ଚାଲୁ ଚାଲୁ ପଡ଼ିଯାଇ ଜଣେ ବ୍ୟକ୍ତି ମୃତ, ଅଂଶୁଘାତରେ ପ୍ରାଣ ଯାଇଥିବା ଆଶଙ୍କା

  ଅନୁଗୁଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ନଣ୍ଡିଲୋ ଗ୍ରାମର ଜଣେ ବ୍ୟକ୍ତି ରାସ୍ତାରେ ପଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକ ହେଲେ ସେହି ଗାଁର ପ୍ରଫୁଲ୍ଲ ଅମାନ୍ତ (୬୪)। ଅଂଶୁଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସୂଚନା ମୁତାବକ,…

Continue Readingଚାଲୁ ଚାଲୁ ପଡ଼ିଯାଇ ଜଣେ ବ୍ୟକ୍ତି ମୃତ, ଅଂଶୁଘାତରେ ପ୍ରାଣ ଯାଇଥିବା ଆଶଙ୍କା

ଏଥର ଫୋକସ୍‌ରେ ଡିଜିଟାଲ୍‌ ପ୍ରଚାର: ଚର୍ଚ୍ଚାରେ ରହିଛି ବିଜେଡିର ‘ଶଙ୍ଖ ବାଜିବ ଘରେ ଘରେ…’ ଓ ବିଜେପିର ‘ଆମେ ମୋଦି ପରିବାର…

ଭୁବନେଶ୍ବର: ମତଦାନ ପାଇଁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ସବୁ ଦଳର ପ୍ରାର୍ଥୀ ମାନେ ନିଜ ନିଜ ପ୍ରଚାର କରିବାରେ ଲାଗିପଡିଛନ୍ତି। ଘରକୁ ଘର ବୁଲି ପ୍ରଚାର କରିବା ସହ ଏବେ ପ୍ରାର୍ଥୀମାନେ ସୋସିଆଲ ମିଡ଼ିଆର ମଧ୍ୟ…

Continue Readingଏଥର ଫୋକସ୍‌ରେ ଡିଜିଟାଲ୍‌ ପ୍ରଚାର: ଚର୍ଚ୍ଚାରେ ରହିଛି ବିଜେଡିର ‘ଶଙ୍ଖ ବାଜିବ ଘରେ ଘରେ…’ ଓ ବିଜେପିର ‘ଆମେ ମୋଦି ପରିବାର…

ଫାଷ୍ଟ କମ୍ ଫାଷ୍ଟ ସର୍ଭ ନୀତି ଯୋଗୁଁ କ୍ଷତି ସହୁଛନ୍ତି ତାଳଚେର ଟ୍ରକ ମାଲିକ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ତାଳଚେର : ତାଳଚେର ବିଭିନ୍ନ କୋଇଲାଖଣିରେ ବର୍ତ୍ତମାନ ଫାଷ୍ଟ କମ୍ ଫାଷ୍ଟ ସର୍ଭ ନୀତି ଲାଗୁ ହୋଇଛି। ଫଳରେ ତାଳଚେରର ଟ୍ରକଗୁଡ଼ିକ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି ମାଲିକ। ସେହିପରି ଟ୍ରେନ ଯୋଗେ କୋଇଲା ପରିବହନ ଯୋଗୁଁ ଟ୍ରକ ଯୋଗେ କୋଇଲା…

Continue Readingଫାଷ୍ଟ କମ୍ ଫାଷ୍ଟ ସର୍ଭ ନୀତି ଯୋଗୁଁ କ୍ଷତି ସହୁଛନ୍ତି ତାଳଚେର ଟ୍ରକ ମାଲିକ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ଶ୍ରମିକ ଦିବସ ଶ୍ରମିକଙ୍କ ମୃତ୍ୟୁ: ନାଲକୋ ପ୍ଲାଣ୍ଟ ଆଗରେ ଶବ ରଖି ବିକ୍ଷୋଭ କଲେ ପରିବାର ଲୋକ

ନାଲକୋ ନଗର: ସ୍ଥାନୀୟ ନାଲକୋ ନଗରର ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ପଟଲାଇନ-୪ ରେ ସଫେଇ ଠିକା କର୍ମଚାରୀ ଭବେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା କୁଆଳୁ ଗ୍ରାମର ବିଜୟ ରାଣ। କିଛି ଦିନ…

Continue Readingଶ୍ରମିକ ଦିବସ ଶ୍ରମିକଙ୍କ ମୃତ୍ୟୁ: ନାଲକୋ ପ୍ଲାଣ୍ଟ ଆଗରେ ଶବ ରଖି ବିକ୍ଷୋଭ କଲେ ପରିବାର ଲୋକ

ତାଳଚେର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସଙ୍କ ନାମାଙ୍କନ ଦାଖଲ ବେଳେ ଉତ୍ତେଜନା, ଧସ୍ତାଧସ୍ତି ହେଲେ ପୋଲିସ ଓ ଦଳୀୟ କର୍ମୀ

ତାଳଚେର: ଆଜି ତାଳଚେର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ ନିଜର ନାମାଙ୍କନ ପତ୍ର ଦାଖଲ ସମୟରେ ଏକ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଛି। ନାମାଙ୍କନ ବେଳେ କଂଗ୍ରେସ କର୍ମୀ ଓ ପୋଲିସଙ୍କ ମଧ୍ୟରେ ଠେଲା ପେଲା ହୋଇଥିଲା।…

Continue Readingତାଳଚେର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସଙ୍କ ନାମାଙ୍କନ ଦାଖଲ ବେଳେ ଉତ୍ତେଜନା, ଧସ୍ତାଧସ୍ତି ହେଲେ ପୋଲିସ ଓ ଦଳୀୟ କର୍ମୀ

