ଓଟିଟିରେ ପ୍ରଦର୍ଶିତ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କର କାହାଣୀ, ରହିବ ୫ଟି ଅଧ୍ୟାୟ

ନୂଆଦିଲ୍ଲୀ: ଓଟିଟିରେ ପ୍ରଦର୍ଶିତ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କର କାହାଣୀ। ଆର୍ଥିକ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ୱେବ୍‌ ସିରିଜ୍ ଆଣିବା ଉପରେ କାମ କରୁଛି। ସେଥିରେ ୨୫-୩୦ ମିନିଟ୍‌ ବିଶିଷ୍ଟ ୫ଟି ଅଧ୍ୟାୟ ରହିବ।…

Continue Readingଓଟିଟିରେ ପ୍ରଦର୍ଶିତ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କର କାହାଣୀ, ରହିବ ୫ଟି ଅଧ୍ୟାୟ

କ୍ୟାଟ୍ ପକ୍ଷରୁ ବଜେଟ୍ ଆଲୋଚନା ଚକ୍ର ଆୟୋଜିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କ୍ୟାଟ (କନଫେଡେରେସନ ଅଫ ଅଲ୍ ଇଣ୍ଡିଆ ଟ୍ରେଡରସ) ପକ୍ଷରୁ ସ୍ଥାନୀୟ ମାରୱାଡି ଯୁବା ଭବନରେ 'ବଜେଟ ଆଲୋଚନା ଚକ୍ର' ଆୟୋଜିତ ହୋଇଛି। ସଭାପତି କମଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ…

Continue Readingକ୍ୟାଟ୍ ପକ୍ଷରୁ ବଜେଟ୍ ଆଲୋଚନା ଚକ୍ର ଆୟୋଜିତ

ନେପୁର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ, ଯୋଗ ଦେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ଥିତ ନବରତ୍ନ କାରଖାନା ନାଲକୋର ଅଗ୍ରଣୀ ଶ୍ରମିକ ସଂଗଠନ ନାଲକୋ ପ୍ରୋଗ୍ରେସିଭ ଏମ୍ଲୟୀଜ୍ ୟୁନିୟନ (ନେପୁ)ର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ନାଲକୋ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

Continue Readingନେପୁର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ, ଯୋଗ ଦେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ଅବକାରୀ ଚଢ଼ାଉ, ୭ ଗିରଫ

ବଇଣ୍ଡା: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଠାକୁରଗଡ଼,ହଣ୍ଡପା, କିଶୋରନଗର ଥାନା ଅଞ୍ଚଳରେ ଚଢ଼ାଉ କରି ବ୍ୟାପକ ଚୋରl ମଦ ଜବତ କରାଯାଇଛି। ଏଥିସହ ୭ ଜଣଙ୍କୁ ଗିରଫ କରାଯାଇଛି। ଠାକୁରଗଡ଼ ଥାନା କରଡ଼ାବାହାଳୀ…

Continue Readingଅବକାରୀ ଚଢ଼ାଉ, ୭ ଗିରଫ

ନବମ ଶ୍ରେଣୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଦଶମ ଶ୍ରେଣୀ ଛାତ୍ରଙ୍କୁ ଧରିଲା ପୋଲିସ

ଅନୁଗୁଳ: ଅନୁଗୁଳରେ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଧରିଛି ପୋଲିସ। ମଙ୍ଗଳବାର ପୋଲିସ ସମ୍ପୃକ୍ତ ନାବାଳକ ତଥା ଦଶମ ଶ୍ରେଣୀ ଛାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ ନାବାଳକଙ୍କୁ ପରିବୀକ୍ଷଣ ଛାତ୍ରାବାସକୁ ପଠାଯାଇଥିବା…

Continue Readingନବମ ଶ୍ରେଣୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ଦଶମ ଶ୍ରେଣୀ ଛାତ୍ରଙ୍କୁ ଧରିଲା ପୋଲିସ

ଆଠମଲ୍ଲିକରେ ଓଷ୍ଟାର ବ୍ଲକସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଓଷ୍ଟା ପକ୍ଷରୁ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ ପରିସରରେ ସାମ୍ବିଧାନିକ ସମ୍ମିଳନୀ ସୋମବାର ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥିମାନେ ଶିକ୍ଷକଙ୍କ ଦାୟିତ୍ୱ ବିଷୟରେ କହିଥିଲେ। ଶିକ୍ଷାବିତ ସୁଧାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ…

