ବଢ଼ୁଛି ଡେଙ୍ଗୁ ସଂକ୍ରମଣ: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି

ଭୁବନେଶ୍ୱର: ବର୍ଷା ସହ ରାଜ୍ୟରେ ଆତଙ୍କ ଖେଳାଇଲାଣି ଡେଙ୍ଗୁ। ରାଜ୍ୟରେ ଏବେ ଡେଙ୍ଗୁ ସଂକ୍ରମଣ ଆରମ୍ଭ ହୋଇଗଲାଣି। ଏହାକୁ ନଜରରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଗତ ୫ବର୍ଷ ଭିତରେ ଯେଉଁ ଯେଉଁ ଅଞ୍ଚଳ ଡେଙ୍ଗୁ…

Continue Readingବଢ଼ୁଛି ଡେଙ୍ଗୁ ସଂକ୍ରମଣ: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି

ଅଧା ରହିଗଲା ତାରିଣୀ ଦର୍ଶନ! ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବୋଲେରୋ, ପୂରା ପରିବାର ଗୁରୁତର

ଅନୁଗୁଳ: ଅଧା ରହିଗଲା ତାରିଣୀ ଦର୍ଶନ। ମଝି ରାସ୍ତାରେ ଟ୍ରକକୁ ଧକ୍କା ଦେଲା ବୋଲେରୋ। ସମସ୍ତ ଯାତ୍ରୀ ଗୁରୁତର। ସୂଚନା ମୁତାବକ, ସୋମବାର ରାତିରେ ଅନୁଗୁଳ ଜିଲ୍ଲା ଛେଳିଆପଡା ଗାଁର ଗୋଟିଏ ପରିବାର ତାରିଣୀ ଦର୍ଶନ କରିବା ପାଇଁ ବୋଲେରୋରେ କେନ୍ଦୁଝର…

Continue Readingଅଧା ରହିଗଲା ତାରିଣୀ ଦର୍ଶନ! ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବୋଲେରୋ, ପୂରା ପରିବାର ଗୁରୁତର

ନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଦାବି: ହିଙ୍ଗୁଳା ଖଣି ବନ୍ଦ ଆନ୍ଦୋଳନ କଲେ ଗୋପାଳପ୍ରସାଦ ଗ୍ରାମବାସୀ

ତାଳଚେର: ନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଆଦି ଦାବିରେ ତାଳଚେର ବ୍ଲକ ଗୋପାଳପ୍ରସାଦ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା କୋଇଲା ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ସୋମବାର ସକାଳୁ ଶତାଧିକ ଗ୍ରାମବାସୀ ହିଙ୍ଗୁଳା କୋଇଲା ଖଣି, ଟାଇମ ଅଫିସ,କୋଇଲା ପରିବହନ ରାସ୍ତା ଆଦି…

Continue Readingନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଦାବି: ହିଙ୍ଗୁଳା ଖଣି ବନ୍ଦ ଆନ୍ଦୋଳନ କଲେ ଗୋପାଳପ୍ରସାଦ ଗ୍ରାମବାସୀ

ଚିତି ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଗୁରୁଜାଙ୍ଗ ଗ୍ରାମ ପଞ୍ଚାୟତ ଶିରିଗିଡା ଗ୍ରାମରେ ଜଣଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ମୃତକ ହେଲେ ବାଇଧର ଦାସଙ୍କ ପୁଅ ଜିତୁ ଦାସ। ସୂଚନା ଅନୁସାରେ, ରବିବାର ରାତିରେ ଜିତୁଙ୍କୁ ଏକ ଜନ୍ତୁ କାମୁଡ଼ିବା ପରେ…

Continue Readingଚିତି ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ହାରିବା ପରେ ରାଜନୀତିରୁ ସନ୍ନ୍ୟାସ ନେଲେ ଢେଙ୍କାନାଳ ବିଜେଡି ସାଂସଦ ପ୍ରାର୍ଥୀ ଡା. ଅବିନାଶ ସାମଲ ! ପୋଷ୍ଟରରେ ନାହିଁ ଦଳୀୟ ଚିହ୍ନ କି ନେତାଙ୍କ ଫଟୋ

ଅନୁଗୁଳ: ରାଜ୍ୟ ସରକାର ବଦଳିବା ପରେ ବିଜେଡିର ନେତାଙ୍କ ମତିଗତି ବି ପରିବର୍ତ୍ତନ ହେଲା ଭଳି ଗନ୍ଧ ଆସୁଛି। କିଛି ନେତା ଖୋଲାଖୋଲି ଦଳ ବିରୋଧରେ ମୁହଁ ଖୋଲୁ ନ ଥିବା ବେଳେ ସେମାନଙ୍କ କାର୍ଯ୍ୟ କିନ୍ତୁ ଅନେକ କିଛି କହୁଛି।…

Continue Readingହାରିବା ପରେ ରାଜନୀତିରୁ ସନ୍ନ୍ୟାସ ନେଲେ ଢେଙ୍କାନାଳ ବିଜେଡି ସାଂସଦ ପ୍ରାର୍ଥୀ ଡା. ଅବିନାଶ ସାମଲ ! ପୋଷ୍ଟରରେ ନାହିଁ ଦଳୀୟ ଚିହ୍ନ କି ନେତାଙ୍କ ଫଟୋ

ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗରେ ନୂଆ କେଳେଙ୍କାରୀ: ବିନା ମିଟରରେ ରାସ୍ତା କଡ଼ରେ ଲଗାଇଛନ୍ତି ପାଣି ପାଇପ୍, ସାଧାରଣ ଲୋକଙ୍କ ଘରକୁ ଆସୁନି ପାଣି

ଅନୁଗୁଳ: ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗରେ ନୂଆ ନୂଆ କେଳେଙ୍କାରୀ ସାମ୍ନାକୁ ଆସୁଛି। ବିଭାଗରେ ତଳ କର୍ମଚାରୀଠୁ ନେଇ ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ମନୋମୁଖୀ କାର୍ଯ୍ୟ କରୁଛନ୍ତି। ପାଣି ସଂଯୋଗ କରିବାରେ ଏଠାରେ ଅଧିକାରୀମାନେ ମନ ଇଚ୍ଛା କାମ କରୁଥିବା ଅଭିଯୋଗ…

Continue Readingଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗରେ ନୂଆ କେଳେଙ୍କାରୀ: ବିନା ମିଟରରେ ରାସ୍ତା କଡ଼ରେ ଲଗାଇଛନ୍ତି ପାଣି ପାଇପ୍, ସାଧାରଣ ଲୋକଙ୍କ ଘରକୁ ଆସୁନି ପାଣି

୪ଟି ଧଳା ଜିନିଷକୁ ଖାଇବାଠାରୁ ଦୂରେଇ ରୁହନ୍ତୁ, ନଚେତ୍ ହୋଇପାରେ ବଡ଼ ରୋଗ

ଆଜିକାଲିର ଖରାପ ଲାଇଫ୍‌ଷ୍ଟାଇଲ ଏବଂ ଖାଇବା ଅଭ୍ୟାସ ଯୋଗୁ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି। ତେବେ ଭଲ ସ୍ବାସ୍ଥ୍ୟ ପାଇଁ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଖାଇବାକୁ ସବୁବେଳେ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କିନ୍ତୁ ଆଜିକାଲି ଲୋକମାନେ ଜାଣିଶୁଣି ହେଉ କିମ୍ବା…

Continue Reading୪ଟି ଧଳା ଜିନିଷକୁ ଖାଇବାଠାରୁ ଦୂରେଇ ରୁହନ୍ତୁ, ନଚେତ୍ ହୋଇପାରେ ବଡ଼ ରୋଗ

ଦେବଭୂମି ଜିନ୍ଦଲନଗରରେ ରଥ ଯାତ୍ରା ପାଳିତ, ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କଲେ ମହାବାହୁ

ଅନୁଗୁଳ: ଦେବଭୂମି ଜିନ୍ଦଲନଗରରେ ଘୋଷଯାତ୍ରା ବେଶ୍ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ରଥଯାତ୍ରା ଦେଖିବାକୁ ଆଖପାଖ ଗ୍ରାମାଞ୍ଚଳ ଏବଂ ଅନୁଗୁଳରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା। ବଡ଼ ଠାକୁର ତାଳଧ୍ଵଜରେ, ଦେବୀ ସୁଭଦ୍ରା ଦର୍ପଦଳନରେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷରେ ଗୁଣ୍ଡିଚା…

Continue Readingଦେବଭୂମି ଜିନ୍ଦଲନଗରରେ ରଥ ଯାତ୍ରା ପାଳିତ, ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କଲେ ମହାବାହୁ

ଇଚ୍ଛାପୁର କୃଷକ ସମାଜର ବାର୍ଷିକ ବୈଠକ ଆୟୋଜିତ, ନୂଆ ସଭାପତି ହେଲେ ଶ୍ରୀବତ୍ସ ସାହୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଇଚ୍ଛାପୁର ଗ୍ରାମର କଲ୍ୟାଣୀ ମଣ୍ଡପ ଠାରେ ଶୁକ୍ରବାର ଦିନ ଇଚ୍ଛାପୁର କୃଷକ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି। କୃଷକ ସମାଜର ସଭାପତି ଭାଗିରଥୀ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ଇଚ୍ଛାପୁର ଗ୍ରାମର କୃଷକଙ୍କ…

Continue Readingଇଚ୍ଛାପୁର କୃଷକ ସମାଜର ବାର୍ଷିକ ବୈଠକ ଆୟୋଜିତ, ନୂଆ ସଭାପତି ହେଲେ ଶ୍ରୀବତ୍ସ ସାହୁ

ରଥ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ, ସୋମବାର ବଦଳରେ ମଙ୍ଗଳବାର ହେବ ଅଭିଯୋଗ ଶୁଣାଣି

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ମହମ୍ମଦ ଅବ୍ଦାଲ ଅଖତରଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ କରାଯାଇଛି। ଆସନ୍ତା ୮ ତାରିଖ ରଥଯାତ୍ରା ଉପଲକ୍ଷେ ସରକାରୀ ଛୁଟି ଘୋଷଣା କରାଯାଇଥିବାରୁ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟଠାରେ ହେବାକୁ ଥିବା ଜନ ଶୁଣାଣି କାର୍ଯ୍ୟକ୍ରମ…

Continue Readingରଥ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ, ସୋମବାର ବଦଳରେ ମଙ୍ଗଳବାର ହେବ ଅଭିଯୋଗ ଶୁଣାଣି