କଳମଛୁଇଁରେ ଗୀତା ମହାଯଜ୍ଞ ଆୟୋଜିତ, ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ତାଳଚେର : ତାଳଚେର ବ୍ଲକ୍ କଳମଛୁଇଁ ଗ୍ରାମ ଅନ୍ତର୍ଗତ ବୁଢାବୁରୀ ସାହିରେ ଗୀତା ମହାଯଜ୍ଞ ପାଳିତ ହୋଇଛି। ପଣ୍ଡିତ ଟଙ୍କଧର ଶତପଥୀଙ୍କ ପୌରୋହିତ୍ୟରେ ହୃଦୟ କୁମାର ଶତପଥୀ, ସନ୍ତୋଷ ତ୍ରିପାଠୀ, ସୁଶାନ୍ତ ଶତପଥୀ ପ୍ରମୁଖ ସୂର୍ଯ୍ୟ ପୂଜା, ପଞ୍ଚକର୍ମ, ମହାମୃତ୍ୟୁଞ୍ଜୟ ଜପ…

Continue Readingକଳମଛୁଇଁରେ ଗୀତା ମହାଯଜ୍ଞ ଆୟୋଜିତ, ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଏଣିକି ଗ୍ରାମ ପଞ୍ଚାୟତରେ ଆୟୋଜିତ ହେବ ଜନ ଶୁଣାଣି କାର୍ଯ୍ୟକ୍ରମ, ପ୍ରତି ସୋମବାର ଅଭିଯୋଗ ଶୁଣିବେ ଜିଲ୍ଲାପାଳ

ଅନୁଗୁଳ: ଏଣିକି ପ୍ରତି ସୋମବାର ଦିନ ଅନୁଗୁଳ ଜିଲ୍ଲାର ପ୍ରତି ବ୍ଲକର ଗୋଟିଏ ଗୋଟିଏ ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଆୟୋଜିତ ହେବ। ପ୍ରଶାସନିକ ସ୍ତରରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ଦୃଢ଼ କରିବା ସହ ଫାଇଭ…

Continue Readingଏଣିକି ଗ୍ରାମ ପଞ୍ଚାୟତରେ ଆୟୋଜିତ ହେବ ଜନ ଶୁଣାଣି କାର୍ଯ୍ୟକ୍ରମ, ପ୍ରତି ସୋମବାର ଅଭିଯୋଗ ଶୁଣିବେ ଜିଲ୍ଲାପାଳ

ତାଳଚେର ଓ ପାଲଲହଡ଼ା ଗଡ଼ଜାତ ଜିଲ୍ଲା ହେବ !!

ଅନୁଗୁଳ: ଚଳିତ ବିଧାନ ସଭାରେ ବିଜେପି ବିଧାୟକ ନବ ଚରଣ ମାଝି ଓ କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରକାଶ କରିଥିଲେ କି ସରକାରଙ୍କ ପାଖରେ ୧୫ ଟି ଜିଲ୍ଲାକୁ ଭାଙ୍ଗି ୨୮ ଗୋଟି ନୂଆ…

Continue Readingତାଳଚେର ଓ ପାଲଲହଡ଼ା ଗଡ଼ଜାତ ଜିଲ୍ଲା ହେବ !!

କୁଲାଡ଼ରେ ରାଜ୍ୟ ଟ୍ରକ ମାଲିକ ମହାସଂଘର ବୈଠକ: ଆର୍ଥିକ ସଂକଟ ଯୋଗୁ ସମସ୍ୟା ଉପୁଜୁଥିବାରୁ ଉଦବେଗ ପ୍ରକାଶ

ବଅଁରପାଳ: ସ୍ଥାନୀୟ କୁଲାଡ଼ ଗ୍ରାମସ୍ଥିତ କଲ୍ୟାଣ ମଣ୍ଡପରେ ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ ପରିଚାଳନା କମିଟିର ବୈଠକ ନାଲକୋନଗର ଟ୍ରକ ମାଲିକ ସଂଘର ସଭାପତି ମନୋରଞ୍ଜନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟତଃ ବିଭିନ୍ନ କଳକାରଖାନା, ଖଣିଖାଦାନ ଓ…

Continue Readingକୁଲାଡ଼ରେ ରାଜ୍ୟ ଟ୍ରକ ମାଲିକ ମହାସଂଘର ବୈଠକ: ଆର୍ଥିକ ସଂକଟ ଯୋଗୁ ସମସ୍ୟା ଉପୁଜୁଥିବାରୁ ଉଦବେଗ ପ୍ରକାଶ

ବରମୁଣ୍ଡା ବସଷ୍ଟାଣ୍ଡ ହେବ ଆମ୍ବେଦକର ଟର୍ମିନାଲ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଆମ୍ବେଦକର ଫାଉଣ୍ଡେସନର ସଦସ୍ୟ

ଅନୁଗୁଳ : ବରମୁଣ୍ଡା ବସଷ୍ଟାଣ୍ଡକୁ ଆମ୍ବେଦକର ଟର୍ମିନାଲ ନାମରେ ନାମିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିବାରୁ ସମସ୍ତ ଅନୁସୂଚିତ ଜାତି, ଉପଜାତି, ପଛୁଆବର୍ଗ, ସଂଖ୍ୟା ଲଘୁ ମାନଙ୍କ ତରଫରୁ ଅନୁଗୁଳ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…

