ସାତକୋଶିଆ ବନଖଣ୍ଡ ପୁରୁଣାକୋଟ ବନାଞ୍ଚଳ ରେଞ୍ଜର ଜୟନ୍ତ ପଟ୍ଟନାୟକଙ୍କ ହୃଦଘାତରେ ମୃତ୍ୟୁ

ଅନୁଗୁଳ: ସାତକୋଶିଆ ବନଖଣ୍ଡର ବିଭିନ୍ନ ବନାଞ୍ଚଳରେ କାର୍ଯ୍ୟରତ ରେଞ୍ଜର ଜୟନ୍ତ ପଟ୍ଟନାୟକଙ୍କର ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ସକାଳେ ତାଙ୍କର ବାନ୍ତି ହେବା ସହ ଦେହ ଭଲ ଲାଗୁନଥିଲା। ଗାଡ଼ିରେ ବସି ଡାକ୍ତରଖାନା ଯିବାକୁ ମଧ୍ୟ ବାହାରିଥିଲେ। ହେଲେ…

Continue Readingସାତକୋଶିଆ ବନଖଣ୍ଡ ପୁରୁଣାକୋଟ ବନାଞ୍ଚଳ ରେଞ୍ଜର ଜୟନ୍ତ ପଟ୍ଟନାୟକଙ୍କ ହୃଦଘାତରେ ମୃତ୍ୟୁ

ସାତକୋଶିଆ ଗଣ୍ଡରେ ହେଲିକପ୍ଟର ଉଡ଼ିବା ଘଟଣା: ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରକୁ ଚିଠି ଲେଖିଲେ ଡିଏଫ୍ଓ

ଅନୁଗୁଳ: ଗୁରୁବାର ଅପରାହ୍ନରେ ମହାନଦୀର ସାତକୋଶିଆ ଗଣ୍ଡ ଉପରଦେଇ ଏକ ଧଳା ଧୁସରିଆ ରଙ୍ଗର ହେଲିକପ୍ଟର ଉଡ଼ିବା ଘଟଣାରେ ତନାଘନା ଆରମ୍ଭ ହୋଇଛି। ନିଷିଦ୍ଧାଞ୍ଚଳ ସତ୍ତ୍ୱେ କିଏ ଗଣ୍ଡ ଉପର ଦେଇ ଚପର ଉଡାଇଲା ସେ ନେଇ ଆଞ୍ଚଳିକ ମୁଖ୍ୟ ବନ…

Continue Readingସାତକୋଶିଆ ଗଣ୍ଡରେ ହେଲିକପ୍ଟର ଉଡ଼ିବା ଘଟଣା: ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରକୁ ଚିଠି ଲେଖିଲେ ଡିଏଫ୍ଓ

ଉତ୍ତରପଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଉତ୍ତରପଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଶତପଥୀଙ୍କ ତତ୍ତ୍ୱାବଧାନରେ ଶନିବାର ଅନୁଷ୍ଠିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା…

Continue Readingଉତ୍ତରପଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

ଖୁଡ଼ି-ଝିଆରୀକୁ ମାରଣାସ୍ତ୍ର ଦେଖାଇ ଲୁଟ୍ ଘଟଣା: ୭ ଲୁଟେରା ଗିରଫ, ନଗଦ ଟଙ୍କା ସହ ସୁନାଗହଣା ଓ ବାଇକ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଗ୍ରାମରେ ଗତ ମଙ୍ଗଳବାର ରାତିରେ ଘରେ ପଶି ଖୁଡ଼ି ଓ ଝିଆରୀଙ୍କୁ ଛୁରୀ ଲଗାଇ ଟଙ୍କା, ସୁନା ଲୁଟ ଘଟଣାରେ ୭ ଲୁଟେରାଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ। ଗିରଫମାନେ…

Continue Readingଖୁଡ଼ି-ଝିଆରୀକୁ ମାରଣାସ୍ତ୍ର ଦେଖାଇ ଲୁଟ୍ ଘଟଣା: ୭ ଲୁଟେରା ଗିରଫ, ନଗଦ ଟଙ୍କା ସହ ସୁନାଗହଣା ଓ ବାଇକ ଜବତ

ଘର ଭିତରୁ ପରିବାରର ତିନି ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଢେଙ୍କାନାଳ : ବନ୍ଦ ଘର ଭିତରୁ ଗୋଟିଏ ପରିବାରର ତିନି ମୃତଦେହ ଉଦ୍ଧାର। ବେକରେ ଫାଶୀ ଲଗାଇ ଏକା ସଙ୍ଗେ ଝୁଲିପଡିଲେ ପରିବାରର ବାପା ଓ ୪୦ ବର୍ଷୀୟ ଝିଅ ଓ ୧୬ ବର୍ଷୀୟ ନାତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ…

