ବଦଳିଲା ରାଜ୍ୟ ନର୍ସଙ୍କ ଡ୍ରେସ କୋଡ୍‌

ଭୁବନେଶ୍ୱର: ବଦଳିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍। ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ। ଆଉ ସେଥିରେ ରହିବ ସମ୍ବଲପୁରୀ ଛିଟ। ଲାଭେଣ୍ଡର୍ ବା ହାଲୁକା ଗୋଲାପୀ ରଙ୍ଗର ଡ୍ରେସ୍ ପିନ୍ଧିବେ…

Continue Readingବଦଳିଲା ରାଜ୍ୟ ନର୍ସଙ୍କ ଡ୍ରେସ କୋଡ୍‌

ମହୀଧରପୁର ମହୋତ୍ସବ ମୟୂରୀ ଉଦ୍‌ଘାଟିତ: ମେଳାରେ କିଣାକିଣି କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ଲୋକେ

ଅନୁଗୁଳ: ରବିବାର ଉଦଘାଟିତ ହୋଇଛି ମହୀଧରପୁର ମହୋତ୍ସବ ମୟୂରୀ-୨୦୨୪। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ, ସାଂସ୍କୃତିକ ମହୋତ୍ସବ ଅଞ୍ଚଳ ମଧ୍ୟରେ ଭାଇଚାରା ସୃଷ୍ଟି କରେ ବୋଲି କହିଥିଲେ। ତେଣୁ ସମସ୍ତେ ଏହିଭଳି…

Continue Readingମହୀଧରପୁର ମହୋତ୍ସବ ମୟୂରୀ ଉଦ୍‌ଘାଟିତ: ମେଳାରେ କିଣାକିଣି କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ଲୋକେ

ଧରମପୁରରେ ହାତୀ ଉପଦ୍ରବ: ଯାଯାବରଙ୍କ ଝୁମ୍ପୁଡ଼ି ଘର ଭାଙ୍ଗିବା ସହ ଦୋକାନକୁ କଲେ ନଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ଗ୍ରାମର କେନାଲ୍ ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଗୋଟିକିଆ ଗୋଠ ଛଡ଼ା ଦନ୍ତା ହାତୀ ଆସି ଉପଦ୍ରବ କରିଛି। ହାତୀଟି କେନାଲ ପାର୍ଶ୍ୱରେ ଥିବା ଏକ ଦୋକାନ ଭାଙ୍ଗିବା ସହ…

Continue Readingଧରମପୁରରେ ହାତୀ ଉପଦ୍ରବ: ଯାଯାବରଙ୍କ ଝୁମ୍ପୁଡ଼ି ଘର ଭାଙ୍ଗିବା ସହ ଦୋକାନକୁ କଲେ ନଷ୍ଟ

ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଖଣିଜ ପଦାର୍ଥ ପରିବହନ ବନ୍ଦ, ଅନୁଗୁଳ ଟିପର ଓ ହାଇୱା ମାଲିକ ସଂଘର ଘୋଷଣା

ଅନୁଗୁଳ: ଅନୁଗୁଳ ଟିପର ଓ ହାଇୱା ମାଲିକ ସଂଘ ପକ୍ଷରୁ ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଖଣିଜ ପଦାର୍ଥ ପରିବହନ ବନ୍ଦ କରାଯିବ। ଏନେଇ ଆଜି ଛେଳିଆପଡ଼ାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଂଘର କର୍ମକର୍ତ୍ତା। ସୂଚନା ମୁତାବକ,…

Continue Readingଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଖଣିଜ ପଦାର୍ଥ ପରିବହନ ବନ୍ଦ, ଅନୁଗୁଳ ଟିପର ଓ ହାଇୱା ମାଲିକ ସଂଘର ଘୋଷଣା

ମାତ୍ର ୬୫୦୦ ଟଙ୍କାରେ ଏକ ଏକର ଜମିରେ ହେଉଛି ଧାନ ଚାଷ, ଯାନ୍ତ୍ରିକ ଧାଡ଼ି ବୁଣା ପଦ୍ଧତି ଦେଉଛି ପ୍ରଚୁର ଲାଭ

ଅନୁଗୁଳ: ତାଳଚେର ସାମାଜିକ ସଂଗଠନ ସୋସିଆଲ ଡେଭେଲପମେଣ୍ଟ ଫାଉଣ୍ଡେସନ ଏବଂ କଣିହାଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ସୁସୁବା, ରେଙ୍ଗାଳି, କର୍ଣ୍ଣପାଳ, କୁଲେଇସାନ, ବଡ଼ ତ୍ରିବିଡା, ବିଜିଗୋଳ କମରେଇ, ହନୁମାନପୁର୍ ଏବଂ ବାଲି ପଶି ଇତ୍ଯାଦି ପଞ୍ଚାୟତରେ ଯାନ୍ତ୍ରିକ…

Continue Readingମାତ୍ର ୬୫୦୦ ଟଙ୍କାରେ ଏକ ଏକର ଜମିରେ ହେଉଛି ଧାନ ଚାଷ, ଯାନ୍ତ୍ରିକ ଧାଡ଼ି ବୁଣା ପଦ୍ଧତି ଦେଉଛି ପ୍ରଚୁର ଲାଭ

