ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ବାଜି ମାରିଲେ ବଅଁରପାଳ ଅଞ୍ଚଳର ଦୁଇ ସ୍କୁଲ ଛାତ୍ରୀ, ହାତେଇଲେ ବ୍ରୋଞ୍ଚ ପଦକ
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପାଞ୍ଚଗଡ଼ ସୋମନାଥ ସିଂ ଜଗଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଅନୁଷ୍ଠିତ ଜାତୀୟ ବକ୍ସିଂ ପ୍ରତିଯୋଗିତା ୨୦୨୪ ରେ କୃତିତ୍ଵ ହାସଲ କରିଛନ୍ତି। ଦୁଇ ଛାତ୍ରୀ କାଞ୍ଚନ ରାଓ ଓ…