Continue Readingଘର ଭିତରୁ ପରିବାରର ତିନି ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ନିଶା ଶିଳ୍ପାଞ୍ଚଳ ଥାନା ପୋଲିସକୁ ବଡ଼ ସଫଳତା: ୫୪୦ କେଜି ସ୍କ୍ରାପ୍ ବୋଝେଇ ପିକଅପ ଭ୍ୟାନ୍ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଏକ ସ୍କ୍ରାପ୍ ବୋଝେଇ ପିକଅପ ଭ୍ୟାନ୍ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦ୍ୱୟ ହେଲେ ଉତ୍ତରପ୍ରଦେଶ ବାରଣାସୀର ଆର୍ଯ୍ୟନ ସ ଓ…

Continue Readingନିଶା ଶିଳ୍ପାଞ୍ଚଳ ଥାନା ପୋଲିସକୁ ବଡ଼ ସଫଳତା: ୫୪୦ କେଜି ସ୍କ୍ରାପ୍ ବୋଝେଇ ପିକଅପ ଭ୍ୟାନ୍ ଜବତ, ୨ ଗିରଫ

ଘରେ କେହି ନ ଥିବା ବେଳେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁରେ ଅଗ୍ନିକାଣ୍ଡରେ ଜଣଙ୍କ ଘର ଜଳିଯାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ିଯାଇଛି। ସୂଚନା ମୁତାବକ, ଶନିବାର ପୂର୍ବାହ୍ନରେ ତଳଗଡ଼ ଗାଁ ପ୍ରଧାନସାହିର ବାସିନ୍ଦା ଅଭୟ ପ୍ରଧାନ କାମକୁ ଯାଇଥିଲା ବେଳେ ତାଙ୍କ…

Continue Readingଘରେ କେହି ନ ଥିବା ବେଳେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ପରକୀୟା ପ୍ରୀତି ସନ୍ଦେହ: ମଦ୍ୟପ ସ୍ଵାମୀର ଚାପୁଡ଼ାରେ ସ୍ତ୍ରୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ପଞ୍ଚାୟତ ପାଟଣା ସାହିରେ ଏକ ଭଡ଼ା ଘରୁ ଜଣେ ମହିଳା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ସୁବ୍ରତ ସାମଲଙ୍କ ସ୍ତ୍ରୀ ପାୟଲ ସାମଲ।…

Continue Readingପରକୀୟା ପ୍ରୀତି ସନ୍ଦେହ: ମଦ୍ୟପ ସ୍ଵାମୀର ଚାପୁଡ଼ାରେ ସ୍ତ୍ରୀ ମୃତ

ଓ.ପି ଜିନ୍ଦଲ ସ୍କୁଲକୁ ମିଳିଲା ‘ଶିକ୍ଷା ଉତ୍କର୍ଷତା ପୁରସ୍କାର’ ୨୦୨୫

ଅନୁଗୁଳ : ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଏବଂ ଅର୍ନ୍ତଭୁକ୍ତ ଶିକ୍ଷା ଦିଗରେ ପଦକ୍ଷେପ ପାଇଁ ଅନୁଗୁଳରେ ଅବସ୍ଥିତ ଓ.ପି ଜିନ୍ଦଲ ସ୍କୁଲକୁ ଏଜୁକେସନ ଏକ୍ସସେଲେନ୍ସ ଏମ୍ପାୱାରିଂ ଇଣ୍ଡିଆ ଆୱାର୍ଡ (ଶିକ୍ଷା ଉତ୍କର୍ଷତା ସଶକ୍ତିକରଣ ଭାରତ ପୁରସ୍କାର)ରେ ପୁରସ୍କୃତ କରାଯାଇଛି ।…

Continue Readingଓ.ପି ଜିନ୍ଦଲ ସ୍କୁଲକୁ ମିଳିଲା ‘ଶିକ୍ଷା ଉତ୍କର୍ଷତା ପୁରସ୍କାର’ ୨୦୨୫

ସାତକୋଶିଆ ଗଣ୍ଡ ନିଷିଦ୍ଧାଞ୍ଚଳ ଉପରେ ଉଡ଼ିଲା ହେଲିକପ୍ଟର, କିଏ ଓ କାହିଁକି ଉଡ଼ାଇଲା ପ୍ରଶ୍ନବାଚୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡ ଉପରେ ଉଡ଼ିଲା ହେଲିକପ୍ଟର। ଏହି ସ୍ଥାନ ନିଷିଦ୍ଧାଞ୍ଚଳ ଘୋଷଣା ସତ୍ତ୍ୱେ କିଏ ଓ କାହିଁକି ଗଣ୍ଡ ଉପରେ ହେଲିକପ୍ଟର ଉଡାଇଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ ଗୁରୁବାର ଅପରାହ୍ନ…

Continue Readingସାତକୋଶିଆ ଗଣ୍ଡ ନିଷିଦ୍ଧାଞ୍ଚଳ ଉପରେ ଉଡ଼ିଲା ହେଲିକପ୍ଟର, କିଏ ଓ କାହିଁକି ଉଡ଼ାଇଲା ପ୍ରଶ୍ନବାଚୀ