ଅନୁଗୁଳ ଓକିଲ ସଂଘର ସାଧାରଣ ବୈଠକ: ବରିଷ୍ଠ ଆଇନ୍‌ଜୀବୀ ପ୍ରମୋଦ କୁମାର ପ୍ରଧାନଙ୍କୁ ନିର୍ବାଚନ ଅଧିକାରୀ ଦାୟିତ୍ୱ

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ସାଧାରଣ ବୈଠକ ଆୟୋଜିତ ହୋଇଛି। ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସଂଘର ବାର୍ଷିକ ଆୟବ୍ୟୟର ହିସାବ, ନିର୍ବାଚନ ଅଧିକାରୀ ଚୟନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏ ଅବସରରେ…

Continue Readingଅନୁଗୁଳ ଓକିଲ ସଂଘର ସାଧାରଣ ବୈଠକ: ବରିଷ୍ଠ ଆଇନ୍‌ଜୀବୀ ପ୍ରମୋଦ କୁମାର ପ୍ରଧାନଙ୍କୁ ନିର୍ବାଚନ ଅଧିକାରୀ ଦାୟିତ୍ୱ

ଓଡ଼ିଶା ଜୀବିକା ମିଶନ ମହିଳା ଗୋଷ୍ଠୀର ୪ ଦଫା ଦାବି: ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଅନୁଗୁଳ: ଚାରି ଦଫା ଦାବିରେ ଅନୁଗୁଳ ଜିଲ୍ଲାର ଓଡ଼ିଶା ଜୀବିକା ମିଶନ ମହିଳା ଗୋଷ୍ଠୀ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ମିଶନ ଶକ୍ତି ଇସି ସଂଘ ପକ୍ଷରୁ ଭାରତୀୟ ମଜଦୂର ସଂଘ ରାଜ୍ୟ…

Continue Readingଓଡ଼ିଶା ଜୀବିକା ମିଶନ ମହିଳା ଗୋଷ୍ଠୀର ୪ ଦଫା ଦାବି: ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ନାବାଳିକାକୁ ଡରାଇ ଜଙ୍ଗଲକୁ ନେଇ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ ପୋକସୋ।ଗତ ୨୦୨୧ ମାର୍ଚ୍ଚ ୧୦ ରେ ଆଠମଲ୍ଲିକ ଥାନା ଅନ୍ତର୍ଗତ ପଦ୍ମପୋଖରୀ ଗ୍ରାମର ପ୍ରକାଶ ମୁଣ୍ଡା ହରିହରପୁର ଗ୍ରାମର ଜଣେ…

Continue Readingନାବାଳିକାକୁ ଡରାଇ ଜଙ୍ଗଲକୁ ନେଇ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଇ ବସ୍ ଛୁ’, ମହିଧରପୁର ଗାଁ ଅନ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଗାଁ ଦେଇ ଯାଉଥିବା ଏକ ବସ୍ ଅତି ବେପରୁଆ ଭାବେ ଇଲେକ୍ଟ୍ରିକ ଖୁଣ୍ଟକୁ ଧକ୍କା ଦେଇ ଛୁ' ମାରିଛି। ବସ୍ ପିଟି ହେବାରୁ ଗାଁର ଦୁଇଟି ଇଲେକ୍ଟ୍ରିକ ଖୁଣ୍ଟ ଉପୁଡ଼ି ପଡ଼ିଛି।…

Continue Readingବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଇ ବସ୍ ଛୁ’, ମହିଧରପୁର ଗାଁ ଅନ୍ଧାର

ଅନୁଗୁଳ ଅଞ୍ଚଳରେ ଛିନତାଇ କରୁଥିବା ୩ ଗିରଫ, ସୁନାଗହଣା ସହ ନଗଦ ଟଙ୍କା ଜବତ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳରେ କିଛି ଦିନ ହେବ ଛିନତାଇ କରୁଥିବା ୩ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ସୁନାଗହଣା, ନଗଦ ଟଙ୍କା, ବାଇକ ଓ ମୋବାଇଲ ଫୋନ ସମେତ ଆହୁରି ଅନେକ ସାମଗ୍ରୀ ଜବତ ହୋଇଛି। ସୂଚନା…

