ଅନୁଗୁଳରେ ମାତିଛି ପାଗଳ କୁକୁର, ୨୨ ଜଣଙ୍କୁ କଲାଣି ଘାଇଲା
ଅନୁଗୁଳ: ଅନୁଗୁଳରେ ମାତିଛି ପାଗଳ କୁକୁର। ଯାହାକୁ ଦେଖୁଛି ଗୋଡ଼େଇ ଗୋଡ଼େଇ କାମୁଡୁଛି। ଇତି ମଧ୍ୟରେ କୁକୁର କାମୁଡ଼ାରେ ୨୨ ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରେ ଛୋଟ ଛୁଆ ଠାରୁ ଆରମ୍ଭ କରି…
ଅନୁଗୁଳ: ଅନୁଗୁଳରେ ମାତିଛି ପାଗଳ କୁକୁର। ଯାହାକୁ ଦେଖୁଛି ଗୋଡ଼େଇ ଗୋଡ଼େଇ କାମୁଡୁଛି। ଇତି ମଧ୍ୟରେ କୁକୁର କାମୁଡ଼ାରେ ୨୨ ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରେ ଛୋଟ ଛୁଆ ଠାରୁ ଆରମ୍ଭ କରି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଞ୍ଚଳର ୮ ଟି ପଞ୍ଚାୟତ ଓ ଚାରମଲିକ ଅଞ୍ଚଳର ୫ ଟି ପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ "ଚାରମଲିକ" ଗଠନ ନିମନ୍ତେ ଦାବି ଜୋର ଧରିଛି। ଏନେଇ ଆଜି ଜଗନ୍ନାଥପୁର, ପୁରୁଣାକୋଟ ଓ ଟିକରପଡା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମଝିବଜାରରେ ଥିବା ରାସନ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଛି। ସୂଚନା ମୁତାବକ, ଛେଣ୍ଡିପଦା ମଝିବଜାରରେ ଥିବା କଳାକାର ମାଝୀ ରାସନ ଦୋକାନ ବନ୍ଦ କରି ଘରକୁ ଖାଇବାକୁ ଯାଇଥିଲେ। କିଛି ସମୟ…
ଅନୁଗୁଳ: ଟ୍ରେନରୁ କୋଇଲା ଚୋରି କରିବା ପଡ଼ିଲା ମହଙ୍ଗା। ଜୀଅଁନ୍ତା ଜଳିଗଲେ ଯୁବକ। ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ରେଳ ଫାଟକ ନିକଟରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁତର ଜଣକ ହେଲେ ଠାକୁରଗଡ ଥାନା…
ଅନୁଗୁଳ: ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଳନ ନିମନ୍ତେ ପ୍ରଥମ ବୈଠକ ଆଜି ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି। ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶୈଳେନ୍ଦ୍ର କୁମାର ଦାଶଗୁପ୍ତାଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଆସନ୍ତା ବର୍ଷ ୨୦୨୬ ମସିହାରେ…
ଅନୁଗୁଳ: ୧୦ ଦଫା ଦାବି ନେଇ ଶ୍ରୀମେଟାଲିକ୍ସ ଶ୍ରମିକ ସଂଘ ଶୁକ୍ରବାର ଜିଲ୍ଲାପାଳ ଅବଦାଲ ଏମ ଅଖତାରଙ୍କୁ ଭେଟି ଏକ ସ୍ମାରକ ପ୍ରଦାନ କରିଥିଲା। ସଂଘର ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶ୍ରମିକ ମାନେ ଅଭିଯୋଗ କରିଥିଲେକି ୨୦୧୧ ରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଡ଼ହୁଲା ରାସ୍ତା ନିକଟରେ ଶୁକ୍ରବାର ସକାଳେ ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ଉ କରି ବିପୁଳ ଗଂଜେଇ ଜବତ କରିଛନ୍ତି। ଚଢ଼ଉ ବେଳେ ୧୯୨ କେଜି ଗଞ୍ଜେଇ ସହ ଏକ…
ଅନୁଗୁଳ: ଅନୁଗୁଳରେ ଟମାଟୋର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ପୂର୍ବରୁ ଏହାର ମୂଲ୍ୟ ଆକାଶ ଛୁଆଁ ଥିବା ବେଳେ ଏବେ ଅଭାବୀ ବିକ୍ରି ଯୋଗୁଁ ତୋଳିବା ମୂଲ୍ୟ ମଧ୍ୟ ଅଣ୍ଟୁନାହିଁ। ଏଭଳି ସ୍ଥିତିରେ ଅନୁଗୁଳ ବ୍ଲକ ଅଞ୍ଚଳର ଟମାଟୋ ଚାଷୀ ହତାଶ…
ଅନୁଗୁଳ: ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପୂଜା ଭସାଣି ସମୟରେ ଦୁଇ ଛାତ୍ର ଗୋଷ୍ଠୀ ବିବାଦରୁ ରକ୍ତ ସଂଘର୍ଷ ହୋଇଛି। ଯୁକ୍ତ ଦୁଇ ଓ ଯୁକ୍ତ ତିନି ବର୍ଷର ଛାତ୍ରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ବେଳେ କାଚମଦ ବୋତଲରେ ଆକ୍ରମଣ ଫଳରେ ତିନି…
ଅନୁଗୁଳ: ଅନୁଗୁଳ ସହରର ଦୁଇଟି ସ୍ଥାନରେ ଆଜି ଦୁଇ ଜଣ ଜୀବନ ହାରିଛନ୍ତି। ମୃତକ ହେଲେ ପ୍ରିୟଙ୍କା ସାହୁ ଓ ଶ୍ରୀକାନ୍ତ ବଡ଼ତିଆ।ସୂଚନା ଅନୁସାରେ, ବଜାରଛକ ଅଞ୍ଚଳରେ ରହୁଥିବା ଛେଣ୍ଡିପଦା ବ୍ଲକ୍ ତେଣ୍ଟୁଲୋଇ ଗାଁର ପ୍ରିୟଙ୍କା ସାହୁ(୧୭) କୌଣସି କାରଣରୁ ବେକରେ…