ଶକ୍ତିଙ୍କ ଫେସ୍‌ବୁକ୍‌ ପୋଷ୍ଟ ବିଜେଡିକୁ ଅଡ଼ୁଆ

ଅନୁଗୁଳ: ଚଳିତ ବିଧାନ ସଭା ଓ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିର ବରିଷ୍ଠ ନେତା ଶକ୍ତି‌ ପଟ୍ଟନାୟକଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟ ପୁଣି ଚର୍ଚ୍ଚାର ଖୋରାକ ଯୋଗାଇଛି। ଖାଲି ଚର୍ଚ୍ଚା ନୁହଁ ବିଜେଡିକୁ ଏକପ୍ରକାର ଅଡ଼ୁଆରେ ପକାଇଦେଇଛନ୍ତି। ଶକ୍ତି…

Continue Readingଶକ୍ତିଙ୍କ ଫେସ୍‌ବୁକ୍‌ ପୋଷ୍ଟ ବିଜେଡିକୁ ଅଡ଼ୁଆ

ଶୁକ୍ରବାର ନାମାଙ୍କନ ଭରିବେ ଅନୁଗୁଳ ବିଜେପି ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୁଳ: ଆସନ୍ତାକାଲି ମେ ୩ ତାରିଖ ଶୁକ୍ରବାର ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ) ନାମାଙ୍କନ ପତ୍ର ଦାଖଲ କରିବେ। ସେ ସକାଳ ୮ଟାରେ ଜଗନ୍ନାଥ ମନ୍ଦିର ଓ ମା' ବୁଢୀ ଠାକୁରାଣୀଙ୍କ ଆଶୀର୍ବାଦ…

Continue Readingଶୁକ୍ରବାର ନାମାଙ୍କନ ଭରିବେ ଅନୁଗୁଳ ବିଜେପି ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୁଳ ଇନ୍ ଡୋର ଷ୍ଟାଡିୟମ୍ ଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ, ନୂତନ ଭୋଟରଙ୍କୁ ଦିଆଗଲା “ଫୁଲ ଗଛ”

ଅନୁଗୁଳ: ସାଧାରଣ ନିର୍ବାଚନ ୨୦୨୪ରେ ବହୁଳ ଭାବେ ମତଦାନ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ହାତକୁ ନିଆଯାଉଛି। ଏ ନେଇ ବୁଧବାର ଅନୁଗୁଳ ଇନ୍ ଡୋର ଷ୍ଟାଡିୟମ୍ ଠାରେ ଖେଳାଳିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମତଦାନ ନିମନ୍ତେ ସଚେତନ କରାଯାଇଥିଲା। ନୂତନ…

Continue Readingଅନୁଗୁଳ ଇନ୍ ଡୋର ଷ୍ଟାଡିୟମ୍ ଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ, ନୂତନ ଭୋଟରଙ୍କୁ ଦିଆଗଲା “ଫୁଲ ଗଛ”

ସୁପ୍ରିମ୍‌କୋର୍ଟରେ ‘କୋଭିସିଲ୍ଡ’ର ପାର୍ଶ୍ୱ ପ୍ରତିକ୍ରିୟା ମାମଲା, ତଦନ୍ତ ପାଇଁ କମିଟି ଗଠନ ଦାବି

ନୂଆଦିଲ୍ଲୀ: କୋଭିସିଲ୍ଡ ଟିକାର ସୁରକ୍ଷା ଦିଗକୁ ନେଇ ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ବୁଧବାର ଟିକାର ବିପଦ କାରଣଗୁଡ଼ିକ ଅଧ୍ୟୟନ ପାଇଁ ଏକ ବିଶେଷଜ୍ଞ ମେଡିକାଲ୍‌ ପ୍ୟାନେଲ୍‌ ଗଠନ ପାଇଁ କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ଏହା ବ୍ୟତୀତ ଜନସ୍ୱାସ୍ଥ୍ୟ…

Continue Readingସୁପ୍ରିମ୍‌କୋର୍ଟରେ ‘କୋଭିସିଲ୍ଡ’ର ପାର୍ଶ୍ୱ ପ୍ରତିକ୍ରିୟା ମାମଲା, ତଦନ୍ତ ପାଇଁ କମିଟି ଗଠନ ଦାବି

ଏବେ ସ୍କୁଲ ପିଲା ପିଇବେ ଥଣ୍ଡା ପାଣି: ଅନୁଗୁଳ ଟାଉନ ହାଇସ୍କୁଲକୁ ଶୀତଳ ପାନୀୟ ଜଳ ଯନ୍ତ୍ର ପ୍ରଦାନ କଲା ରୋଟାରୀ ରୟାଲ

  ଅନୁଗୁଳ: ରୋଟାରୀ କ୍ଲବ ଅନୁଗୁଳ ରୟାଲ ତରଫରୁ ଟାଉନ ହାଇସ୍କୁଲକୁ ଏକ ଶୀତଳ ପାନୀୟ ଜଳ ଯନ୍ତ୍ର ପ୍ରଦାନ କରାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ସ୍କୁଲ ପିଲା, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଭିଭାବକଙ୍କ ନିମିତ୍ତ କ୍ଲବ ତରଫରୁ…

Continue Readingଏବେ ସ୍କୁଲ ପିଲା ପିଇବେ ଥଣ୍ଡା ପାଣି: ଅନୁଗୁଳ ଟାଉନ ହାଇସ୍କୁଲକୁ ଶୀତଳ ପାନୀୟ ଜଳ ଯନ୍ତ୍ର ପ୍ରଦାନ କଲା ରୋଟାରୀ ରୟାଲ