Continue Readingବରମୁଣ୍ଡା ବସଷ୍ଟାଣ୍ଡ ହେବ ଆମ୍ବେଦକର ଟର୍ମିନାଲ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଆମ୍ବେଦକର ଫାଉଣ୍ଡେସନର ସଦସ୍ୟ

ଚଲେଇ ଚଲେଇ ଗୋଚାଲାଣ ବେଳେ ମାଡ଼ି ବସିଲା ପାଳଲହଡ଼ା ପୋଲିସ, ୨ ଅଟକ

ପାଳଲହଡ଼ା: ସ୍ଥାନୀୟ ଅଞ୍ଚଳରେ ଗୋରୁ ଚାଲାଣ ହେଉଥିବା ଖବର ପାଇ କିଛି ସ୍ଵେଚ୍ଛାସେବୀ ସେବା ସଂଗଠନର ସଦସ୍ୟଙ୍କ ସହାୟତାରେ ପାଳଲହଡା ପୋଲିସ ଚଢ଼ାଉ କରି ଦୁଇ ଜଣଙ୍କୁ ଅଟକ ରଖିଛି। ଏହି ଦୁଇ ଅଭିଯୁକ୍ତ ଚଲେଇ ଚଲେଇ ଗୋରୁ ଚାଲାଣ କରୁଥିଲେ।…

Continue Readingଚଲେଇ ଚଲେଇ ଗୋଚାଲାଣ ବେଳେ ମାଡ଼ି ବସିଲା ପାଳଲହଡ଼ା ପୋଲିସ, ୨ ଅଟକ

ଧରମପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ତାଳଚେର: ରବିବାର ବିଳମ୍ବିତ ରାତିରେ ତାଳଚେର ବ୍ଲକ୍ ଧରମପୁର ସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ନେଇ ତାଳଚେର ସଦର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଆରୋଗ୍ୟ କେନ୍ଦ୍ରରୁ ଇନଭର୍ଟର ମେସିନ, ବ୍ୟାଟେରୀ,…

Continue Readingଧରମପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ: ବାଛୁରୀ ଛୁଆର ଚିକିତ୍ସା କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହେଲେ ମାଲିକ

ଅନୁଗୁଳ: ବାଛୁରୀ ଛୁଆକୁ ସୁସ୍ଥ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ ବାଛୁରୀ ମାଲିକ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ନୂଆହତା ଅଞ୍ଚଳର ତରୁଣ କୁମାର ସାମଲଙ୍କ ଗାଈ ଆଜିକୁ ଚାରି ଦିନ ହେଲା ଏକ ବାଛୁରୀ ଛୁଆ…

Continue Readingସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ: ବାଛୁରୀ ଛୁଆର ଚିକିତ୍ସା କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହେଲେ ମାଲିକ

ଜଙ୍ଗଲ ନିଆଁ ବିରୁଦ୍ଧରେ ସଚେତନତା ସାଇକେଲ ଯାତ୍ରା ଆରମ୍ଭ, ୫୦୦ କିଲୋମିଟର ଚାଲିବ ରାଲି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ବନଖଣ୍ଡ ବିଭାଗ ତରଫରୁ ଆଜି ଜଙ୍ଗଲ ନିଆଁ ବିରୁଦ୍ଧରେ ସଚେତନତା ସାଇକେଲ ଯାତ୍ରା ଆରମ୍ଭ ହୋଇଛି। ଏହି ସାଇକେଲ ଯାତ୍ରା ୫୦୦ କିଲୋମିଟର ଚାଲିବ। ଏ ଅବସରରେ ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ…

Continue Readingଜଙ୍ଗଲ ନିଆଁ ବିରୁଦ୍ଧରେ ସଚେତନତା ସାଇକେଲ ଯାତ୍ରା ଆରମ୍ଭ, ୫୦୦ କିଲୋମିଟର ଚାଲିବ ରାଲି

ନାଲକୋ ୟୁନିଟ ୟୁଥ୍ ହଷ୍ଟେଲ ଆସୋସିଏସନର ରାଜ୍ୟସ୍ତରୀୟ ଶୀତ କାଳୀନ ଟ୍ରେନିଂ ଉଦଯାପିତ

ଅନୁଗୁଳ: ସ୍ଥାନୀୟ ଟିକରପଡ଼ା ବନାଞ୍ଚଳ କରତପଟା ନିକଟସ୍ଥ ବାଘୁଆପାଟ ଠାରେ ୟୁଥ୍ ହଷ୍ଟେଲ ଆସୋସିଏସନ୍ ନାଲକୋ ୟୁନିଟର ରାଜ୍ୟସ୍ତରୀୟ ଶୀତକାଳୀନ ଟ୍ରେନିଂ ୨୦୨୪ ରବିବାର ଉଦଯାପିତ ହୋଇଛି। ସୂଚନା ମୁତାବକ, ଶନିବାର ରାତିରେ କ୍ୟାମ୍ପ ଫାୟାର ସହ ରବିବାର ସକାଳେ ୟୁଥ୍…

Continue Readingନାଲକୋ ୟୁନିଟ ୟୁଥ୍ ହଷ୍ଟେଲ ଆସୋସିଏସନର ରାଜ୍ୟସ୍ତରୀୟ ଶୀତ କାଳୀନ ଟ୍ରେନିଂ ଉଦଯାପିତ