ଶୈଳ ଶ୍ରୀକ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ରାଜ୍ୟପାଳ ରଘୁବର ଦାସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନ ତଥା ଅନ୍ତିମ ପର୍ଯ୍ୟାୟରେ ରାଜ୍ୟପାଳ ରଘୁବର ଦାସ ଆଜି ସକାଳେ ଶୈଳ ଶ୍ରୀକ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ରାଜ୍ୟପାଳ ଆଜି ସକାଳ…

Continue Readingଶୈଳ ଶ୍ରୀକ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ରାଜ୍ୟପାଳ ରଘୁବର ଦାସ

ଅନୁଗୁଳରେ ନୂଆ ଓଡ଼ିଶା, ନବୀନ ଓଡ଼ିଶା ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁମଣ୍ଡ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ ଓଡ଼ିଶା, ନବୀନ ଓଡ଼ିଶା ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି।ଉତ୍ସବରେ ବସୁଧାର ଉପଦେଷ୍ଟା ତଥା ଅନୁଗୁଳ ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ…

Continue Readingଅନୁଗୁଳରେ ନୂଆ ଓଡ଼ିଶା, ନବୀନ ଓଡ଼ିଶା ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ଅନୁଗୁଳ ଗସ୍ତରେ ରାଜ୍ୟପାଳ ରଘୁବର ଦାସ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଛାତ୍ରାବାସକୁ ଦେଲେ ୧ ଲକ୍ଷର ଅନୁଦାନ ରାଶି

ଅନୁଗୁଳ: କାର୍ଯ୍ୟଭାର ଗ୍ରହଣ କରିବା ପରେ ରାଜ୍ୟପାଳ ରଘୁବର ଦାସ ଆଜି ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲା ଗସ୍ତ କରିଛନ୍ତି। ପ୍ରଥମେ ସେ ନାଲ୍‌କୋ ଗେଷ୍ଟ ହାଉସଠାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।…

Continue Readingଅନୁଗୁଳ ଗସ୍ତରେ ରାଜ୍ୟପାଳ ରଘୁବର ଦାସ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଛାତ୍ରାବାସକୁ ଦେଲେ ୧ ଲକ୍ଷର ଅନୁଦାନ ରାଶି

ଅନୁଗୁଳ ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର: ତାଲିମ ନେଲେ ଜୋନ ନଂ ୧ ଓ ଜୋନ ନଂ ୩ର ସଭ୍ୟବୃନ୍ଦ

ଅନୁଗୁଳ: ଅନୁଗୁଳ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ରଜନୀକାନ୍ତ ସିଂହଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ୩ ଦିନ ଚାଲିବାକୁ ଥିବା ଏହି ଶିବିରର ପ୍ରଥମ ଦିନରେ ଜୋନ ନଂ ୧ ଓ…

Continue Readingଅନୁଗୁଳ ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର: ତାଲିମ ନେଲେ ଜୋନ ନଂ ୧ ଓ ଜୋନ ନଂ ୩ର ସଭ୍ୟବୃନ୍ଦ

୬୧ ତମ ଗୃହରକ୍ଷୀ ବାହିନୀ ଦିବସ ପାଳିତ: ଅଭିବାଦନ ଗ୍ରହଣ କଲେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ

ଅନୁଗୁଳ: ସ୍ଥାନୀୟ ଗୃହରଖି ବାହିନୀ କାର୍ଯ୍ୟାଳୟ ପରିସରରେ ୬୧ ତମ ଗୃହରକ୍ଷୀ ବାହିନୀ ଦିବସ ବୁଧବାର ପାଳିତ ହୋଇଛି। ଏ ଅବସରରେ ଆୟୋଜିତ ସମ୍ମିଳିତ ପରେଡରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ କ୍ୟାଡେଟଙ୍କ…

Continue Reading୬୧ ତମ ଗୃହରକ୍ଷୀ ବାହିନୀ ଦିବସ ପାଳିତ: ଅଭିବାଦନ ଗ୍ରହଣ କଲେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ

ରେଙ୍ଗାଳୀ ବୁଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଲେ ଅନୁଗୁଳ ଜିଲ୍ଲା ବିଜେପିର ପ୍ରତିନିଧି ଦଳ, କାଲି ରାଜ୍ୟପାଳଙ୍କୁ ଦେବେ ଦାବି ପତ୍ର

ପାଳଲହଡ଼ା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ନେତୃତ୍ଵରେ ଆଜି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରେଙ୍ଗାଳୀ ବୁଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି। ସେମାନେ ଗୁରୁଜାଙ୍ଗ ପଞ୍ଚାୟତ ଦ୍ଵିତୀୟ ଚିଲିକାରେ ପହଞ୍ଚି ପାଣି ଭିତରେ ପଶି ଆନ୍ଦୋଳନକାରୀଙ୍କ…