ଶ୍ରୀ ଗୋପାଳ ଗୋଶାଳାରେ ଗୋପାଷ୍ଟମୀ ପାଳିତ, ଗୋହତ୍ୟା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ରନ୍ତଳେଇ ସ୍ଥିତ ଶ୍ରୀ ଗୋପାଳ ଗୋଶାଳାଠାରେ ଗୋପାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଏ ଅବସରରେ ପ୍ରଥମେ ଗୋମାତା ପୂଜନ, ହନୁମାନ ଚାଳିଶା ପାଠ ଓ ସୁରଭି ଯଜ୍ଞ କରାଯାଇଥିଲା। ଗୋପାଷ୍ଟମୀ ଉପଲକ୍ଷେ ସଭା ମଞ୍ଚରେ ଢେଙ୍କାନାଳ ସାଂସଦ…

Continue Readingଶ୍ରୀ ଗୋପାଳ ଗୋଶାଳାରେ ଗୋପାଷ୍ଟମୀ ପାଳିତ, ଗୋହତ୍ୟା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆହ୍ୱାନ

ଟାଟା ପାୱାର ସହ ମିଶି ଲୁଟୁଛି ବିଜେପି ! ଅତିରିକ୍ତ ସିକ୍ୟୁରିଟି ଫି’ ଆଦାୟକୁ ବିରୋଧ କରି ଆନ୍ଦୋଳନ ଚେତାବନୀ ଦେଲା ଏ.ଆଇ.ଇ.ସି.ଏ

ଅନୁଗୁଳ: ଶାସନକୁ ଆସିବା ପୂର୍ବରୁ ଲମ୍ବା ଲମ୍ବା ଭାଷଣ ଦେଉଥିବା ବିଜେପି ଏବେ ଦେଇଥିବା କଥା ବି ରଖୁନି। ନିର୍ବାଚନୀ ପ୍ରଚାର ବେଳେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା ବିଜେପି। କିନ୍ତୁ…

Continue Readingଟାଟା ପାୱାର ସହ ମିଶି ଲୁଟୁଛି ବିଜେପି ! ଅତିରିକ୍ତ ସିକ୍ୟୁରିଟି ଫି’ ଆଦାୟକୁ ବିରୋଧ କରି ଆନ୍ଦୋଳନ ଚେତାବନୀ ଦେଲା ଏ.ଆଇ.ଇ.ସି.ଏ

ନାଲକୋରେ ଭିଜିଲାନ୍ସ ସତର୍କତା ସେମିନାର ଆୟୋଜିତ

ଅନୁଗୁଳ: ଅନୁଗୁଳ ସ୍ଥିତ ନାଲକୋ ସ୍ମେଲଟର ଓ ପାୱାର କମପ୍ଲେକ୍ସରେ ଭିଜିଲାନ୍ସ ସତର୍କତା ସପ୍ତାହ ପାଳିତ ହୋଇଛି। ଏ ଅବସରରେ ଏକ ସେମିନାର ଆୟୋଜିତ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ରୂପେ ଏସ ଆଣ୍ଡ ପି କମପ୍ଲେକ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏନ୍ ସୁବ୍ରମନ୍ୟମ…

Continue Readingନାଲକୋରେ ଭିଜିଲାନ୍ସ ସତର୍କତା ସେମିନାର ଆୟୋଜିତ

ତାଳଚେର ଥର୍ମାଲରେ ଏନ.ଟି.ପି.ସିର ୫୦ ତମ ପ୍ରତିଷ୍ଠା ଦିବସ ପାଳିତ, ୫୦ ଟି ଗଛ ଲଗାଇଲେ କମ୍ପାନୀ କର୍ତ୍ତୃପକ୍ଷ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲରେ ଏନଟିପିସିର ୫୦ ତମ ପ୍ରତିଷ୍ଠା ଦିବସ ଖୁବ ଧୁମଧାମରେ ପାଳିତ ହୋଇଛି। ପ୍ରଥମେ ନୂତନ ଭାବେ ତିଆରି କରାଯାଇଥିବା ପ୍ରୋଜେକ୍ଟ ଅଫିସ ପ୍ରାଙ୍ଗଣରେ ଏନ.ଟି.ପି ସି. ପତାକା ଉତ୍ତୋଳନ କରାଯାଇଥିଲା। ପ୍ରକଳ୍ପ ମୁଖ୍ୟ ବିଜୟ…

Continue Readingତାଳଚେର ଥର୍ମାଲରେ ଏନ.ଟି.ପି.ସିର ୫୦ ତମ ପ୍ରତିଷ୍ଠା ଦିବସ ପାଳିତ, ୫୦ ଟି ଗଛ ଲଗାଇଲେ କମ୍ପାନୀ କର୍ତ୍ତୃପକ୍ଷ

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ, ୩୦ଟି ଷ୍ଟଲରୁ କିଣାକିଣିର ମଜା ନେଉଛନ୍ତି ଅଞ୍ଚଳବାସୀ

ଅନୁଗୁଳ: ଆଜି ପୂର୍ବାହ୍ନରେ ସ୍ଥାନୀୟ ବିଜୁ ମଇଦାନ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ ହୋଇଛି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ…

Continue Readingଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ, ୩୦ଟି ଷ୍ଟଲରୁ କିଣାକିଣିର ମଜା ନେଉଛନ୍ତି ଅଞ୍ଚଳବାସୀ