Continue Readingଆଠମଲ୍ଲିକରେ ଓଷ୍ଟାର ବ୍ଲକସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଆୟୋଜିତ

ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲରେ ଛାତ୍ର ନିର୍ବାଚନ ଆୟୋଜିତ, ଶପଥ ନେଲେ ନୂଆ ଛାତ୍ର ନେତା

ଅନୁଗୁଳ: ସ୍ଥାନୀୟ ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲରେ ଗତ ଶନିବାର ଛାତ୍ର ନିର୍ବାଚନ ଆୟୋଜିତ ହୋଇଛି। ପରେ ନିର୍ବାଚିତ ବିଦ୍ୟାର୍ଥୀଙ୍କ ଶପଥ ଗ୍ରହଣ ଲାଗି ଏକ ସଭାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବ୍ଲକ୍ ବିଜେପି ଉପାଧ୍ୟକ୍ଷ…

Continue Readingଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲରେ ଛାତ୍ର ନିର୍ବାଚନ ଆୟୋଜିତ, ଶପଥ ନେଲେ ନୂଆ ଛାତ୍ର ନେତା

ଗାଁ ଭିତରକୁ ପଶି ଆସିଥିବା ଏକ ହରିଣ ଉଦ୍ଧାର, କୁକୁର ମୁହଁରୁ ବଞ୍ଚାଇଲେ ଗ୍ରାମବାସୀ

ଅନୁଗୁଳ: ଖାଦ୍ୟ ଅନୁସନ୍ଧାନରେ ଅନୁଗୁଳ ଜିଲ୍ଲା ଗୁରଙ୍ଗ ଗାଁ ଭିତରକୁ ପଶି ଆସିଥିବା ଏକ ହରିଣଙ୍କୁ ଉଦ୍ଧାର କରିଛି ବନ ବିଭାଗ। ହରିଣଙ୍କୁ କୁକୁରମାନେ କାମୁଡ଼ି ଲହୁ ଲୁହାଣ କରିଦେଇଥିଲେ। ଗାଁ ଲୋକେ ତାକୁ କୁକୁର ମୁହଁରୁ ଉଦ୍ଧାର କରି ବନ…

Continue Readingଗାଁ ଭିତରକୁ ପଶି ଆସିଥିବା ଏକ ହରିଣ ଉଦ୍ଧାର, କୁକୁର ମୁହଁରୁ ବଞ୍ଚାଇଲେ ଗ୍ରାମବାସୀ

ରାସ୍ତାରେ ମୋରମ ବଦଳରେ ମାଟି ପକାଉଛନ୍ତି କଣ୍ଟ୍ରାକ୍ଟର, ମିଳିତ ଜନ ଶୁଣାଣିରେ ଅଭିଯୋଗ କଲେ ସନ୍ଥପଡ଼ାବାସୀ

ତାଳଚେର : ୧୪୯ ନଂ ଜାତୀୟ ରାଜପଥ ଆନନ୍ଦ ବଜାର ଛକ ଠାରୁ କମଳାଙ୍ଗ ଓଭର ବ୍ରିଜ ପର୍ଯ୍ୟନ୍ତ ଆରଡି ବିଭାଗ ତରଫରୁ ହେଇଥିବା ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଣୁ ସମ୍ପୃକ୍ତ ଠିକାଦାରଙ୍କ…

Continue Readingରାସ୍ତାରେ ମୋରମ ବଦଳରେ ମାଟି ପକାଉଛନ୍ତି କଣ୍ଟ୍ରାକ୍ଟର, ମିଳିତ ଜନ ଶୁଣାଣିରେ ଅଭିଯୋଗ କଲେ ସନ୍ଥପଡ଼ାବାସୀ

ଅନୁଗୁଳରେ ନବମ ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ର ହାଣିବା ଘଟଣା: ଶିକ୍ଷାମନ୍ତ୍ରୀ ଓ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ମାଗଣାରେ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ

ଅନୁଗୁଳ: ଅନୁଗୁଳରେ ଜଣେ ନବମ ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ର ହାଣି ଗୁରୁତର ଆହତ କରିବା ଘଟଣା ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହିତ…

Continue Readingଅନୁଗୁଳରେ ନବମ ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ର ହାଣିବା ଘଟଣା: ଶିକ୍ଷାମନ୍ତ୍ରୀ ଓ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ମାଗଣାରେ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