Continue Readingଅନୁଗୁଳ ଅଞ୍ଚଳରେ ଛିନତାଇ କରୁଥିବା ୩ ଗିରଫ, ସୁନାଗହଣା ସହ ନଗଦ ଟଙ୍କା ଜବତ

ଓଏଚପିସି ଇଣ୍ଟରୟୁନିଟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ: ପୁରୁଷ ବିଭାଗରେ କୋଲାବ ଓ ମହିଳା ବିଭାଗରେ ଚିପିଲିମା ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ଓଏଚପିସି ପ୍ରଶାସନିକ ଭବନ ପରିସରରେ ରାଜ୍ୟସ୍ତରୀୟ ଇଣ୍ଟର ୟୁନିଟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ୬ ଟି ପ୍ରକଳ୍ପର ମହିଳା ଓ ପୁରୁଷ ଖେଳାଳି ଯୋଡ଼ିଙ୍କୁ…

Continue Readingଓଏଚପିସି ଇଣ୍ଟରୟୁନିଟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ: ପୁରୁଷ ବିଭାଗରେ କୋଲାବ ଓ ମହିଳା ବିଭାଗରେ ଚିପିଲିମା ଚାମ୍ପିୟନ

କୃମି ବଟିକା ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କରଡାବଣି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି କୃମି ବଟିକା ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ବଇଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି।ସୂଚନା ମୁତାବକ, ସୋମବାର ବଇଣ୍ଡା ମେଡିକାଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ…

Continue Readingକୃମି ବଟିକା ଖାଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଗଣ୍ଡଗୋଳ ରୋକିବା ହେଲା କାଳ, ଭୁଜାଲି ଆକ୍ରମଣରେ ୩ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା କନ୍ତପଡ଼ା ଗ୍ରାମରେ ଭୁଜାଲି ଆକ୍ରମଣରେ ୩ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତରମାନେ ହେଲେ ଦୋଳ ଗୋବିନ୍ଦ ବେହେରା, ଦୁଷ୍ମନ୍ତ ପ୍ରଧାନ, ଶେଷ ଦେବ ବେହେରା। ଏ…

Continue Readingଗଣ୍ଡଗୋଳ ରୋକିବା ହେଲା କାଳ, ଭୁଜାଲି ଆକ୍ରମଣରେ ୩ ଗୁରୁତର

ତାଳଚେରର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ସମ୍ମାନିତ କଲେ ରାଜସ୍ୱ ମନ୍ତ୍ରୀ

ଅନୁଗୁଳ: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ)ର ୫ମ ବାର୍ଷିକ ଉତ୍ସବ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ତାଳଚେର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ…

Continue Readingତାଳଚେରର ସମାଜସେବୀ କ୍ଷୀରୋଦ ସାହୁଙ୍କୁ ସମ୍ମାନିତ କଲେ ରାଜସ୍ୱ ମନ୍ତ୍ରୀ

ସାମାନ୍ୟ ବଚସାରୁ ଶ୍ରମିକଙ୍କୁ ଘରେ ପଶି ପିଟି ପିଟି ହତ୍ୟା, ବିହାରରୁ ଆସି ଅନୁଗୁଳରେ କରୁଥିଲେ କାମ

ଅନୁଗୁଳ: ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା। ଅନୁଗୁଳ ଜିଲ୍ଲା ଶିଳ୍ପାଞ୍ଚଳ ନିଶା ଥାନା ଅନ୍ତର୍ଗତ ଗୋଳାବନ୍ଧ ଗାଁରେ ବିହାର ରାଜ୍ୟର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ହେଲେ ବିହାର ବେଗୁସରାଇ ଅଞ୍ଚଳର ମହମ୍ମଦ ଜୁଲାନି। ସେ…

Continue Readingସାମାନ୍ୟ ବଚସାରୁ ଶ୍ରମିକଙ୍କୁ ଘରେ ପଶି ପିଟି ପିଟି ହତ୍ୟା, ବିହାରରୁ ଆସି ଅନୁଗୁଳରେ କରୁଥିଲେ କାମ