ପଦ୍ମାଳୟା କ୍ଲବ ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଅନୁଗୁଳ : ଶୁକ୍ରବାର ପୂର୍ବାହ୍ନରେ ଶିକ୍ଷକପଡ଼ା ପଦ୍ମାଳୟା କ୍ଲବ ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ନଗରପାଳ ତଥା ୧ ନଂ ୱାର୍ଡର କାଉନସିଲର ସୁକାନ୍ତି ଦାସ ଓ ୨ ନଂ…

Continue Readingପଦ୍ମାଳୟା କ୍ଲବ ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଟ୍ରେନ୍ ଲାଇନରୁ ରେଲୱେ ଜୁନିୟର୍ ଇଞ୍ଜିନିୟରଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର, କିଛି ଦିନରେ ହୋଇଥାନ୍ତା ବିବାହ

ଅନୁଗୁଳ: ଆଜି ଅନୁଗୁଳ ଷ୍ଟେସନ ନିକଟ ଟ୍ରେନ ଲାଇନରୁ ଜଣେ ରେଳ ଇଂଜିନିୟରଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଛେଣ୍ଡିପଦା ଥାନା ବ୍ରହ୍ମଣବିଲ ଗ୍ରାମର ରଞ୍ଜନ ସାହୁଙ୍କ ପୁଅ ଲିପନ ସାହୁ। ସେ ଗତ ୫/୭ ବର୍ଷ ହେବ…

Continue Readingଟ୍ରେନ୍ ଲାଇନରୁ ରେଲୱେ ଜୁନିୟର୍ ଇଞ୍ଜିନିୟରଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଉଦ୍ଧାର, କିଛି ଦିନରେ ହୋଇଥାନ୍ତା ବିବାହ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ଯୋଗାଇଲେ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ଯୋଗାଇଛନ୍ତି ବିଧାୟକ ବ୍ରଜକିଶୋର ପ୍ରଧାନ। ଶୁକ୍ରବାର ସାଧାରଣତନ୍ତ୍ର ଦିବସରେ ତାଳଚେର ବିଧାୟକ ଏହି ସାହାଯ୍ୟ ଓ ସହଯୋଗ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସୂଚନା ମୁତାବକ, ପ୍ରତ୍ୟେକ ଦିନ ଜିଲ୍ଲା ମୁଖ୍ୟ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ଯୋଗାଇଲେ ବିଧାୟକ

ଜାତୀୟ ମତଦାତା ଦିବସ ପାଳିତ: ମତଦାନ କରି ଅଧିକାର ସାବ୍ୟସ୍ତ କରିବା ଉପରେ ଗୁରୁତ୍ବାରୋପ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନର ନିର୍ବାଚନ ବିଭାଗ ଓ ଅନୁଗୁଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଳିତ ସହଯୋଗରେ ୧୪ତମ ଜାତୀୟ ମତଦାତା ଦିବସ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ…

Continue Readingଜାତୀୟ ମତଦାତା ଦିବସ ପାଳିତ: ମତଦାନ କରି ଅଧିକାର ସାବ୍ୟସ୍ତ କରିବା ଉପରେ ଗୁରୁତ୍ବାରୋପ

ତାଳଚେରରେ ୨୧ତମ ପୁସ୍ତକ ମେଳା ଉଦଘାଟିତ, ଖଣ୍ଡେ ପୁସ୍ତକ କିଣି ପଢ଼ିବାକୁ ପରାମର୍ଶ

ତାଳଚେର: ତାଳଚେର ହାଟତୋଟା ସ୍ଥିତ ପ୍ରଜାମଣ୍ଡଳ ପରିସରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ୨୧ତମ ତାଳଚେର ପୁସ୍ତକମେଳା। ଜାନୁୟାରୀ୩୦ ଯାଏଁ ଏହି ମେଳା ଚାଲିବ। ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ…

Continue Readingତାଳଚେରରେ ୨୧ତମ ପୁସ୍ତକ ମେଳା ଉଦଘାଟିତ, ଖଣ୍ଡେ ପୁସ୍ତକ କିଣି ପଢ଼ିବାକୁ ପରାମର୍ଶ

