ପୁଲୱାମାରେ ପ୍ରାଣ ହରାଇଥିବା ସହିଦ୍ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଶାବଳଭଙ୍ଗା ବାସୀ
ଅନୁଗୁଳ: ପୁଲୱାମାରେ ପ୍ରାଣ ହରାଇଥିବା ସହିଦ୍ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନୁଗୁଳ ବ୍ଲକ ଅନ୍ତର୍ଗତ ଶାବଳ ଭଙ୍ଗା ଗ୍ରାମବାସୀ। ଶୁକ୍ରବାର ସନ୍ଧ୍ୟାରେ ଗାଁର ଯୁବକ, ସ୍କୁଲ ଛାତ୍ର ଏବଂ କିଛି ସ୍ବେଚ୍ଛାସେବୀ ଏକ ବିରାଟ ରାଲି କରି ଗ୍ରାମ ପରିକ୍ରମା…





