ନିଯୁକ୍ତି ଦାବି: ଜିଲ୍ଲାପାଳ ଅଫିସ ସାମ୍ନାରେ ଏନ୍‌ଟିପିସିର ଟିଟିପିଏସ୍‌ ପ୍ଲାଣ୍ଟ ଦ୍ବାରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଧାରଣା

ଅନୁଗୁଳ: ନିଯୁକ୍ତି ଦାବିରେ ଏନ୍‌ଟିପିସିର ଟିଟିପିଏସ୍‌ ପ୍ଲାଣ୍ଟ ଦ୍ବାରା କ୍ଷତିଗ୍ରସ୍ତ ପ୍ରଜା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନେ ଅଭି‌ଯୋଗ କରିଛନ୍ତି ଯେ, ଟିଟିପିଏସ୍‌ ପ୍ଲାଣ୍ଟ ପାଇଁ ସେମାନେ ଜମି ହରାଇଛନ୍ତି। କିନ୍ତୁ ତ୍ରୁଟିପୂର୍ଣ୍ଣ ତଥ୍ୟ ପାଇଁ ଆଜି…

Continue Readingନିଯୁକ୍ତି ଦାବି: ଜିଲ୍ଲାପାଳ ଅଫିସ ସାମ୍ନାରେ ଏନ୍‌ଟିପିସିର ଟିଟିପିଏସ୍‌ ପ୍ଲାଣ୍ଟ ଦ୍ବାରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଧାରଣା

କାନ୍ଥ ପଡ଼ି ଶ୍ରମିକ ମୃତ, ଅଳ୍ପକେ ବର୍ତ୍ତିଲେ ଦୁଇ ଜଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ କଂସର ଗ୍ରାମରେ କାନ୍ଥ ପଡ଼ି ଜଣଙ୍କର ଜୀବନ ଯାଇଛି। ମୃତକ ହେଲେ ଖମାର ଥାନା ଅନ୍ତର୍ଗତ କଂସର ଗ୍ରାମର ମହେନ୍ଦ୍ର ଚାମ୍ପିଆ (୨୨)। ସେ କାନ୍ଥ ଖୋଳୁଥିବା ବେଳେ ତାଙ୍କ ଉପରେ ସମ୍ପୂର୍ଣ୍ଣ…

Continue Readingକାନ୍ଥ ପଡ଼ି ଶ୍ରମିକ ମୃତ, ଅଳ୍ପକେ ବର୍ତ୍ତିଲେ ଦୁଇ ଜଣ

ପୋଖରୀରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର, ଶୌଚ ହେବାକୁ ଯାଇଥିଲେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଛକ ନିକଟ ପୋଖରୀରୁ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବନ୍ତଳା ବଜାରର ଦୟାନିଧି ସାହୁଙ୍କ ସ୍ତ୍ରୀ ଘଣ୍ଟି ସାହୁ (୬୦)। ସୂଚନା ମୁତାବକ, ସବୁଦିନ ପରି…

Continue Readingପୋଖରୀରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର, ଶୌଚ ହେବାକୁ ଯାଇଥିଲେ

ଖରା ଦିନ ନ ଆସୁଣୁ କରଡ଼ାଗାଡଡ଼ିଆରେ ଜଳ ସମସ୍ୟା ଉତ୍କଟ: ପିଇବା ପାଣି ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ସ୍ଥାନୀୟ ଲୋକ

ଅନୁଗୁଳ: ଖରା ଦିନ ନ ଆସୁଣୁ ପାଣି ପାଇଁ ଆଉଟୁପାଉଟୁ ହେଲେଣି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କରଡାଗାଡିଆ ଗ୍ରାମବାସୀ। ସୂର୍ଯ୍ୟଙ୍କ ପ୍ରକୋପ ବଢ଼ିବ ସହ ସ୍ଥାନୀୟ ଅଞ୍ଚଳରେ ଜଳ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଠାକାର ଲୋକ ଫେବ୍ରୁଆରୀ…

Continue Readingଖରା ଦିନ ନ ଆସୁଣୁ କରଡ଼ାଗାଡଡ଼ିଆରେ ଜଳ ସମସ୍ୟା ଉତ୍କଟ: ପିଇବା ପାଣି ପାଇଁ ଜିଲ୍ଲାପାଳଙ୍କୁ ଗୁହାରି କଲେ ସ୍ଥାନୀୟ ଲୋକ

