ ଅତ୍ୟାଧୁନିକ ସୁବିଧା
ନୂଆଦିଲ୍ଲୀ: ଚଳିତବର୍ଷ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଭାରତୀୟ ରେଳବାଇର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍। ୨୦୧୯ ରେ ଆରମ୍ଭ ହୋଇଥିବା ଚେୟାର-କାର୍ ଟ୍ରେନ୍ ପରେ ଏହା ବନ୍ଦେ ଭାରତ ସିରିଜର ତୃତୀୟ ସଂସ୍କରଣ ହେବ। ଗୁଜରାଟରେ ବନ୍ଦେ ଭାରତ…
