ଅଶ୍ଳୀଳ ଫଟୋ ଭାଇରାଲ ପରେ ଆତ୍ମହତ୍ୟା କରିଥିଲେ ମହିଳା, ଆଜି ଅଭିଯୁକ୍ତ ଯୁବକକୁ ବାନ୍ଧିଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅର୍ନ୍ତଗତ ବଡତ୍ରିବିଡା ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଯୋଗୁଁ ସମ୍ପୃକ୍ତ ମହିଳା ଲାଜରେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ପରେ ଫଟୋ ଭାଇରାଲ କରିଥିବା…

Continue Readingଅଶ୍ଳୀଳ ଫଟୋ ଭାଇରାଲ ପରେ ଆତ୍ମହତ୍ୟା କରିଥିଲେ ମହିଳା, ଆଜି ଅଭିଯୁକ୍ତ ଯୁବକକୁ ବାନ୍ଧିଲା ପୋଲିସ
Read more about the article ଟ୍ୟୁସନ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
Law Judge Gavel And Legality Symbol

ଟ୍ୟୁସନ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଅନୁଗୁଳ: ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଟ୍ୟୁସନ ସାରଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ୨୦୨୨ ମସିହାରେ ହଣ୍ଡପା ଅଞ୍ଚଳରେ ଜଣେ ଟ୍ୟୁସନ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଟ୍ୟୁସନ ଶିକ୍ଷକଙ୍କୁ ଆଜି ଅତିରିକ୍ତ ଜିଲ୍ଲା ତଥା ସ୍ୱତନ୍ତ୍ର ଜଜ୍ ପୋକସୋ ୨୦ ବର୍ଷ…

Continue Readingଟ୍ୟୁସନ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଜମି କିଣିବା ଓ ଘର ନିର୍ମାଣ ପାଇଁ ମିଳିବ ଅଗ୍ରୀମ ଟଙ୍କା

ଭୁଵନେଶ୍ବର : ଏଣିକି ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଜମି କିଣିବା ଓ ଘର ନିର୍ମାଣ ପାଇଁ ମିଳିବ ଅଗ୍ରୀମ ଟଙ୍କା। ଘର ଭଡା ଖର୍ଚ୍ଚ(ଏଚଆରଏ)ରେ ପାଉଥିବା ଟଙ୍କା ସହିତ ଏଣିକି ନୂଆ ଜମି ଓ ଘର କିଣିବା ପାଇଁ ମଧ୍ୟ…

Continue Readingହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଜମି କିଣିବା ଓ ଘର ନିର୍ମାଣ ପାଇଁ ମିଳିବ ଅଗ୍ରୀମ ଟଙ୍କା

ଦେଶ ପାଇଁ ଖେଳିବେ ତାଳଚେରର ପୁଅ ସନ୍ତୋଷ: ଭାରତୀୟ ଦିବ୍ୟାଙ୍ଗ (ବଧୀର)କ୍ରିକେଟ୍ ଟିମରେ ପାଇଲେ ସ୍ଥାନ

ଅନୁଗୁଳ: ଦେଶର ପ୍ରତିନିଧିତ୍ୱ କରିବେ ତାଳଚେର ମାଟିର ପୁଅ। ଭାରତ ପାଇଁ ଖେଳିବେ ତାଳଚେର ହାଟତୋଟା ୧୫ ନମ୍ବର ୱାର୍ଡର ବସନ୍ତ କୁମାର ମହାପାତ୍ର ଓ ସଂଧ୍ୟାରାଣୀ ମହାପାତ୍ରଙ୍କ ବଡ଼ ପୁଅ ସନ୍ତୋଷ କୁମାର ମହାପାତ୍ର। ସନ୍ତୋଷ ଭାରତୀୟ ଦିବ୍ୟାଙ୍ଗ (ବଧୀର)କ୍ରିକେଟ୍…

Continue Readingଦେଶ ପାଇଁ ଖେଳିବେ ତାଳଚେରର ପୁଅ ସନ୍ତୋଷ: ଭାରତୀୟ ଦିବ୍ୟାଙ୍ଗ (ବଧୀର)କ୍ରିକେଟ୍ ଟିମରେ ପାଇଲେ ସ୍ଥାନ

ଆଉ ନ୍ୟାୟ ପାଇଁ ଦୌଡ଼ିବାକୁ ପଡ଼ିବନି ଦୂରକୁ, ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ

ଭୁବନେଶ୍ବର: ଆଉ ନ୍ୟାୟ ପାଇଁ ଦୌଡ଼ିବାକୁ ପଡ଼ିବନି ଦୂରକୁ। ଲୋକଙ୍କ ଘର ପାଖରେ ପହଞ୍ଚିବ ନ୍ୟାୟାଳୟ। ଏଣିକି ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ। ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ଜଷ୍ଟିସ୍ ଆଟ…