ଅନୁଗୁଳରେ ପୁଣି ମାତିଲେଣି ଲୁଟେରା ! ମାଉଜର ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଛଡ଼ାଇ ନେଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି ମାତିଲେଣି ଲୁଟେରା। ସ୍ଥାନୀୟ ଗାନ୍ଧୀ ମାର୍ଗସ୍ଥିତ ଏକ ସ୍କୁଲ ନିକଟରେ ମାଉଜର ଦେଖାଇ ଆଜି କିଛି ଦୁର୍ବୃତ୍ତ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଡରାଇବା ସହ ଡିପୋଜିଟ କରିବାକୁ ନେଉଥିବା ୧୦ ଲକ୍ଷ ଟଙ୍କା ଛଡ଼ାଇ ନେଇଛନ୍ତି।…

Continue Readingଅନୁଗୁଳରେ ପୁଣି ମାତିଲେଣି ଲୁଟେରା ! ମାଉଜର ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଛଡ଼ାଇ ନେଲେ ଦୁର୍ବୃତ୍ତ

ଅନୁଗୁଳରେ “ନିକ୍ଷୟ ମିତ୍ର” କାର୍ଯ୍ୟକ୍ରମ ଆରମ୍ଭ, ଯକ୍ଷ୍ମା ନିରାକରଣ ସଚେତନ ରଥକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

ଅନୁଗୁଳ: ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ  ଭାରତ ଅଭିଯାନ ଅନ୍ତର୍ଗତ ଅନୁଗୁଳରେ "ନିକ୍ଷୟ ମିତ୍ର" କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ…

Continue Readingଅନୁଗୁଳରେ “ନିକ୍ଷୟ ମିତ୍ର” କାର୍ଯ୍ୟକ୍ରମ ଆରମ୍ଭ, ଯକ୍ଷ୍ମା ନିରାକରଣ ସଚେତନ ରଥକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

ବୋଲେରୋ- ସ୍କୁଟି ମୁହାଁମୁହିଁ ଧକ୍କା: ଆରୋହୀଙ୍କ ଗୋଡ଼-ହାତ ଚୁରମାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବାଦୀବାହାଳ ନୂଆ ରାସ୍ତାରେ ଆଜି ଏକ ବୋଲେରୋ ସହ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ସ୍କୁଟିଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଆରୋହୀଙ୍କ ଗୋଟିଏ ହାତ ଓ ଗୋଟିଏ ଗୋଡ଼ ଭାଙ୍ଗିଛି। ଖବର…

Continue Readingବୋଲେରୋ- ସ୍କୁଟି ମୁହାଁମୁହିଁ ଧକ୍କା: ଆରୋହୀଙ୍କ ଗୋଡ଼-ହାତ ଚୁରମାର

ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ରକ୍ତଦାନ ଶିବିର: ୨୫୩ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠିକାଦାର ସଂଘ ଓ ଜିଲ୍ଲା ରକ୍ତ ଭଣ୍ଡାର ଆନୁକୂଲ୍ୟରେ ଏକ ବିଶାଳ ରକ୍ତଦାନ ଶିବିର ସ୍ଥାନୀୟ ଲାଇଟ ହାଉସ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଶିବିରରେ ୨୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର…

Continue Readingଜିଲ୍ଲା ଠିକାଦାର ସଂଘ ପକ୍ଷରୁ ରକ୍ତଦାନ ଶିବିର: ୨୫୩ ୟୁନିଟ ରକ୍ତ ସଂଗୃହୀତ

ଏମସିଏଲର ୧୪ ତମ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆୟୋଜିତ

ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ମହାନଦୀ କୋଇଲା ଖଣି ସଂସ୍ଥା (ଏମସିଏଲ) ର ୧୪ ତମ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି (ଆରପିଡିଏସି)  ବୈଠକ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର…

Continue Readingଏମସିଏଲର ୧୪ ତମ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆୟୋଜିତ

ଲଗାତାର ଟସ୍ ହାରିବା ବିଶ୍ବ ରେକର୍ଡ କଲା ଭାରତ, ODIରେ ୧୨ ଥର ହାରିଲା ଟସ୍

ଅନୁଗୁଳ: ଲଗାତାର ଟସ୍ ହାରିବାର ଆଜି ବିଶ୍ବ ରେକର୍ଡ କରିଛି ଭାରତ। ଆଜି ଚାମ୍ପିୟାନ୍ସ ଟ୍ରଫିରେ ଦୁବାଇରେ ମୁହାଁମୁହିଁ ହୋଇଛନ୍ତି ଦୁଇ ବଡ଼ ପ୍ରତିଦ୍ବନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଆଜିର ମ୍ୟାଚରେ ପାକିସ୍ତାନ କ୍ୟାପଟେନ ମହମ୍ମଦ ରିଜୱାନ ଟସ୍ ଜିତିବା ସହ…

Continue Readingଲଗାତାର ଟସ୍ ହାରିବା ବିଶ୍ବ ରେକର୍ଡ କଲା ଭାରତ, ODIରେ ୧୨ ଥର ହାରିଲା ଟସ୍