ପୂର୍ବତନ ମନ୍ତ୍ରୀ ଅଦ୍ଵୈତ ପ୍ରସାଦ ସିଂହଙ୍କ ସ୍ମୃତିରେ ଟୁର୍ଣ୍ଣାମେଣ୍ଟ: କଟକକୁ ପରାସ୍ତ କରି ଭଦ୍ରକ ରେଲୱେ ରାଇଜିଂ ଷ୍ଟୁଡେଣ୍ଟ୍ ଚାମ୍ପିୟନ
ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ ଅଦ୍ଵୈତ ପ୍ରସାଦ ସିଂହଙ୍କ ସ୍ମୃତିରେ ଗୋତମରା ଖେଳ ପଡ଼ିଆ ଠାରେ ଚାଲିଥିବା ଅଲ୍ ଓଡ଼ିଶା ୧୧ ତମ ଏ.ପି. ସିଂହ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଓ ୩୧ ତମ ମା' ବ୍ରହ୍ମାୟଣୀ କ୍ରିକେଟ…