Continue Readingଆଉ ନ୍ୟାୟ ପାଇଁ ଦୌଡ଼ିବାକୁ ପଡ଼ିବନି ଦୂରକୁ, ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ

୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଓ ୩୦ ହଜାର ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା। ମଙ୍ଗଳବାର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର ବ୍ରାଉନ୍ସୁଗାର ଓ ଗଞ୍ଜେଇ ଜବତ କରାଯାଇଛି। ଏଥିସହ କାରବାରରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନ୍ସୁଗାରର ମୂଲ୍ୟ…

Continue Reading୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଓ ୩୦ ହଜାର ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଜିଏସଟି କର୍ତ୍ତୃପକ୍ଷଙ୍କ ମନମୁଖୀ ଚଢ଼ଉକୁ ବିରୋଧ: ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିବ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ

ଅନୁଗୁଳ: ଜିଏସଟି କର୍ତ୍ତୃପକ୍ଷଙ୍କ ମନମୁଖୀ ଚଢ଼ଉ ପରେ ଜୟପୁର ସହରରେ ନ୍ୟୁ ଭୈଷବୀ ଅଳଙ୍କାରର ସ୍ଵତ୍ତାଧିକାରୀ ଭି. ହରିପ୍ରସାଦଙ୍କର ହୃଦଘାତରେ ପରଲୋକ ହୋଇଛି। ଏହାକୁ ବିରୋଧ କରି ବୁଧବାର ୬ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଅନୁଗୁଳ ଜିଏସଟି କାର୍ଯ୍ୟାଳୟ ସମ୍ମୁଖରେ…

Continue Readingଜିଏସଟି କର୍ତ୍ତୃପକ୍ଷଙ୍କ ମନମୁଖୀ ଚଢ଼ଉକୁ ବିରୋଧ: ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିବ ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ

ଜାପାନରେ ପ୍ରତିଭା ପ୍ରଦର୍ଶନ କଲେ ଅନୁଗୁଳ ଛାତ୍ର ତେଜସ ଦାଶ, ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଦେଲେ ଯୋଗ

ଅନୁଗୁଳ: ଜାପାନରେ ପ୍ରତିଭା ପ୍ରଦର୍ଶନ କଲେ ଅନୁଗୁଳ ଛାତ୍ର।ଅନୁଗୁଳ ଚମ୍ପତିମୁଣ୍ଡାସ୍ଥିତ ପିଏମ୍‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ତେଜସ ଦାଶ ଜାପାନର ଟୋକିଓରେ ଆୟୋଜିତ ସାକୁରା ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଫେରିଛନ୍ତି। ଏହି କାର୍ଯ୍ୟକ୍ରମ ଭାରତ…

Continue Readingଜାପାନରେ ପ୍ରତିଭା ପ୍ରଦର୍ଶନ କଲେ ଅନୁଗୁଳ ଛାତ୍ର ତେଜସ ଦାଶ, ବିଜ୍ଞାନ ବିନିମୟ କାର୍ଯ୍ୟକ୍ରମରେ ଦେଲେ ଯୋଗ

ମଧ୍ୟପ୍ରାଚ୍ୟରେ ଭୀଷଣ ଯୁଦ୍ଧକୁ ବିରୋଧ: ଅନୁଗୁଳରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ)ର ପ୍ରତିବାଦ ସଭା

ଅନୁଗୁଳ: ଇସ୍ରାଏଲ ପାଲେଷ୍ଟାଇନ୍ ଓ ଲେବାନନ୍ ଉପରେ ଚଳାଇଥିବା ବର୍ବର ଆକ୍ରମଣ ଓ ଯୁଦ୍ଧ ବିରୁଦ୍ଧରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଆଜି ଦେଶବ୍ୟାପୀ ଯୁଦ୍ଧ ବିରୋଧୀ ପ୍ରତିବାଦ ଦିବସ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲା କମିଟି ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ…

Continue Readingମଧ୍ୟପ୍ରାଚ୍ୟରେ ଭୀଷଣ ଯୁଦ୍ଧକୁ ବିରୋଧ: ଅନୁଗୁଳରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ)ର ପ୍ରତିବାଦ ସଭା

ବଅଁରପାଳରେ ଗିରି ଗୋବର୍ଦ୍ଧନ ପୂଜା, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

  ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସାପ୍ତାହିକ ହାଟ ପାର୍ଶ୍ଵ ପଡିଆରେ ଗିରି ଗୋବର୍ଦ୍ଧନଙ୍କ ବାର୍ଷିକ ପୂଜା ଗତ ଶନିବାର ଠାରୁ ଆରମ୍ଭ ହୋଇଛି। ଉକ୍ତଦିନ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ନିକଟସ୍ଥ ପୁଷ୍କରିଣୀରୁ ପୂଜା ପାଠ ପୂର୍ବକ କଳସରେ…

Continue Readingବଅଁରପାଳରେ ଗିରି ଗୋବର୍ଦ୍ଧନ ପୂଜା, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