ଶାଗ ମାଛ ଦରରେ ବିକ୍ରି ହେଉଛି ଟମାଟୋ: କେଜି ପିଛା ୬୦ ଟଙ୍କାରୁ ୧.୬୦ଟଙ୍କାକୁ ଖସିଲା ଦର, ଚିନ୍ତାରେ ଚାଷୀ
ଅନୁଗୁଳ: ଅନୁଗୁଳରେ ଟମାଟୋର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ପୂର୍ବରୁ ଏହାର ମୂଲ୍ୟ ଆକାଶ ଛୁଆଁ ଥିବା ବେଳେ ଏବେ ଅଭାବୀ ବିକ୍ରି ଯୋଗୁଁ ତୋଳିବା ମୂଲ୍ୟ ମଧ୍ୟ ଅଣ୍ଟୁନାହିଁ। ଏଭଳି ସ୍ଥିତିରେ ଅନୁଗୁଳ ବ୍ଲକ ଅଞ୍ଚଳର ଟମାଟୋ ଚାଷୀ ହତାଶ…





