ଦଶମ ଶ୍ରେଣୀ ଛାତ୍ର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର, ମୁଣ୍ଡରେ ପଡ଼ିଛି ୫ଟି ଷ୍ଟିଚ୍

ଅନୁଗୁଳ: ଦଶମ ଶ୍ରେଣୀ ଛାତ୍ର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର। ପୂର୍ବ ଶତ୍ରୁତାକୁ ନେଇ ଅନୁଗୁଳର ଏହି ପୁରାତନ ସରକାରୀ ସ୍କୁଲର ଜଣେ ଛାତ୍ର ଆଉ ଜଣଙ୍କୁ ଛୁରୀରେ ଆକ୍ରମଣ କରିଛି। ଫଳରେ ସେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ…

Continue Readingଦଶମ ଶ୍ରେଣୀ ଛାତ୍ର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର, ମୁଣ୍ଡରେ ପଡ଼ିଛି ୫ଟି ଷ୍ଟିଚ୍

ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ନ୍ୟାୟ ପାଇଲେ ସାଧାରଣ ଜନତା

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସମୁଦାୟ ୩୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଶିବିରକୁ ଆସିଥିବା ଲୋକମାନେ ଗ୍ରାମ୍ୟ ସମସ୍ୟା, ସ୍ବାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମ୍ବନ୍ଧୀୟ, ବ୍ୟକ୍ତିଗତ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ନ୍ୟାୟ ପାଇଲେ ସାଧାରଣ ଜନତା

ବିଧାନସଭାରେ କଣିହାଁ ବ୍ଲକର ଦଲକ- ଝରଣ ପାଇଁ ପ୍ରଶ୍ନ କଲେ ବିଧାୟକ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ କରାଇବାକୁ ଦେଲେ ପ୍ରତିଶ୍ରୁତି

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ଥିତ କଣିହାଁ ବ୍ଲକ ଦଳକ ପଞ୍ଚାୟତର ଦଲକ- ଝରଣ ଏମଆଇପି ନେଇ ଆଜି ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସେ ଦାବି କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ୨୦୦୧…

Continue Readingବିଧାନସଭାରେ କଣିହାଁ ବ୍ଲକର ଦଲକ- ଝରଣ ପାଇଁ ପ୍ରଶ୍ନ କଲେ ବିଧାୟକ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ କରାଇବାକୁ ଦେଲେ ପ୍ରତିଶ୍ରୁତି

ସବୁ ବିଭାଗ ଉପରେ ରହିବ ସରକାରଙ୍କ ନଜର, ରିପୋର୍ଟ କରିବା ପାଇଁ ୬ ଅଧିକାରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏଣିକି ସବୁ ବିଭାଗ ଉପରେ ରହିବ ସରକାରଙ୍କ ନଜର। ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସବୁ ବିଭାଗର କାର୍ଯ୍ୟକୁ ତନ୍ନ ତନ୍ନ କରି ଯାଞ୍ଚ କରିବ। ଟିକେ ଏପଟ ସେପଟ ହେଲେ ନିଆଯିବ ସିଧା କାର୍ଯ୍ୟାନୁଷ୍ଠାନ। ବିଭିନ୍ନ ବିଭାଗ ସମ୍ପର୍କରେ ରିପୋର୍ଟ…

Continue Readingସବୁ ବିଭାଗ ଉପରେ ରହିବ ସରକାରଙ୍କ ନଜର, ରିପୋର୍ଟ କରିବା ପାଇଁ ୬ ଅଧିକାରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ନାବାଳକଙ୍କ ଗାଡ଼ି ଡ୍ରାଇଭିଂ ରୋକିବାକୁ ଜୋରଦାର ପ୍ରୟାସ : ଆଜିଠୁ ଏସଟିଏର ଦୁଇ ଦିନିଆ ସ୍ପେଶାଲ ଚେକିଂ

ଭୁବନେଶ୍ବର: ଆଉ ଗାଡ଼ି ଚଳାଇପାରିବେନି ନାବାଳକ। ଏହାକୁ ନେଇ ଆଜିଠୁ ଆରମ୍ଭ ହୋଇଛି ଜୋରଦାର ଚେକିଂ। ଏସଟିଏ ପକ୍ଷରୁ ଆଜିଠୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭରେ ସମସ୍ତ ଗାଡି ଓ ଏହାର ଚାଳକଙ୍କୁ ଚେକିଂ କରାଯିବ। ଖାସ କରି ନାବାଳକଙ୍କ ଗାଡ଼ି…

Continue Readingନାବାଳକଙ୍କ ଗାଡ଼ି ଡ୍ରାଇଭିଂ ରୋକିବାକୁ ଜୋରଦାର ପ୍ରୟାସ : ଆଜିଠୁ ଏସଟିଏର ଦୁଇ ଦିନିଆ ସ୍ପେଶାଲ ଚେକିଂ

