ଦାୟିତ୍ୱ ନେବା ପରେ ଆକ୍ସନ ମୋଡରେ ନୂଆ ଏସପି, ପାର୍ବଣରେ ଆଇନ ଶୃଙ୍ଖଳାକୁ ସୁନିଶ୍ଚିତ କରିବାକୁ ଅନୁଗୁଳରେ ଫୁଟ୍ ପ୍ୟାଟ୍ରୋଲିଂ ଆୟୋଜିତ
ଅନୁଗୁଳ: ଅନୁଗୁଳ ଏସ୍ପି ଭାବେ ଦାୟିତ୍ୱ ନେବା ପରେ ଆଇପିଏସ୍ ଅଫିସର ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ସହରରେ ଫୁଟ ପ୍ୟାଟ୍ରୋଲିଂ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଅନୁଗୁଳ ଏସଡିପିଓ ରମାକାନ୍ତ ମହାଳିକଙ୍କ ନେତୃତ୍ୱରେ ଅନୁଗୁଳ ଟାଉନ ଥାନା ଅଧିକାରୀ ଧୀରେଶ ଦାଶ…