ପୁଣି ଅଲୋଡ଼ା ହେଲା ଶିଶୁ: ରାସ୍ତା କଡ଼ରୁ ନବଜାତକର ମୃତ ଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ମୁଣ୍ଡା ହଟିଙ୍ଗି ଠାରେ ଏକ ନବଜାତକର ମୃତ ଦେହ ଉଦ୍ଧାର ହୋଇଛି। କେହି ଶିଶୁକୁ ଏଠି ଫିଙ୍ଗି ଦେଇ ଯାଇଥିବା ସନ୍ଦେହ କରାଯାଇଛି। ସୂଚନା ମୁତାବକ, ମୁଣ୍ଡା ହଟିଙ୍ଗିର କିଛି ଲୋକ ସକାଳେ…

Continue Readingପୁଣି ଅଲୋଡ଼ା ହେଲା ଶିଶୁ: ରାସ୍ତା କଡ଼ରୁ ନବଜାତକର ମୃତ ଦେହ ଉଦ୍ଧାର

ଷଷ୍ଠ ଦିନରେ ସଚେତନ ନାଗରିକ ସଂଘର ଗଣଧାରଣା: ଜାତୀୟ ରାଜପଥର ସୁରକ୍ଷା ପାଇଁ ଯଜ୍ଞ ଆୟୋଜିତ

ଅନୁଗୁଳ: ଜାତୀୟ ରାଜପଥର ସମସ୍ୟା ନେଇ ଅନୁଗୁଳ ଷ୍ଟାଡିୟମ ଫାଟକ ସାମ୍ନାରେ ଚାଲିଥିବା ଗଣଧାରଣା ସୋମବାର ଷଷ୍ଠ ଦିନରେ ପହଞ୍ଚିଛି। ଆଜି ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅବସରରେ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଜାତୀୟ ରାଜପଥ ସୁରକ୍ଷା ନିମନ୍ତେ ଅନୁଗୁଳ ସଚେତନ…

Continue Readingଷଷ୍ଠ ଦିନରେ ସଚେତନ ନାଗରିକ ସଂଘର ଗଣଧାରଣା: ଜାତୀୟ ରାଜପଥର ସୁରକ୍ଷା ପାଇଁ ଯଜ୍ଞ ଆୟୋଜିତ

ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ: ଓଡିଆ ସାହିତ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଭାବ ଉପରେ ବକ୍ତବ୍ୟ ରଖିଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁମଣ୍ଡ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହିଙ୍ଗୁଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ…

Continue Readingଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ: ଓଡିଆ ସାହିତ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଭାବ ଉପରେ ବକ୍ତବ୍ୟ ରଖିଲେ ଛାତ୍ରଛାତ୍ରୀ

ହାଇୱା ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ, ରାସ୍ତା ଅବରୋଧ କଲେ ଉତ୍ତ୍ଯକ୍ତ ଲୋକେ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ତୁରଙ୍ଗ ସ୍ଥିତ ପ୍ରଶାନ୍ତି ହୋଟେଲ ନିକଟରେ ହାଇୱା ଧକ୍କାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟବସାୟୀ ଢେଙ୍କାନାଳ ଜିଲ୍ଲାର ଦୁଷ୍ମନ୍ତ କୁମାର ପଣ୍ଡା ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଦୁଷ୍ମନ୍ତ ଦୁର୍ଗା ହୋଟେଲ ନିକଟରେ…

Continue Readingହାଇୱା ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ, ରାସ୍ତା ଅବରୋଧ କଲେ ଉତ୍ତ୍ଯକ୍ତ ଲୋକେ

ଡ଼ାକ୍ତରଖାନାରେ ଫାର୍ମାସିଷ୍ଟ ଓ ଡ୍ରାଇଭର ବାଡ଼ାବାଡ଼ି

ଅନୁଗୁଳ: ପାର୍କିଂ ସମସ୍ୟାକୁ ନେଇ ଅନୁଗୁଳ ହସ୍ପିଟାଲରେ ଅନେକ ସମୟରେ ଗଣ୍ଡଗୋଳ ଘଟିଆସିଚି। ଆଜି ମଧ୍ୟ ସେଭଳି ଏକ ଘଟଣାର ପୁନରାବୃତ୍ତି ଘଟିଥିଲା। ବନ୍ତଲା ଅଞ୍ଚଳର ଜଣେ ଫାର୍ମାସିଷ୍ଟ ମନୋଜ ଅନୁଗୁଳ ଡାକ୍ତରଖାନାକୁ ଟ୍ରେନିଂ ପାଇଁ ଆସିଥିଲେ। ସେ ନିଜ ଗାଡି…

Continue Readingଡ଼ାକ୍ତରଖାନାରେ ଫାର୍ମାସିଷ୍ଟ ଓ ଡ୍ରାଇଭର ବାଡ଼ାବାଡ଼ି