Continue Readingରେଙ୍ଗାଳୀ ବୁଡ଼ି କ୍ଷତିଗ୍ରସ୍ତଙ୍କୁ ଭେଟିଲେ ଅନୁଗୁଳ ଜିଲ୍ଲା ବିଜେପିର ପ୍ରତିନିଧି ଦଳ, କାଲି ରାଜ୍ୟପାଳଙ୍କୁ ଦେବେ ଦାବି ପତ୍ର

ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ଆନ୍ଦୋଳନକୁ ବର୍ଷେ, ଆସନ୍ତାକାଲିଠାରୁ ବିଧାନସଭା ଆଗରେ ଧାରଣା ଦେବ କ୍ରିୟାନୁଷ୍ଠାନ କମିଟି

ତାଳଚେର: ତାଳଚେରକୁ ସ୍ବତନ୍ତ୍ର ଜିଲ୍ଲା କରିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣାକୁ ଆଜି ବର୍ଷେ ପୂରିଛି। ଏହା ଗତ ବର୍ଷ ଡିସେମ୍ବର ୫ ତାରିଖରେ ଆରମ୍ଭ ହୋଇଥିଲା। ଏ ଅବସରରେ କ୍ରିୟାନୁଷ୍ଠାନ କମିଟି କହିଛି, ଗତ କାଲି…

Continue Readingତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ଆନ୍ଦୋଳନକୁ ବର୍ଷେ, ଆସନ୍ତାକାଲିଠାରୁ ବିଧାନସଭା ଆଗରେ ଧାରଣା ଦେବ କ୍ରିୟାନୁଷ୍ଠାନ କମିଟି

୬ରୁ ଦୁଇ ଦିନିଆ ଅନୁଗୁଳ ଗସ୍ତରେ ରାଜ୍ୟପାଳ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଅନୁଗୁଳ: ରାଜ୍ୟପାଳ ରଘୁବର ଦାସଙ୍କ ଚଳିତ ମାସ ୬ ଓ ୭ ତାରିଖରେ ଦୁଇଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳଙ୍କ ଗସ୍ତ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଜିଲ୍ଲା…

Continue Reading୬ରୁ ଦୁଇ ଦିନିଆ ଅନୁଗୁଳ ଗସ୍ତରେ ରାଜ୍ୟପାଳ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଫାଟିଲା ନାଲକୋ ଆସ୍ ପାଇପ୍ ଲାଇନ୍ , ଠିକା ସଂସ୍ଥା କହିଲା- ଖବର ପହଞ୍ଚିନି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତେଣ୍ଟୋଲୋଇ ଗ୍ରାମ ଦେଇ ଯାଇଥିବା ନାଲକୋ ଆସ ପାଇପ ଲାଇନ୍ ଫାଟି ଯାଇଛି। ସୂଚନା ମୁତାବକ, ମଙ୍ଗଳବାର ସକାଳେ ତେଣ୍ଟୋଲୋଇ ଗ୍ରାମ ଦେଇ ଯାଇଥିବା ନାଲକୋ ଆସ ପାଇପ ଲାଇନ କୌଣସି କାରଣରୁ…

Continue Readingଫାଟିଲା ନାଲକୋ ଆସ୍ ପାଇପ୍ ଲାଇନ୍ , ଠିକା ସଂସ୍ଥା କହିଲା- ଖବର ପହଞ୍ଚିନି

ଶୀତକାଳୀନ ଅଧିବେଶନରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପ୍ରଶ୍ନ: ୧୪୯, ୫୩, ୫୫ ନମ୍ବର ଜାତୀୟ ରାଜପଥର କାମ ସରିବ କେବେ ?

ଅନୁଗୁଳ: ଆରମ୍ଭ ହୋଇଛି ଚଳିତ ଶୀତକାଳୀନ ଅଧିବେଶନ। ଆଜି ପ୍ରଥମ ଦିନରେ ଢେଙ୍କାନାଳ ସାଂସଦ ମହେଶ ସାହୁ ୧୪୯, ୫୩, ୫୫ ନମ୍ବର ଜାତୀୟ ରାଜପଥର କାର୍ଯ୍ୟ ଅଗ୍ରଗତି ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସାଂସଦ କହିଛନ୍ତି, କାମ ସଂପୂର୍ଣ୍ଣ ନ…

Continue Readingଶୀତକାଳୀନ ଅଧିବେଶନରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପ୍ରଶ୍ନ: ୧୪୯, ୫୩, ୫୫ ନମ୍ବର ଜାତୀୟ ରାଜପଥର କାମ ସରିବ କେବେ ?