ବିଜେଡିର ସମୀକ୍ଷା ବୈଠକ: ହାର ପାଇଁ ନିରାଶ ନ ହୋଇ ଜନତାଙ୍କ ସେବା ଜାରି ରଖିବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ କଣିହାଁ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସାଧାରଣ ନିର୍ବାଚନ ୨୦୨୪ରେ ବିଜୁ ଜନତା ଦଳର ବିପର୍ଯ୍ୟୟ ପରେ ଦଳର ଏହା ଥିଲା ପ୍ରଥମ ବୈଠକ।…

Continue Readingବିଜେଡିର ସମୀକ୍ଷା ବୈଠକ: ହାର ପାଇଁ ନିରାଶ ନ ହୋଇ ଜନତାଙ୍କ ସେବା ଜାରି ରଖିବାକୁ ଆହ୍ୱାନ

ବାଲେଶ୍ଵରରେ ଦଙ୍ଗାରେ ଗିରଫ କଏଦୀଙ୍କୁ ଶାନ୍ତିର ବାର୍ତ୍ତା ଦେବେ ବାଜି ରାଉତ ଛାତ୍ରାବାସର ସଦସ୍ୟ

ଅନୁଗୁଳ: ବାଲେଶ୍ଵର ସାମ୍ପ୍ରଦାୟିକ ଦଙ୍ଗାରେ ଗିରଫ ହୋଇ ଜେଲରେ ଥିବା ୧୧୪ ଜଣ କଏଦୀଙ୍କ ମଧ୍ୟରେ ଶାନ୍ତି ଓ ସଦଭାବନାର ବାର୍ତ୍ତା ବାଣ୍ଟିବା ସହ ଜେଲରେ ନାଟକ ପ୍ରଦର୍ଶନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ଵର ଏଡିଏମ ସୁଧାକର ନାୟକଙ୍କ ନିମନ୍ତ୍ରଣକ୍ରମେ…

Continue Readingବାଲେଶ୍ଵରରେ ଦଙ୍ଗାରେ ଗିରଫ କଏଦୀଙ୍କୁ ଶାନ୍ତିର ବାର୍ତ୍ତା ଦେବେ ବାଜି ରାଉତ ଛାତ୍ରାବାସର ସଦସ୍ୟ

ଅନୁଗୁଳରେ ବଜାର ପ୍ରବେଶ କଲା ବଜାଜ୍ ଚେତକ ଇଭି ‘ଚେତକ ୨୯୦୧’, ଥରେ ଚାର୍ଜ ହେଲେ ଗଡ଼ିବ ୧୨୩ କିମି

ଅନୁଗୁଳ: ଅନୁଗୁଳରେ ବଜାର ପ୍ରବେଶ କରିଛି ବଜାଜ୍ ଚେତକ ଇଭି ‘ଚେତକ ୨୯୦୧’। ଏହି ଦୁଇ ଚକିଆ ଗାଡ଼ିଟି ମେଟାଲରେ ନିର୍ମିତ ହେବା ସହ ଅତ୍ୟାଧୁନିକ ସେବା ପ୍ରଦାନ କରୁଛି। ଏହାର ଷ୍ଟାଇଲ ବଜାଜର ଅନ୍ୟ ସବୁ ଗାଡ଼ିଠୁ ଭିନ୍ନ। ଥରେ…

Continue Readingଅନୁଗୁଳରେ ବଜାର ପ୍ରବେଶ କଲା ବଜାଜ୍ ଚେତକ ଇଭି ‘ଚେତକ ୨୯୦୧’, ଥରେ ଚାର୍ଜ ହେଲେ ଗଡ଼ିବ ୧୨୩ କିମି

ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ନୂତନ ଗୃହ ଉଦ୍‌ଘାଟିତ, କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ

ତାଳଚେର : ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଶନିବାର ଓଡ଼ିଆ ବିଭାଗର ନୂତନ ଗୃହ ଉଦ୍‌ଘାଟନ ଓ ଚଳିତ ଶିକ୍ଷା ବର୍ଷରେ ୧୬ଟି ବିଭାଗରେ ଶୀର୍ଷ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ଅଧ୍ୟକ୍ଷ ଡ. ଅଜୟ କୁମାର…

Continue Readingତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ନୂତନ ଗୃହ ଉଦ୍‌ଘାଟିତ, କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ

କଣିହାଁ ମହାବିଦ୍ୟାଳୟର ନୂତନ କ୍ଯାମ୍ପସ ପାଇଁ ଭୂମିପୂଜନ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ମହକୁମାରେ ଥିବା କଣିହାଁ ମହାବିଦ୍ୟାଳୟର +୨ ବିଭାଗ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିର୍ମାଣ ନିମନ୍ତେ ଶନିବାର ନୂତନ କ୍ଯାମ୍ପସର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କଣିହାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ…

Continue Readingକଣିହାଁ ମହାବିଦ୍ୟାଳୟର ନୂତନ କ୍ଯାମ୍ପସ ପାଇଁ ଭୂମିପୂଜନ ଆୟୋଜିତ